"ମିନତି ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମିନତି ମହାପାତ୍ର ଆରମ୍ଭ କରାଗଲା
 
୧୨ କ ଧାଡ଼ି:
|resting_place =
|resting_place_coordinates = <!-- {{Coord|LAT|LONG|display=inline,title}} -->
|nationality = {{flag[[ଭାରତ|ଭାରତୀୟ}}]]
|other_names =
|known_for = ସାଇକେଲ ଚାଳନା<ref>{{cite book|title=Limca Book of Records|url=http://books.google.com/books?id=FPptAAAAMAAJ|year=1990|publisher=Bisleri Beverages Ltd.}}</ref>
୨୯ କ ଧାଡ଼ି:
}}
 
'''ମିନତି ମହାପାତ୍ର''', ସାଇକେଲ ଚାଳନା (ସାଇକେଲିଙ୍ଗ)ରେ ଆଠଥରର ଜାତୀୟ ଚମ୍ପିୟାନ । [[ଅର୍ଜୁନ ପୁରସ୍କାର]] ଲାଭ କରିଥିବା ସେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ମହିଳା ଅଟନ୍ତି ।
 
ମିନତି, ପିଲାବେଳରୁ ଜଣେ ଭଲ କ୍ରୀଡାବିତକ୍ରୀଡ଼ାବିତ ଥିଲେ । ୧୫ବର୍ଷ ବୟସ ବେଳକୁ, ସେ ଆଥଲେଟିକରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିସାରିଥିଲେ । ତାପରେ, ସେ ସାଇକେଲିଙ୍ଗକୁ ବାଛିଲେ ଓ ଏହି ଖେଳରେ ୧୯୭୦ ମସିହା ଜାତୀୟ କ୍ରୀଡାରେ ପ୍ରଥମଥର ପାଇଁ ଏକ ପଦକ ହାସଲ କରିଥିଲେ । ୧୯୭୨ରୁ ୧୯୭୯ ପର୍ଯ୍ୟନ୍ତ ସେ ଲଗାତାର ୮ଥର ଜାତୀୟ କ୍ରୀଡାରେ ଚମ୍ପିୟାନ ହୋଇଥିଲେ ୧୯୭୯ ମସିହାରେ [[ଶ୍ରୀଲଙ୍କା]]ଠାରେ ଅନୁଷ୍ଠିତ ଇଣ୍ଡୋ-ଶ୍ରୀଲଙ୍କା ସାଇକେଲିଙ୍ଗ ମିଟରେ, ସେ ୫ଟି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ।<ref>{{cite book|title=Indian and Foreign Review|url=http://books.google.com/books?id=xm5DAAAAYAAJ|year=1979|publisher=Publications Division of the Ministry of Information and Broadcasting, Government of India}}</ref> ସେତେବେଳେ ତାଙ୍କୁ ଉଡନ୍ତା ରାଣୀ (ଫ୍ଲାଇଙ୍ଗ କୁଇନ) ସମ୍ବୋଧନ କରାଯାଉଥିଲା ।<ref>http://www.dsysodisha.gov.in/view_detail_eminent_personality.php?id=74</ref>
 
ମିନତି ବର୍ତ୍ତମାନ ରାଉରକେଲା ଷ୍ଟୀଲ ପ୍ଲାଣ୍ଟରେ ଜଣେ ପଦସ୍ଥ ଅଧିକାରୀ ଭାବରେ କାର୍ଯ୍ୟରତ ।<ref>http://www.sail.co.in/corporate-citizenship/sports</ref>
ତାଙ୍କ ପତି ପ୍ରକାଶ ଦାସ ମଧ୍ୟ ଏହି ଅନୁଷ୍ଠାନରେ କାର୍ଯ୍ୟ କରିଛନ୍ତି । ମିନତି ସାଇକେଲିଙ୍ଗ କ୍ରୀଡାରୁକ୍ରୀଡ଼ାରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ସାଇକେଲିଙ୍ଗ ପ୍ରଶିକ୍ଷଣ ଓ ସାଇକେଲ ଚାଳନାକୁ ଲୋକପ୍ରିୟ କରିବାରେ ଲିପ୍ତ ଅଛନ୍ତି ।
 
== ପୁରସ୍କାର ଓ ସମ୍ମାନ ==
* ଅର୍ଜୁନ ପୁରସ୍କାର - ୧୯୮୦୧୯୭୮-୭୯
* ମୋହନ କୁମାର ମଙ୍ଗଳମ ସମ୍ମାନ (ରାଉରକେଲା ଷ୍ଟୀଲ ପ୍ଲାଣ୍ଟ) - ୧୯୭୫
* ଖାରବେଳ ସମ୍ମାନ (ଏସ.ସି.ଏସ କ୍ଳବ, କଟକ) - ୧୯୮୧
* ପ୍ରଜାତନ୍ତ ପ୍ରସାର ସମିତି ସମ୍ମାନ - ୧୯୯୧
* ବିଜୁ ପଟ୍ଟନାୟକ କ୍ରୀଡାକ୍ରୀଡ଼ା ସମ୍ମାନ<ref>http://orissa.gov.in/e-magazine/orissaannualreference/ORA-2005/pdf/bijupatnaik_award-2005.pdf</ref>
 
== ଆଧାର ==
Line ୪୭ ⟶ ୪୮:
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଅର୍ଜୁନ ପୁରସ୍କାର ବିଜେତା]]