"ନବରାତ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
ଟିକେ ଆସନ୍ତା ନବରାତ୍ର ତାରିଖ
୨୩ କ ଧାଡ଼ି:
 
ନଅଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା [[କାଳୀ]] ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।
ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ଚାରିଥରପାଞ୍ଚଥର (ଶରତପୌଷ, ବସନ୍ତମାଘ, ଗୁପ୍ତଚୈତ୍ର, ଆଷାଢ଼ଶାକମ୍ବରୀଆଶ୍ଵିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତ ଋତୁରେ ପାଳିତ ହେଉଥିବା (ଆଶ୍ୱିନ [[ମାସ]] ଶୁକ୍ଳପକ୍ଷ [[ପ୍ରତିପଦ]] ତିଥିରୁ [[ନବମୀ]] ପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।
* ଶାକମ୍ବରୀପୌଷ ନବରାତ୍ର: ପୌଷ ଶୁକ୍ଳ ଅଷ୍ଟମୀ ତିଥିରୁ [[ପୌଷ ପୂର୍ଣ୍ଣିମା]] ପର୍ଯ୍ୟନ୍ତ । କେବଳ ଏହି ଗୋଟିଏ ନବରାତ୍ର ପ୍ରତିପଦରୁ ଆରମ୍ଭ ନ'ହୋଇ ଅଷ୍ଟମୀରୁ ହୋଇଥାଏ ଓ ସାଧାରଣତଃ ୯ ଦିନ ପରିବର୍ତ୍ତେ ୮ ଦିନ ପାଳନ କରାଯାଇଥାଏ । <ref>{{cite web|title=Banada Ashtami and Shakambari Navaratri|url=http://www.drikpanchang.com/navratri/shakambari/banada-ashtami-date-time.html?year=2016|publisher=DrikPanchang|accessdate=6 January 2015}}</ref>
* ଶରତ ନବରାତ୍ର: ଆଶ୍ଵିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
* ମାଘ ନବରାତ୍ର: ମାଘ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
* ବସନ୍ତ ନବରାତ୍ର: ଚୈତ୍ର ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
* ଗୁପ୍ତ ନବରାତ୍ର: ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
* ଶରତ ନବରାତ୍ର: ଆଶ୍ଵିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
* ଶାକମ୍ବରୀ ନବରାତ୍ର: ପୌଷ ଶୁକ୍ଳ ଅଷ୍ଟମୀ ତିଥିରୁ [[ପୌଷ ପୂର୍ଣ୍ଣିମା]] ପର୍ଯ୍ୟନ୍ତ । କେବଳ ଏହି ଗୋଟିଏ ନବରାତ୍ର ପ୍ରତିପଦରୁ ଆରମ୍ଭ ନ'ହୋଇ ଅଷ୍ଟମୀରୁ ହୋଇଥାଏ ଓ ସାଧାରଣତଃ ୯ ଦିନ ପରିବର୍ତ୍ତେ ୮ ଦିନ ପାଳନ କରାଯାଇଥାଏ । <ref>{{cite web|title=Banada Ashtami and Shakambari Navaratri|url=http://www.drikpanchang.com/navratri/shakambari/banada-ashtami-date-time.html?year=2016|publisher=DrikPanchang|accessdate=6 January 2015}}</ref>
 
==ଆସନ୍ତା ନବରାତ୍ର ତାରିଖ==
===୨୦୧୫===
<!-- * ମାଘ ନବରାତ୍ର/ ଗୁପ୍ତ ନବରାତ୍ର: ୨୧ ଜାନୁଆରୀ (ବୁଧବାର) - ୨୯ ଜାନୁଆରୀ (ଗୁରୁବାର) -->
* ଚୈତ୍ର ନବରାତ୍ର/ବସନ୍ତ ନବରାତ୍ର/ରାମ ନବରାତ୍ର: ୨୧ ମାର୍ଚ୍ଚ ୨୦୧୫ (ଶନିବାର) - ୨୯ ମାର୍ଚ୍ଚ (ରବିବାର)
* ଆଷାଢ଼ ନବରାତ୍ର/ଗୁପ୍ତ ନବରାତ୍ର: ୧୭ ଜୁଲାଇ (ଶୁକ୍ରବାର) - ୨୬ ଜୁଲାଇ (ରବିବାର)
* ଆଶ୍ଵିନ ନବରାତ୍ର/ଶାରଦୀୟ ନବରାତ୍ର/ମହା ନବରାତ୍ର: ୧୩ ଅକ୍ଟୋବର (ମଙ୍ଗଳବାର) - ୨୩ ଅକ୍ଟୋବର (ଶୁକ୍ରବାର)
===୨୦୧୬===
* ପୌଷ ନବରାତ୍ର/ଶାକମ୍ବରୀ ନବରାତ୍ର: ୧୭ ଜାନୁଆରୀ (ରବିବାର)- ୨୪ ଜାନୁଆରୀ (ରବିବାର)
* ମାଘ ନବରାତ୍ର/ଗୁପ୍ତ ନବରାତ୍ର: ୯ ଫେବୃଆରୀ (ମଙ୍ଗଳବାର) - ୧୭ ଫେବୃଆରୀ (ବୁଧବାର)
* ଚୈତ୍ର ନବରାତ୍ର/ବସନ୍ତ ନବରାତ୍ର/ରାମ ନବରାତ୍ର: ୮ ଅପ୍ରେଲ (ଶୁକ୍ରବାର) - ୧୬ ଅପ୍ରେଲ (ଶନିବାର)
* ଆଷାଢ଼ ନବରାତ୍ର/ଗୁପ୍ତ ନବରାତ୍ର: ୫ ଜୁଲାଇ (ମଙ୍ଗଳବାର) - ୧୪ ଜୁଲାଇ (ଗୁରୁବାର)
* ଆଶ୍ଵିନ ନବରାତ୍ର/ଶାରଦୀୟ ନବରାତ୍ର/ମହା ନବରାତ୍ର: ୨ ଅକ୍ଟୋବର (ରବିବାର) - ୧୧ ଅକ୍ଟୋବର (ମଙ୍ଗଳବାର)
<!-- ===୨୦୧୭===
* ପୌଷ ନବରାତ୍ର/ଶାକମ୍ବରୀ ନବରାତ୍ର:
* ମାଘ ନବରାତ୍ର/ଗୁପ୍ତ ନବରାତ୍ର:
* ଚୈତ୍ର ନବରାତ୍ର/ବସନ୍ତ ନବରାତ୍ର/ରାମ ନବରାତ୍ର:
* ଆଷାଢ଼ ନବରାତ୍ର/ଗୁପ୍ତ ନବରାତ୍ର:
* ଆଶ୍ଵିନ ନବରାତ୍ର/ଶାରଦୀୟ ନବରାତ୍ର/ମହା ନବରାତ୍ର:
-->
== ଦୁର୍ଗା ==
{{main|ଦୁର୍ଗା}}
Line ୪୭ ⟶ ୬୭:
'''କାତ୍ୟାୟନୀ''': ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା
 
'''କାଳରାତ୍ରୀ''': ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେସ୍ଵରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ୍ଗଖଡ଼୍‌ଗ ଧାରଣ କରିଥାନ୍ତି ।
 
'''ମହାଗୌରୀ''': ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ଵେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି ।
Line ୬୬ ⟶ ୮୬:
* [[ଦୁର୍ଗା ପୂଜା]]
* [[ଓଡ଼ିଶାର ଦଶହରା]]
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ନବରାତ୍ରୀ"ରୁ ଅଣାଯାଇଅଛି