"ଆରତୀ ସାହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Arati Saha}}
{{Infobox person
| name = ଆରତୀ ସାହା
| image = Arati Saha.jpg
| caption = ଆରତୀ ସାହା
| birth_date = ୨୪ ସେପ୍ଟେମ୍ବର ୧୯୪୦
| birth_place = [[ପଶ୍ଚିମ ବଙ୍ଗକଲିକତା]], [[କଲିକତାପଶ୍ଚିମ ବଙ୍ଗ]]
| death_date = 23{{death Augustdate and age|1994|08|23|1940|09|24|df=y}}
| death_place = [[ପଶ୍ଚିମ ବଙ୍ଗ]]ର [[କଲିକତା]]
| nationality = [[ଭାରତ|ଭାରତୀୟ]]
| ethnicity = [[ବଙ୍ଗାଳି]]
| religion = [[ହିନ୍ଦୁ]]
| occupation = [[ସନ୍ତରଣ]]
| awards = [[ପଦ୍ମଶ୍ରୀପଦ୍ମ ଶ୍ରୀ]] ୧୯୬୦
}}
 
'''ଆରତୀ ଗୁପ୍ତା କିମ୍ବା ସାହା'''(୨୪ ସେପ୍ଟେମ୍ବର ୧୯୪୦ - ୨୩ ଅଗଷ୍ଟ ୧୯୯୪) ବହୁ ଦୁରତ୍ୱ ସନ୍ତରଣକାରୀ ଥିଲେ। ଜନ୍ମ [[ପଶ୍ଚିମ ବଙ୍ଗ]]ର [[କଲିକତା]] ଠାରେ ହୋଇଥିଲା, ଆରତୀ ମାତ୍ର ୪ ବର୍ଷ ବୟସରୁ ସନ୍ତରଣ ଅଭ୍ୟାସ ଆରମ୍ଭ କରିଦେଇଥିଲେ ଓ ତାଙ୍କର ଏହି ପ୍ରତିଭା [[ସଚିନ ନାଗ]]ଙ୍କ ଦୃଷ୍ଟି ଆକର୍ଷ କରିଥିଲା। ଇଂଲିଶ ଚ୍ୟାନେଲ ପାରିହୋଇଥିବା [[ମିହିର ସେନ]]ଙ୍କ ଠାରୁ ପ୍ରେରିତ ହୋଇଥିଲେ।ହୋଇଥିଲେ । ୧୯୫୯ ମହିହା ସାହା [[ଏସିଆ]] ଓ [[ଭାରତ]]ର ଇଂଲିଶ ଚ୍ୟାନେଲ ପାରିହୋଇଥିବା ପ୍ରଥମ ମହିଳା ସନ୍ତରଣକାରୀ ହୋଇଥିଲେ। ୧୯୬୦ ମସିହା ସାହା ପ୍ରଥମ ମହିଳା ଖେଳାଳି ଭାବରେ [[ପଦ୍ମଶ୍ରୀ]]ରେ ପୁରସ୍କୃତ ହୋଇଥିଲେ।
 
'''ଆରତୀ ଗୁପ୍ତା କିମ୍ବା ସାହା'''(୨୪ ସେପ୍ଟେମ୍ବର ୧୯୪୦ - ୨୩ ଅଗଷ୍ଟ ୧୯୯୪) ବହୁ ଦୁରତ୍ୱ ସନ୍ତରଣକାରୀ ଥିଲେ। ଜନ୍ମ [[ପଶ୍ଚିମ ବଙ୍ଗ]]ର [[କଲିକତା]] ଠାରେ ହୋଇଥିଲା, ଆରତୀ ମାତ୍ର ୪ ବର୍ଷ ବୟସରୁ ସନ୍ତରଣ ଅଭ୍ୟାସ ଆରମ୍ଭ କରିଦେଇଥିଲେ ଓ ତାଙ୍କର ଏହି ପ୍ରତିଭା [[ସଚିନ ନାଗ]]ଙ୍କ ଦୃଷ୍ଟି ଆକର୍ଷ କରିଥିଲା। ଇଂଲିଶ ଚ୍ୟାନେଲ ପାରିହୋଇଥିବା [[ମିହିର ସେନ]]ଙ୍କ ଠାରୁ ପ୍ରେରିତ ହୋଇଥିଲେ। ୧୯୫୯ ମହିହା ସାହା [[ଏସିଆ]] ଓ [[ଭାରତ]]ର ଇଂଲିଶ ଚ୍ୟାନେଲ ପାରିହୋଇଥିବା ପ୍ରଥମ ମହିଳା ସନ୍ତରଣକାରୀ ହୋଇଥିଲେ। ୧୯୬୦ ମସିହା ସାହା ପ୍ରଥମ ମହିଳା ଖେଳାଳି ଭାବରେ [[ପଦ୍ମଶ୍ରୀ]]ରେ ପୁରସ୍କୃତ ହୋଇଥିଲେ।
 
== ପ୍ରାରମ୍ଭିକ ଜୀବନ ==
ଆରତୀ ଏକ ମଧ୍ୟମବର୍ତ୍ତି ପରିବାରରୁ ବାପା ମାଁଙ୍କ ଦୁତୀୟ ସନ୍ତାନ ଥିଲେ। ବାପା ସ୍ଥଳ ସେନା ରେ ଚାକିରି କରୁଥିଲେ। ମାତ୍ର ଅଢେଇ ବର୍ଷ ବୟସରେ ନିଜ ମାଆଙ୍କୁ ହରେଇଥିଲେ। ବଡ ଭାଇ ଓ ସାନ ଭଉଣି ମାଁମୁ ଘରେ ପାଳିତ ହେଲେ ଏବଂ ଆରତୀ ନିଜ ଜେଜେମା ଘରେ ରହୁଥିଲେ।
==ଆଧାର==
{{ଆଧାର}}
[[ଶ୍ରେଣୀ:୧୯୪୦ ଜନ୍ମ]]
[[ଶ୍ରେଣୀ:୧୯୯୪ ମୃତ୍ୟୁ]]
[[ଶ୍ରେଣୀ:ପଦ୍ମ ଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ପଶ୍ଚିମ ବଙ୍ଗର ଲୋକ]]