"ଦୂତୀବାହନ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎୨୦୧୬ ତାରିଖ: ୨୩ ସେପ୍ଟେମ୍ବର (ଶୁକ୍ରବାର)
୧୫ କ ଧାଡ଼ି:
|ends =
|date = [[ଆଶ୍ଵିନ]] [[ପକ୍ଷ|କୃଷ୍ଣ]] [[ଅଷ୍ଟମୀ]]
|date2014 =
|date{{#time:Y|last year}} = ୨୭ ସେପ୍ଟେମ୍ବର
|date2015 = ୫ ଅକ୍ଟୋବର (ସୋମବାର)
|date{{#time:Y}} = ୧୬ ସେପ୍ଟେମ୍ବର
|date2016 = ୨୩ ସେପ୍ଟେମ୍ବର (ଶୁକ୍ରବାର)<ref>{{cite web|title=Ashtami, Ashwin, Krishna Paksha,|url=http://www.drikpanchang.com/panchang/month-panchang.html?date=23/09/2016|publisher=DrikPanchang|accessdate=5 February 2015}}</ref>
|celebrations =
|observances = ଉପବାସ, [[ପୂଜା (ଉପାସନା)|ପୂଜା]]
Line ୨୨ ⟶ ୨୩:
}}
 
'''ଦୂତୀ ବାହନ ଓଷା''' ('''ଦୂତୀଆ ଓଷା''', '''ପୁଅ ଜିଉଁତିଆ ଓଷା''' ବା '''ଜୀମୂତବାହନ ଉପବାସ''' ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି ।<ref>{{cite web|last=ପ୍ରହରାଜ|first=ଗୋପାଳ ଚନ୍ଦ୍ର|title=ଦୁତୀଆ ଓଷା|url=http://dsalsrv02.uchicago.edu/cgi-bin/philologic/getobject.pl?c.25:3234.praharaj|accessdate=3 May 2014}}</ref> ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିଯତ ହୋଇଥାଏ । <ref>{{cite web |url= http://newindianexpress.com/states/odisha/article1290244.ece |title=Pua Juintia: Celebrating a special bond - The New Indian Express |first= |last= |work=newindianexpress.com |year=2012 |quote=‘Dutibahana Osha’ is observed on Ashwina Krushna Pakhya Astami (eighth day of dark fortnight of Ashwina month as per the Odia calendar) |accessdate=2 November 2012}}</ref>ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି ।<ref name="samaja">{{cite news|title=ଆଜି ବାତ୍ସଲ୍ୟ ମମତାର ଓଷା "ପୋ ଜିଉଁତିଆ"|accessdate=16 September 2014|newspaper=ସମାଜ|date=16 September 2014}}</ref> କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।
 
== କାରଣ ==