"ସୁଲକ୍ଷଣା ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ନାମ
୧ କ ଧାଡ଼ି:
{{ଛୋଟ|Sulakshana Devi}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = ସୁଲକ୍ଷଣା ଦେବୀ
Line ୨୪ ⟶ ୨୫:
| portaldisp =
}}
ସୁଲକ୍ଷଣା ଦେବୀ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି୤ନାରୀକବି ।<ref>{{cite web |url= http://www.orissaspider.com/resources/3255-First-women-first-person-Orissa.aspx |title=First Women and First Person of Orissa |first= Naresh|last= Kumar|work=orissaspider.com |year=2012 |quote=First women poet of Orissa: Sulakshana Devi |accessdate=25 September 2012}}</ref>
ତତ୍କାଳୀନ ସାରସ୍ଵତ ମହଲରେ ସେ ‘ଜନନୀ ସୁଲକ୍ଷଣା’ ନାମରେ ପରିଚିତ ଥିଲେ୤ଥିଲେ । ୧୮୨୯ ଖ୍ରୀଷ୍ଟାବ୍ଦରେ ସୁଲକ୍ଷଣା ତିଗିରିଆ ରାଜ୍ୟର ଦେବାନ ଦାଶରଥି ବେବର୍ତ୍ତାଙ୍କ କନ୍ୟାଭାବେ ଜନ୍ମଗ୍ରହଣ କରିଥିଲେ୤କରିଥିଲେ ।<ref name="Mohanty2005">{{cite book|author=Sachidanandan Mohanty|title=Early Women's Writings in Orissa, 1898-1950: A Lost Tradition|url=http://books.google.com/books?id=WAicQsB1jkgC&pg=PA16|quote=Sulakshana Devi of Tigiria (born in 1829) composed a collection of poems entitled, Parijatamala|accessdate=25 September 2012|date=6 January 2005|publisher=SAGE Publications|isbn=978-0-7619-3308-3|pages=16–}}</ref>
ସେ ଢେଙ୍କାନାଳ ଗଡ଼ର ରାଜମନ୍ତ୍ରୀ ସାମନ୍ତ ଦାଶରଥି ପଟ୍ଟନାୟକଙ୍କ ପୁତ୍ର ନିତ୍ୟାନନ୍ଦଙ୍କୁ ବିବାହ କରିଥିଲେ୤କରିଥିଲେ । ୧୮୮୧ ମସିହାରେ ତାଙ୍କ ସ୍ଵାମୀ ନିତ୍ୟାନନ୍ଦଙ୍କ ମୃତ୍ୟୁପରେ ଜ୍ୟେଷ୍ଠପୁତ୍ର ଜଗନ୍ନାଥ ଢେଙ୍କାନାଳର ରାଜମନ୍ତ୍ରୀ ପଦବୀରେ ଓ କନିଷ୍ଠ ପୁତ୍ର ଦାମୋଦର ଅନ୍ୟ ଗଡ଼ଜାତ ରାଜ୍ୟର ଦେବାନ ପଦବୀରେ ନିଯୁକ୍ତ ହୋଇଥିଲେ୤ହୋଇଥିଲେ । ଏହାପରେ ସେ ସାଂସାରିକ ଜଞ୍ଜାଳରୁ ମୁକ୍ତ ହୋଇ ହବିଷ୍ୟବ୍ରତରେ ବ୍ରତୀ ହୋଇଥିଲେ୤ହୋଇଥିଲେ ।
ତାଙ୍କ ପୂର୍ବରୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମାଧବୀ ଦାସୀ, ବୃନ୍ଦାବତୀ ଦାସୀ ଓ ନିଃଶଙ୍କ ରାଣୀ ପ୍ରମୁଖ କେତେଜଣ ନାରୀକବି ପ୍ରାଚୀନ ରୀତିରେ ଭଜନ ଜଣାଣ ଲେଖିଥିଲେ୤ଲେଖିଥିଲେ ।
ସୁଲକ୍ଷଣା ଖଡ଼ିକାକୁ ଅଳତାରେ ବୁଡ଼ାଇ କାନ୍ଥରେ କବିତା ଲେଖୁଥିଲେ୤ଲେଖୁଥିଲେ । ପରେ ତାଙ୍କ କନିଷ୍ଠ ପୁତ୍ର ଦାମୋଦର ସେଗୁଡ଼ିକୁ କାଗହରେକାଗଜରେ ଉତାରି ନେଇ ପ୍ରକାଶ କରୁଥିଲେ
ପ୍ରଥମେ ସେ କେତେଗୋଟି ଜଣାନଜଣାଣ ଓ ଢେଙ୍କାନାଳର ରାଜା ଦୀନବନ୍ଧୁଙ୍କ ଅକାଳ ବିୟୋଗରେ ‘କ’ ଠାରୁ ‘କ୍ଷ’ ଅନୁପ୍ରାସରେ କରୁଣ ରସରେ ‘ଦୀନବନ୍ଧୁ କୋଇଲି’ ରଚନା କରିଥିଲେ୤କରିଥିଲେ । ଏହା ୧୮୮୯ରେ କବି ଦାମୋଦରଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା୤ହୋଇଥିଲା । ଏହା ପରେ ସେ ଶ୍ରୀମନ୍ଦିରରେ ବାରମାସରେ ଅନୁଷ୍ଠିତ ପର୍ବପର୍ବାଣି, ଷଡ଼ଋତୁ ବର୍ଣ୍ଣନା ମାଧ୍ୟମରେ ଅଭିନବ ଶୈଳୀରେ ‘ପାରିଜାତମାଳା’ ନାମରେ କାବ୍ୟଗ୍ରନ୍ଥରେ ପରିବେଷଣ କରିଥିଲେ୤କରିଥିଲେ । ଏହା ୧୮୯୬ ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ଵାରା ପ୍ରକାଶିତ ହୋଇଥିଲା୤ହୋଇଥିଲା ।
 
== ଆଧାର ==