"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ସେମିଳିଗୁଡାରୁ ସେମିଳିଗୁଡ଼ାକୁ ଘୁଞ୍ଚାଇଲେ: ଠିକ ବନାନ
No edit summary
୧ କ ଧାଡ଼ି:
ସେମିଳିଗୁଡା ଓଡିଶାର କୋରପୁଟକୋରାପୁଟ ଜିଲ୍ଲାର ଏକ ବ୍ଲକ ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । ସୁନାବେଡା ଏନ୍‍ ଏ ସି ର ଏହା ଅକ ଅଂଶ ଅଟେ।
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬) ରେ କୋରାପୁଟ ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡା ରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥ୍ହତଥା ନାଲକୋ ଦାମନଯୋଡି ଏହାର ଅତି ନିଅକଟରେନିକଟରେ ଅବସ୍ଥିତ ଅଟଂତି ।