"ଓଡିସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanaranjan sahu ପୃଷ୍ଠାଟିକୁ ଅଡିସିଅସ୍ରୁ ଓଡିସିଅସ୍କୁ ଘୁଞ୍ଚାଇଲେ: ସଠିକ ନାମ oʊ = goat, code, foal, bone (https://en.wikipedia.org/wiki/Help:IPA_for_English#...
No edit summary
୧ କ ଧାଡ଼ି:
ଅଡିସିଅସଓଡିସିଅସ ଅଥବା ଇଉଲିସିସ( ଗ୍ରିକ:Ὀδυσσεύς,ଅଡିସିଅସ; ଲାଟିନ: Ulixes,ଇଉଲିସିସ) ଏକଜନ ଉପକଥା ରେ ଗ୍ରୀସ ର ଇଥାକାର ରାଜା ଥିଲେ । ତାଙ୍କୁ ଗ୍ରିକ ପୁରାଣ ଗୁଡ଼ିକ ରେ ଅନ୍ୟତମ ସାହସୀ,କୌଶଳୀ ବୀର, ବାଗ୍ମୀ ଏବଂ କୂଟନୀତିଜ୍ଞ ଭାବେ ବର୍ଣନା କରଯାଇଅଛି ।
==ଇତିହାସ==

ହେଲେନ ଙ୍କ ସ୍ଵୟମ୍ବର ସଭା ରେ ଅଡିସିଅସ୍ ମଧ୍ୟ ଥିଲେ । କିନ୍ତୁ ମେନାଲାଉସ, ହେଲେନ ଙ୍କୁ ପସନ୍ଦ କରୁଛନ୍ତି ଜାଣିବା ପରେ ସେ ହେଲେନ ଙ୍କ ବିବାହ ତାଙ୍କ ସଙ୍ଗେ କରିଦେଲେ ଏବଂ ନିଜେ ହେଲେନ ଙ୍କ ଆତ୍ମୀୟା ପେନିଲୋପ ଙ୍କୁ ବିବାହ କଲେ । ଅଡିସିଅସଙ୍କ କୂଟକୌଶଳ ଫଳରେ ହେଲେନ ଙ୍କ ସ୍ଵଯମ୍ବର ସଭାରେ ଯୋଗ ଦେଇଥିବା ସମସ୍ତ ରାଜକୁମାର ହେଲେନ ଙ୍କୁ ବିପଦ ସମୟରେ ରକ୍ଷା ହେତୁ ପ୍ରତିଜ୍ଞାବଦ୍ଧ ହେଲେ । ବିବାହ ର କିଛି ବର୍ଷ ପରେ ଥରେ ଟ୍ରୟ ରାଜକୁମାର ପ୍ୟାରିସ ସ୍ପାର୍ଟା ବୁଲିବାକୁ ଆସିଥିଲେ । ପ୍ୟାରିସ ଦ୍ଵାରା ହେଲେନ ଅପହୃତ ହେବାରୁ ସମସ୍ତ ଗ୍ରିକବୀର ଟ୍ରୟ ଆକ୍ରମଣ ପାଇଁ ଏକତ୍ରିତ ହେଲେ । ଅଡିସିଅସ ଙ୍କ ବିଚକ୍ଷଣ ବୁଦ୍ଧି ଏବଂ ଦୁଃସାହସ ପାଇଁ ସୁଦୀର୍ଘ ଟ୍ରୟ ଯୁଦ୍ଧ ର ଅବସାନ ଘଟିଥିଲା । ତାଙ୍କ ପରାମର୍ଶ ରେ ଟ୍ରୋଜାନ ଲୋକ ମାନଙ୍କୁ ପ୍ରତାରିତ କରିବା ପାଇଁ ବିଖ୍ୟାତ ଟ୍ରୟ ର ଘୋଡ଼ା ନିର୍ମିତ ହେଲା । ଯୁଦ୍ଧଶେଷ ହେଲା ପରେ ସ୍ବଦେଶ ଫେରିଲା ସମୟରେ ସମୁଦ୍ର ଦେବତା ପୋସାଇଡେନ ର କୋପ ରେ ପଥଭ୍ରଷ୍ଟ ହେଲେ । ଅନେକ ଦୁଃଖ ସହି ଶେଷରେ ତାଙ୍କ ରାଜ୍ୟ ଇଥାକା ରେ ପହଞ୍ଚିଥିଲେ । <ref>{{cite web|title=Odysseus on Birtanica|url=http://www.britannica.com/EBchecked/topic/425301/Odysseus}}</ref>
 
==ଆଧାର==
{{ଆଧାର}}
"https://or.wikipedia.org/wiki/ଓଡିସିଅସ"ରୁ ଅଣାଯାଇଅଛି