"ଲକ୍ଷ୍ମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ନାମ
୧୮ କ ଧାଡ଼ି:
}}
 
'''ଲକ୍ଷ୍ମୀ''' ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଶ୍ରୀ ଭାବେ ମଧ୍ୟ ପରିଚିତ ।<ref name=mmwlak>[http://faculty.washington.edu/prem/mw/l.html lakṣmī], Monier Monier-Williams|Monier-Williams' ''Sanskrit–English Dictionary'', University of Washington Archives</ref>
ମାଆ ଲକ୍ଷ୍ମୀ ଭଗବାନ [[ବିଷ୍ଣୁ]]ଙ୍କର ସହଧର୍ମିଣୀ । ସେ[[ବିଷ୍ଣୁ]]ଙ୍କର ଶକ୍ତି ସୂରୁପା କମଳା । ସେ ଧନ,ସୌଭାଗ୍ୟ,ସୁଖ୍ୟାତି ଓ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି । ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ [[ପେଚା]],ମତାନ୍ତରେ[[ହାତୀ]] । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି ।
ସେ ଭଗବାନ [[ବିଷ୍ଣୁ]]ଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।<ref name=sdas>{{cite web|last=Das|first=Subhamoy|title=Lakshmi: Goddess of Wealth & Beauty!|url=http://hinduism.about.com/od/hindugoddesses/p/lakshmi.htm|publisher=Hinduism.about.com|accessdate=2012-11-09}}</ref>
[[ରାମାୟଣ]] ମତେ<ref>Ramayana, i.45.40-43</ref> ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ ।<ref>Monier Williams [https://archive.org/stream/religiousthough00wilgoog#page/n129/mode/2up Religious Thought and Life in India], Part 1, 2nd Edition, pages 108-111</ref>
ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ [[ପେଚା]], ମତାନ୍ତରେ [[ହାତୀ]] । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । [[ରୁକ୍ମଣୀ]] ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ ।<ref>''Essential Hinduism''; by Steven Rosen (2006); p. 136</ref>
ପ୍ରେମ ଏବଂ ପ୍ରଜନନର ଦେବତା [[କାମଦେବ]] ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।
 
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । <ref>Constantina Rhodes (2011), Invoking Lakshmi: The Goddess of Wealth in Song and Ceremony, State University of New York Press, ISBN 978-1438433202, pages 29-47, 220-252</ref><ref name=ttgov>[http://www.nalis.gov.tt/Research/SubjectGuide/Divali/tabid/168/Default.aspx?PageContentID=121 Divali - THE SYMBOLISM OF LAKSHMI] National Library and Information System Authority, Trinidad and Tobago (2009)</ref>
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ ବୋଲି କେହି କେହି ମତ ଦିଅନ୍ତି । ତାଙ୍କୁ ପୂଜାକରିବା ଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ [[ଗୁରୁବାର]] ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ [[ଶୁକ୍ରବାର]] ଦିନ ଲକ୍ଷ୍ମୀପୂଜା କରାଯାଏ । [[ଓଡ଼ିଶା|ଓଡ଼ିଶାରେ]]ରେ [[ମାର୍ଗଶୀର|ମାର୍ଗଶିର ମାସ]] ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା [[ମାଣବସା ଗୁରୁବାର ଓଷା|ମାଣବସା ପୂଜା]] ନାମରେ ପ୍ରସିଦ୍ଧ । ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର [[କାମଦେବ]],ସେ ପ୍ରେମ ଏବଂ ପ୍ରଜନନ ର ଦେବତା ।
 
==ନାମ==
<!-- Lakshmi has numerous names, and numerous ancient [[Stotram]] and [[Sutra]]s of Hinduism recite her various names.<ref name=rhodes>Constantina Rhodes (2011), Invoking Lakshmi: The Goddess of Wealth in Song and Ceremony, State University of New York Press, ISBN 978-1438433202</ref><ref name=vkumara>Vijaya Kumara, 108 Names Of Lakshmi, Sterling Publishers, ISBN 9788120720282</ref> -->
 
ପଦ୍ମ ଫୁଲସହ ତାଙ୍କର ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା:
*''ପଦ୍ମା'': ପଦ୍ମରେ ଯେ ବାସ କରନ୍ତି
*''କମଳା'': ପଦ୍ମରେ ଯେ ବାସ କରନ୍ତି
*''ପଦ୍ମପ୍ରିୟା'': ଯେ ପଦ୍ମକୁ ପସନ୍ଦ କରନ୍ତି
*''ପଦ୍ମମୁଖୀ'': One whose face is as beautiful as a lotus
*''ପଦ୍ମାକ୍ଷୀ'': ଯାହାର ଆଖି ପଦ୍ମ ପରି ସୁନ୍ଦର
*''ପଦ୍ମହସ୍ତା'': ଯେ ପଦ୍ମ ଧାରଣ କରିଥାନ୍ତି
*''ପଦ୍ମସୁନ୍ଦରୀ'': ଯେ ପଦ୍ମ ପରି ସୁନ୍ଦର
ଅନ୍ୟ ନାମ ଗୁଡିକ ହେଲା:
*''ବିଷ୍ଣୁପ୍ରିୟା'': ଯେ ବିଷ୍ଣୁଙ୍କ ପ୍ରିୟା
*''ଉଲ୍ଲୁକବାହିନୀ'': ଯେ ପେଚା ଉପରେ ବସି ଗମନ କରନ୍ତି
<!-- *''Padmamaladhara devi'': One who wears a garland of lotuses
 
Her other names include:<ref name=rhodes/> Ambika, Manushri, Mohini, Chakrika, Kamalika, Aishwarya, Lalima, Indira, Kalyani, Nandika, Nandini, Rujula, Vaishnavi, Samruddhi, Narayani, Bhargavi, Sridevi, [[Chanchala]], Jalaja, Madhavi, Sujata, Shreya, Maheshwari, Madhu, Madhavi, Paramaa, Janamodini, Tripura, Tulasi, Ketaki, Malati, Vidhya, Trilochana, Tilottama, Subha, Chandika, Devi, Kriyalakshmi, Viroopa, Vani, Gayatri, Savitri, Apara or Aparajita, Aparna, Aruna, Akhila, Bala, Tara, Kuhu, Poornima, Aditi, Anumati, Avashyaa, Sita, Taruni, Jyotsna, Jyoti, Nimeshika, Atibha, Ishaani, Kalyani, Smriti and Sri.<ref name=vkumara/> She is also referred to as Jaganmaatha ("Mother of the Universe") in Shri Mahalakshmi Ashtakam.{{citation needed|date=November 2014}}-->
 
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ ବୋଲି କେହି କେହି ମତ ଦିଅନ୍ତି । ତାଙ୍କୁ ପୂଜାକରିବା ଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ [[ଗୁରୁବାର]] ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ,ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ [[ଶୁକ୍ରବାର]] ଦିନ ଲକ୍ଷ୍ମୀପୂଜା କରାଯାଏ । [[ଓଡ଼ିଶା|ଓଡ଼ିଶାରେ]] [[ମାର୍ଗଶୀର|ମାର୍ଗଶିର ମାସ]] ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା [[ମାଣବସା ଗୁରୁବାର ଓଷା|ମାଣବସା ପୂଜା]] ନାମରେ ପ୍ରସିଦ୍ଧ । ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର [[କାମଦେବ]],ସେ ପ୍ରେମ ଏବଂ ପ୍ରଜନନ ର ଦେବତା ।
== ସ୍ତୁତି==
ଲକ୍ଷ୍ମୀ ଐଶ୍ଵର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
Line ୨୬ ⟶ ୫୦:
''' ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍ '''
 
== ଆହୁରିଆଉରି ଦେଖନ୍ତୁ ==
* [[ସୁଦଶା ବ୍ରତ]]
* [[ଲକ୍ଷ୍ମୀନାରାୟଣ ବ୍ରତ]]
* [[ଗୁରୁପଞ୍ଚମୀ ବ୍ରତ]]
 
== ଆଧାର ==
{{ଆଧାରReflist|30em}}
== ଅଧିକ ତଥ୍ୟ ==
* [http://www.docstoc.com/docs/109584806/Laxmi-Anusthan-and-Puja-For-Wealth Laksmi Sadhana Vidhi]
Line ୩୮ ⟶ ୬୪:
{{ଜଗନ୍ନାଥ}}
{{ହିନ୍ଦୁ ଦେବୀ ଦେବତା ଓ ଗ୍ରନ୍ଥ}}
{{ହିନ୍ଦୁ ଧର୍ମ}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ହିନ୍ଦୁ ଦେବୀ]]
[[ଶ୍ରେଣୀ:ଜଗନ୍ନାଥ]]
{{ମୁଣ୍ଡିଆ}}
"https://or.wikipedia.org/wiki/ଲକ୍ଷ୍ମୀ"ରୁ ଅଣାଯାଇଅଛି