"ଯୁକ୍ତରାଷ୍ଟ୍ର ଆମେରିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୦୨ କ ଧାଡ଼ି:
== ଇତିହାସ ==
== ଭୂଗୋଳ ==
== ୫୦ ରାଜ୍ୟରଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟଗୁଡିକର ତାଲିକା ==
 
== ଧର୍ମ ==
ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥା ଏହାର ନାଗରିକ ମାନଙ୍କୁ ଯେ କୌଣସି ଧର୍ମରେ ବିଶ୍ଵାସ କରିବା ଓ ନିଜ ଇଚ୍ଛା ଅନୁସାରେ ଧର୍ମ ପରିବର୍ତନ କରିବାକୁ ସ୍ଵାଧୀନତା ଦେଇଥାଏ। ତେବେ ଖ୍ରୀଷ୍ଟ ଧର୍ମ ଏହି ଦେଶର ପ୍ରଧାନ ଧର୍ମ ଅଟେ। ୨୦୦୭ର ଏକ ସର୍ଭେ ଅନୁସାରେ ଆମେରିକାର ପ୍ରାୟ ୭୮.୪% ବୟସ୍କ ଲୋକ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରନ୍ତି। ଏହୋ ସଂଖ୍ୟା ୧୯୯୦ ରେ ପ୍ରାୟ ୮୪.୬% ଥିଲା।