"ଟ୍ରାକୋମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଆଣ୍ଟିବାୟୁଟିକ: ବନାନ ଠିକ କରାଗଲା
୨୨ କ ଧାଡ଼ି:
କ୍ଲାମିଡିଆ ଟ୍ରାକୋମାଟିସ୍ ଜୀବାଣୁ ଏହି ରୋଗୀର ଆଖି, ନାକ ଓ ଗଳାରୁ ନିର୍ଗତ ତରଳ ପଦାର୍ଥ ମାଧ୍ୟମରେ ସିଧାସଳଖ ବା କୌଣସି ତଉଲିଆ, କନା ଇତ୍ୟାଦିରେ ଯାଇ ସୁସ୍ଥ ଲୋକକୁ ସଂକ୍ରମିତ କରେ । ମାଛି ମଧ୍ୟ ଏହାର ସଂକ୍ରମଣରେ ସାହାଯ୍ୟ କରେ ।<ref name=Cecil>{{cite book|last=Goldman|first=Lee|title=Goldman's Cecil Medicine|publisher=Elsevier Saunders|location=Philadelphia|isbn=1437727883|year=2011|pages=e326-2|edition=24th}}</ref> ଚିକିତ୍ସା ନ କଲେ ପତା ଭିତର ସ୍ତର ନଷ୍ଟ ହୁଏ ଓ ସେହି ପତା ଡୋଳା ଦିଗରେ ମୋଡ଼ି ହୋଇଯାଏ ଯାହାକୁ ଏଣ୍ଟ୍ରୋପିଅନ କହନ୍ତି । ଏହା କର୍ନିଆ ସହ ଘସି ହୁଏ ଓ ତାହା ଫଳରେ ସବୁଦିନ ନିମାନ୍ତେ ରୋଗୀ ଅନ୍ଧ ହୁଏ । <br />
== ଚିକିତ୍ସା ==
=== ଆଣ୍ଟିବାୟୋଟିକ ===
=== ଆଣ୍ଟିବାୟୁଟିକ ===
ଆଜିଥ୍ରୋମାଇସିନ (୨୦ମି.ଗ୍ରା/କେ.ଜି.) ଦିନକୁ ଥରେ ପାଟିରେ ଦିଆଯାଏ । ମହଙ୍ଗା ହେଲେ ମଧ୍ୟ ଇଣ୍ଟରନ୍ୟାସନାଲ ଟ୍ରାକୋମା ଇନିସିଏଟିଭଦ୍ଵାରା ଫାଇଜର କମ୍ଵାନୀର ଡୋନେସନ ପ୍ରୋଗ୍ରାମ ମାଧ୍ୟମରେ ଦିଆଯାଏ । ଏହି ଔଷଧ ୬ମାସର ଶିଶୁଠାରୁ ଆରମ୍ଭ କରି ଗର୍ଭିଣୀମାନଙ୍କ ସହ ସମସ୍ତଙ୍କୁ ଦିଆଯାଇ ପାରିବ । ଏହା ସହ ଟେଟ୍ରାସାଇକ୍ଲିନ ମଲମ ପ୍ରଭାବିତ ସ୍ଥାନରେ ଲଗାଯାଏ । ଗୋଷ୍ଠୀ ଚିକିତ୍ସାରେ ଆଜିଥ୍ରୋମାଇସିନ ଚିକିତ୍ସା ମଲମ ଅପେକ୍ଷା ଅଧିକ ଉପକାରୀ ବୋଲି କୁହାଯାଏ, କିନ୍ତୁ ଏହାର କୌଣସି ସ୍ଥିର ପ୍ରମାଣ ନାହିଁ ।<ref name=Evans2011/><br />
 
"https://or.wikipedia.org/wiki/ଟ୍ରାକୋମା"ରୁ ଅଣାଯାଇଅଛି