"ମୀରା କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୭ କ ଧାଡ଼ି:
 
ସେ ପେସାରେ ଜଣେ ଓକିଲ ଏବଂ ପୁର୍ବ ରାଜନୟୀକ ଅଟନ୍ତି। ୧୫ତମ ଲୋକସଭାରେ ସଦସ୍ୟ ହେବା ପୁର୍ବରୁ ସେ ୮ମ, ୧୧ତମ, ୧୨ତମ, ଓ ୧୪ତମ ଲୋକସଭାର ମଧ୍ୟ ସଦସ୍ୟ ଥିଲେ। କୁମାର (୨୦୦୪-୨୦୦୯) ଯାଏଁ କଂଗ୍ରେସ ଅଧ୍ୟକ୍ଷିତ ମନମୋହନ ସିଂହଙ୍କ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରାଳୟରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
 
==ଜୀବନ==
ମୀରା କୁମାରଙ୍କ ଜନ୍ମ ବିହାରର ପାଟନାରେ ହୋଇଥିଲା। ବାପା ବାବୁ ଜଗଜୀବନ ରାମ ପୁର୍ବତନ ଉପ ପ୍ରଧାନମନ୍ତ୍ରୀ ଜଣେ ପ୍ରମୁଖ ଦଳୀତ ନେତା ଥିଲେ, ଏବଂ ମାଆ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପ୍ରାରମ୍ଭୀକ ଶିକ୍ଷା ୱେଲ୍ହାମ ମହିଳା ବିଦ୍ୟାଳୟରେ ହୋଇଥିଲା ଓ ପରେ ସେ ମାହାରାଣି ଗାୟତ୍ରି ଦେବୀ ମହିଳା ବିଦ୍ୟାଳୟକୁ ଯାଇଥିଲେ। ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳରୁ ଓକିଲାତି ସ୍ନାତୋକତ୍ତର ପାଇବା ପ୍ରାପ୍ତ କରିଥିଲେ। ୨୦୧୦ ମସିହାରେ ବନସ୍ପତି ବିଦ୍ୟାପିଠ ଠାରୁ ଡାକ୍ତରିକତା ପାଇଥିଲେ।