"ଭାରତ ସରକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୦ କ ଧାଡ଼ି:
ଭାରତର ସରକାର ଦେଶ ଓ ଜନତାର ହିତରେ କାମ କରିଥାଏ। ସରକାରୀ ତନ୍ତ୍ରର ଢାଞ୍ଚା ଭାରତରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକା ପ୍ରକାର ହୋଇଥାଏ। କେନ୍ଦ୍ରର ସଂସଦ ଦୁଇ ଭାଗରେ ବିଭକ୍ତ – ଲୋକ ସଭା ଓ ରାଜ୍ୟ ସଭା। ଲୋକ ସଭାର ସଞ୍ଚାଳନ ଅଧ୍ୟକ୍ଷ ଓ ରାଜ୍ୟ ସଭାର ସଞ୍ଚାଳନ ଉପ ରାଷ୍ଟ୍ରପତି କରିଥାନ୍ତି। ସେହିପରି କେତକ ରାଜ୍ୟର ବିଧାୟିକା ମଧ୍ୟ ଦୁଇ ଭାଗରେ ବିଭକ୍ତ – ବିଧାନ ସଭା ଓ ବିଧାନ ପରିଷଦ।
 
ବିଧାୟିକାର ଏକ ପ୍ରମୁଖ ଦାୟୀତ୍ଵ ହେଲା ଦେଶବାସୀଙ୍କ ଇଚ୍ଛା ଓ ଆବଶ୍ୟକତାକୁ ସମ୍ମାନ ଦେଇ ଦେଶପାଇଁ ଆଇନ ଗଡିବାଗଢିବା । ଏହିକ୍ରମରେ ଭାରତରେ [[ମହିଳାଙ୍କ ପାଇଁ ଆଇନ]] ସବୁ ପ୍ରଣୀତ ହୋଇଛି ।
 
== କାର୍ଯ୍ୟପାଳିକା ==