"ମୀରା କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox Officeholder |name = ମୀରା କୁମାର |image = Meira Kumar.jpg |office = ଲ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୨୩ କ ଧାଡ଼ି:
|religion = [[ହିନ୍ଦୁ]]
}}
 
ମୀରା କୁମାର ([[ହିନ୍ଦୀ]] :मीरा कुमार) ଜଣେ ଭାରତୀୟ ରାଜନେତା ଏବଂ ଲୋକସଭା ରେ ପାଞ୍ଚ ଥର ନିର୍ବାଚିତ ହୋଇଥିବା ସାଂସଦ। କୁମାର ବିନା ପ୍ରତିଦ୍ୱନଧୀରେ ଭାରତର ପ୍ରଥମ ମହିଳା ବାଚସ୍ପତି ହିସାବରେ ନିର୍ବାଚିତ ହୋଇଥିଲେ,ଏବଂ ୨୦୦୪-୨୦୧୪ ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ।
 
ସେ ପେସାରେ ଜଣେ ଓକିଲ ଏବଂ ପୁର୍ବ ରାଜନୟୀକ ଅଟନ୍ତି। ୧୫ତମ ଲୋକସଭାରେ ସଦସ୍ୟ ହେବା ପୁର୍ବରୁ ସେ ୮ମ, ୧୧ତମ, ୧୨ତମ, ଓ ୧୪ତମ ଲୋକସଭାର ମଧ୍ୟ ସଦସ୍ୟ ଥିଲେ। କୁମାର (୨୦୦୪-୨୦୦୯) ଯାଏଁ କଂଗ୍ରେସ ଅଧ୍ୟକ୍ଷିତ ମନମୋହନ ସିଂହଙ୍କ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରାଳୟରେ କ୍ୟାବିନେଟ ମନ୍ତ୍ରୀ ଥିଲେ।