"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି, ଆଧାର
୨୯ କ ଧାଡ଼ି:
}}
 
'''ସାରଙ୍ଗଧର ଦାସ''' ଓଡିଶାର[[ଓଡ଼ିଶା]]ର ଜଣେ ବିଶିଷ୍ଟ ସମାଜବାଦୀ ନେତା ଥିଲେ । <ref name=telegraph>{{cite news|last=Nayak|first=Jatin Kumar|title=Orissa Whispers|url=http://www.telegraphindia.com/1110307/jsp/orissa/story_13677117.jsp|accessdate=28 January 2015|newspaper=The Telegraph|date=March 7, 2011}}</ref>ଅନୁନ୍ନତ ଗଡଜାତଗଡ଼ଜାତ ଅଂଚଳରଅଞ୍ଚଳର ଉନ୍ନତି ନିମଂତେନିମନ୍ତେ ସେ ସ୍ୱପ୍ନ ଦେଖିଥିଲେ । ଗଡଜାତଗଡ଼ଜାତ ଅଂଚଳରେଅଞ୍ଚଳରେ ତାଂକରତାଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ତାଂକୁତାଙ୍କୁ ଗଡଜାତଗଡ଼ଜାତ ଗାନ୍ଧୀ ରୂପରେ ଅଭିହିତ କରାଯାଉଥିଲା । ସେ ମଧ୍ୟ ଥିଲେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର । ହୁଏତ ସେ ହେଉଛ୍ଂତିହେଉଛନ୍ତି ପ୍ରଥମ ଓଡିଆଓଡ଼ିଆ ଯେ କି ଜଣେ ଛାତ୍ର ଭାବରେ [[ଆମେରିକା]] ମାଟିରେ ପାଦ ଦେଇଥିଲେ ।
 
==ପ୍ରାଥମିକ ଜୀବନ==
ଜନ୍ମ, ବାଲ୍ୟ କାଳ ଓ କଲେଜ ପଢା
ସାରଂଗଧର ଢେଂକାନାଳ[[ଢେଙ୍କାନାଳ]] ସହର ନିକଟବର୍ତ୍ତୀ ହରେକ୍ରୃଷ୍ନପୁରହରେକୃଷ୍ଣପୁର ଗ୍ରାମରେ [[୧୮୮୬]] ମସିହା [[ଅକ୍ଟୋବର]] ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକରତାଙ୍କର ପିତାଂକରପିତାଙ୍କର ନାମ ଥିଲା ହରେକୃଷ୍ନହରେକୃଷ୍ଣ ଦାସ ତଥା ମାତାଂକମାତାଙ୍କ ନାମ ଥିଲା ମାଣିକ ଦେବୀ । ପିତା ମାତାଂକରମାତାଙ୍କର ସେ ଥିଲେ ପଂଚମପଞ୍ଚମ ତଥା କନିଷ୍ଠ ସଂତାନସନ୍ତାନ । ଏଗାର ବର୍ଷ ବୟସରେ ସେ ପିତାଂକୁପିତାଙ୍କୁ ହରାଇ ଥିଲେ । କେହି ମୁରବୀ ଦେଖାଶୁଣା କରିବାକୁ ନଥିବାରୁ ସେ କୁସଂଗରେକୁସଙ୍ଗରେ ପଡିଥିଲେ ମାତ୍ର ପରେ ଅନୁତାପ କରି ମାଂକମାଆଙ୍କ ଉପଦେଶ ଅନୁସାରେ ଚଳିଲେ ଓ ୧୯୦୫ ମସିହାରେ [[କଲିକତା ବିଶ୍ୱବିଦ୍ୟାଳୟରୁବିଶ୍ୱବିଦ୍ୟାଳୟ]]ରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାଂସ୍‍ (ମାଟ୍ରିକୁଲେସନ୍) ପାସ କଲେ । ତାପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇଲେ ଏବଂ ସେଠାରେ ତାଂକତାଙ୍କ ସହ ରହୁଥିଲେ ନୀଳକଣ୍ଠ ଦାସ (ପରେ ପଣ୍ଡିତ ନୀଳକଣ୍ଠ ଦାସ) । ତାଂକରିତାଙ୍କରି ଜରିଆରେ ସାରଙ୍ଗଧର ପଣ୍ଡିତ ଗୋପବଂଧୁ[[ଗୋପବନ୍ଧୁ ଦାସ]], [[ଆଚାର୍ଯ୍ୟ ହରିହର]] ପ୍ରଭୃତିଂକପ୍ରଭୃତିଙ୍କ ସହ ଘନିଷ୍ଠ ହୋଇଥିଲେ ଓ ସ୍ୱଦେଶ ଆଂଦୋଳନଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ ।
 
[[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ପାଠ ପଢୁଥିବା ସମୟରେ ତାଙ୍କର ଭେଟ ହୋଇଥିଲା 'ଭାରତ ସେବକ ସମାଜ ସଂଘ'ର ସଭ୍ୟ ସି.ଭି ବୈଦ୍ୟଙ୍କ ସହିତ । ଏ ସମ୍ପର୍କରେ ସେ ନିଜ ଡାଏରୀ ରେ ଲେଖିଛନ୍ତି ,"ଏହି ବୈଦ୍ୟ ମହାଶୟଙ୍କ ସଙ୍ଗେ ବ୍ୟକ୍ତିଗତ ଭାବେ ଦେଖା ଏବଂ କଥାବାର୍ତ୍ତା ସେଦିନ ମୋ ଜୀବନଧାରାରେ ଗୋଟିଏ ପରିବର୍ତ୍ତନ ଆଣିଲା । [[ଢେଙ୍କାନାଳ|ଢେଙ୍କାନାଳରେ]] ପଢୁଥିବାବେଳେ ସରକାରୀ ଚାକିରୀକୁ ଲକ୍ଷ୍ୟ ରଖି ମୁଁ ପାଠ ପଢୁଥିଲି । ତାହା ସେହିଦିନ ଲୋପପାଇଗଲାଲୋପ ପାଇଗଲା । ମୁଁ ଅନ୍ଧାଣିଆ ଭାବରେ ଭାବିଲି ଯେ ,ଉଚ୍ଚଶିକ୍ଷାପ୍ରାପ୍ତ ଯୁବକ ସକାଶେ ସରକାରୀ ଚାକିରି ବାହାରେ ମଧ୍ୟ ଅନେକ କାମ ରହିଛି । ତାହା ହୁଏତ ଚାକିରି ଅପେକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ । ମନୁଷ୍ୟ ଜୀବନରେ ଏହିପରି ଗୋଟିଏ ଗୋଟିଏ ଘାଟି ସମୟ ଆସିଥାଏ । ପରବର୍ତ୍ତୀ ସମୟରେ ଜୀବନ ଧାରାରେ ଯେଉଁ ପରିବର୍ତ୍ତନ ଘଟେ , ତାହା ଉଚ୍ଚରୁ ଉଚ୍ଚତର କରେ ।"
ସାରଂଗଧର ଢେଂକାନାଳ ସହର ନିକଟବର୍ତ୍ତୀ ହରେକ୍ରୃଷ୍ନପୁର ଗ୍ରାମରେ ୧୮୮୬ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକର ପିତାଂକର ନାମ ଥିଲା ହରେକୃଷ୍ନ ଦାସ ତଥା ମାତାଂକ ନାମ ଥିଲା ମାଣିକ ଦେବୀ । ପିତା ମାତାଂକର ସେ ଥିଲେ ପଂଚମ ତଥା କନିଷ୍ଠ ସଂତାନ । ଏଗାର ବର୍ଷ ବୟସରେ ସେ ପିତାଂକୁ ହରାଇ ଥିଲେ । କେହି ମୁରବୀ ଦେଖାଶୁଣା କରିବାକୁ ନଥିବାରୁ ସେ କୁସଂଗରେ ପଡିଥିଲେ ମାତ୍ର ପରେ ଅନୁତାପ କରି ମାଂକ ଉପଦେଶ ଅନୁସାରେ ଚଳିଲେ ଓ ୧୯୦୫ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାଂସ୍‍ (ମାଟ୍ରିକୁଲେସନ୍) ପାସ କଲେ । ତାପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇଲେ ଏବଂ ସେଠାରେ ତାଂକ ସହ ରହୁଥିଲେ ନୀଳକଣ୍ଠ ଦାସ (ପରେ ପଣ୍ଡିତ ନୀଳକଣ୍ଠ ଦାସ) । ତାଂକରି ଜରିଆରେ ସାରଙ୍ଗଧର ପଣ୍ଡିତ ଗୋପବଂଧୁ ଦାସ, ଆଚାର୍ଯ୍ୟ ହରିହର ପ୍ରଭୃତିଂକ ସହ ଘନିଷ୍ଠ ହୋଇଥିଲେ ଓ ସ୍ୱଦେଶ ଆଂଦୋଳନ ପ୍ରତି ଆକର୍ଷିତ ହୋଇଥିଲେ ।
 
==ସମାଜ ସେବା==
[[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ପାଠ ପଢୁଥିବା ସମୟରେ ତାଙ୍କର ଭେଟ ହୋଇଥିଲା 'ଭାରତ ସେବକ ସମାଜ ସଂଘ'ର ସଭ୍ୟ ସି.ଭି ବୈଦ୍ୟଙ୍କ ସହିତ । ଏ ସମ୍ପର୍କରେ ସେ ନିଜ ଡାଏରୀ ରେ ଲେଖିଛନ୍ତି ,"ଏହି ବୈଦ୍ୟ ମହାଶୟଙ୍କ ସଙ୍ଗେ ବ୍ୟକ୍ତିଗତ ଭାବେ ଦେଖା ଏବଂ କଥାବାର୍ତ୍ତା ସେଦିନ ମୋ ଜୀବନଧାରାରେ ଗୋଟିଏ ପରିବର୍ତ୍ତନ ଆଣିଲା । [[ଢେଙ୍କାନାଳ|ଢେଙ୍କାନାଳରେ]] ପଢୁଥିବାବେଳେ ସରକାରୀ ଚାକିରୀକୁ ଲକ୍ଷ୍ୟ ରଖି ମୁଁ ପାଠ ପଢୁଥିଲି । ତାହା ସେହିଦିନ ଲୋପପାଇଗଲା । ମୁଁ ଅନ୍ଧାଣିଆ ଭାବରେ ଭାବିଲି ଯେ ,ଉଚ୍ଚଶିକ୍ଷାପ୍ରାପ୍ତ ଯୁବକ ସକାଶେ ସରକାରୀ ଚାକିରି ବାହାରେ ମଧ୍ୟ ଅନେକ କାମ ରହିଛି । ତାହା ହୁଏତ ଚାକିରି ଅପେକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ । ମନୁଷ୍ୟ ଜୀବନରେ ଏହିପରି ଗୋଟିଏ ଗୋଟିଏ ଘାଟି ସମୟ ଆସିଥାଏ । ପରବର୍ତ୍ତୀ ସମୟରେ ଜୀବନ ଧାରାରେ ଯେଉଁ ପରିବର୍ତ୍ତନ ଘଟେ , ତାହା ଉଚ୍ଚରୁ ଉଚ୍ଚତର କରେ ।"
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ [[ଓଡ଼ିଶା]] ସହିତ [[ଷଢ଼େଇଖଳା-ଖରସୁଆଁ ଜିଲ୍ଲା|ଷଢ଼େଇଖଳା-ଖରସୁଆଁ]] ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ଵର ଝଙ୍କୃତ ହୋଇଥିଲା । ସାରଙ୍ଗଧର ଦାସ ଲୋକସଭାରେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ମିଶ୍ରଣ ସପକ୍ଷରେ ଏକ ତଥ୍ୟ ସମ୍ବଳିତ ଆବେଗମୟ ଭାଷଣ ଦେଇ କେନ୍ଦ୍ର ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ ।
 
୧୯୫୭ ମସିହା ଲୋକସଭା ନିର୍ବାଚନରେ ସାରଂଗଧରସାରଙ୍ଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ୍ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । <ref name=ucb-echoes>{{cite web|title=Echoes of Freedom: South Asian Pioneers in California, 1899-1965|url=http://www.lib.berkeley.edu/SSEAL/echoes/chapter6/chapter6.html|publisher=The Library, University of California, Berkeley|accessdate=28 January 2015}}</ref> ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ଵ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟ।ମିଥ୍ୟା ଆଶ୍ଵାସନା ନ ଥିଲା, ଏପରିକି ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ -:-ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।
ବିଦେଶ ଯାତ୍ରା
 
ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ୍ସୋସାଲିଷ୍ଟ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ଵାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି । ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା ,ଭିନ୍ନ ଭିନ୍ନ ମୋଡ ।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମଂତେ ସ୍ୱପ୍ନ ଦେଖୁଥିବା ସାରଂଗଧର ବିଦେଶରେ ଶିଳ୍ପ ନିମଂତେ ତାଲିମ ନେବାକୁ ଆଗ୍ରହୀ ଥିଲେ
 
୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ [[ଓଡ଼ିଶା]] ସହିତ [[ଷଢ଼େଇଖଳା-ଖରସୁଆଁ ଜିଲ୍ଲା|ଷଢ଼େଇଖଳା-ଖରସୁଆଁ]] ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ଵର ଝଙ୍କୃତ ହୋଇଥିଲା । ସାରଙ୍ଗଧର ଦାସ ଲୋକସଭାରେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ମିଶ୍ରଣ ସପକ୍ଷରେ ଏକ ତଥ୍ୟ ସମ୍ବଳିତ ଆବେଗମୟ ଭାଷଣ ଦେଇ କେନ୍ଦ୍ର ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ ।
 
୧୯୫୭ ମସିହା ଲୋକସଭା ନିର୍ବାଚନରେ ସାରଂଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ୍ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ଵ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟ। ଆଶ୍ଵାସନା ନ ଥିଲା, ଏପରିକି ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ --ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।
 
ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ୍ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ଵାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି ।
 
ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା ,ଭିନ୍ନ ଭିନ୍ନ ମୋଡ ।
 
==ଆଧାର==
{{ଆଧାର}}
{{ଅଧାଗଢା}}
 
[[ଶ୍ରେଣୀ:୧୮୮୭ ଜନ୍ମ]]
[[ଶ୍ରେଣୀ:୧୯୫୭ ମୃତ୍ୟୁ]]