"ରାୟଗଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି, ଅଧିକ ଶିରୋନାମ ହଟାଗଲା
୬୭ କ ଧାଡ଼ି:
୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା [[କୋରାପୁଟ ଜିଲ୍ଲା]]ର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଇତିହାସ ଏବଂ କିମ୍ବଦନ୍ତୀ ପରସ୍ପରକୁ କୋଳାଗ୍ରତ କରିଅଛନ୍ତି, ସେହି ସବୁ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡା ଅନ୍ୟତମ । ଏଠାକାର ସବୁଜ ବନାନୀ, ସହରକୁ ଛୁଇଁ ବହିଯାଇଥିବା ନାଗାବଳୀ ନଦୀର ଦୃଶ୍ୟ ଭାରି ମନଲୋଭା । ସହରଠାରୁ ମାତ୍ର ୧୦ କି:ମି: ଦୂରରେ ଥିବ ଜେ:କେ: କାଗଜକଳ ଏବଂ ଥେରୁବାଲିର ଫେରୋକ୍ରୋମ କାରଖନା ସହରକୁ ସର୍ବଦା ଚଳଚଞ୍ଚଳ କରିଥାଏ । ଇତିହାସକାର କହନ୍ତି, ସମୁଦ୍ରଗୁପ୍ତ ଏହି ସହରକୁ ଅକ୍ତିଆର କରିବାପାଇଁ ଯୁଦ୍ଧ କରିଥିଲେ । ଅଦ୍ୟାପି ଏହାର ପ୍ରମାଣ ସହରଠାରୁ ତିରିଶ ମିନିଟ୍‌ ଦୂରର ଚମ୍ପିକୋଟା ନାମକ ଗାଆଁରେ ବିଦ୍ୟମାନ ।
== ଭୂଗୋଳ ==
[[ଓଡ଼ିଶା]]ର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାର ଆୟତନ ୭,୫୮୪ ବର୍ଗ କିମି ।
=== ଅବସ୍ଥିତି ===
<!--latd:ରୁ ଓ longd: ରୁ -->
୭୩ କ ଧାଡ଼ି:
* ପଶ୍ଚିମରେ: [[କଳାହାଣ୍ଡି ଜିଲ୍ଲା]]
* ଉତ୍ତରରେ : [[କନ୍ଧମାଳ ଜିଲ୍ଲା]]
* ଦକ୍ଷିଣରେ: [[କୋରାପୁଟ ଜିଲ୍ଲା]] ଓ [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର ପ୍ରଦେଶ ରାଜ୍ୟ]] ଅଛି । ବଂଶଧାରା ଓ ନାଗାବଳି ନଦୀ ଦୁଇଟି ପ୍ରମୁଖ ନଦୀ ।
 
=== ମୁଖ୍ୟ ନଦୀ ===
* ବଂଶଧାରା
* ନାଗାବଳି
 
=== ଖଣିଜ ସମ୍ପଦ ===
ରାୟଗଡ଼ା ଜିଲ୍ଲା ବକ୍ସାଇଟ ରେ ଭରପୁର ଅଟେ । ବର୍ତମାନ୍ ଏହି ଜିଲ୍ଲାରେ ଉତ୍କଳ ଅଲୁମିନା, ଏଲ୍ & ଟି ଭଳି କମ୍ପାନି ଅବସ୍ଥାପିତ ।
 
=== ଜନସଂଖ୍ୟା ===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ରାୟଗଡ଼ା ଜିଲ୍ଲାର ଲୋକସଂଖ୍ୟା ୯,୬୧,୯୫୯ |
Line ୯୦ ⟶ ୮୪:
** ପୁରୁଷ: ୬୨.୬୧%
** ମହିଳା: ୩୯.୮୭%
 
== ପ୍ରଶାସନିକ ବିଭାଗ ==
* ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ରାୟଗଡ଼ା ଓ ୨. ଗୁଣୁପୁର |
Line ୧୦୨ ⟶ ୯୫:
=== ଲୋକସଭା ନିର୍ବାଚନ ମଣ୍ଡଳୀ ===
* [[କୋରାପୁଟ (ଲୋକସଭା ନିର୍ବାଚନ ମଣ୍ଡଳୀ)|କୋରାପୁଟ]]
=== ବିଧାନସଭା ନିର୍ବାଚନ ମଣ୍ଡଳୀ ===
{{main|ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା}}
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:
# [[ଗୁଣୁପୁର (ବିଧାନସଭା ନିର୍ବାଚନମଣ୍ଡଳୀ)|ଗୁଣୁପୁର]]
# [[ବିଷମ କଟକ (ବିଧାନସଭା ନିର୍ବାଚନମଣ୍ଡଳୀ)|ବିଷମ କଟକ]]
# [[ରାୟଗଡ଼ା (ବିଧାନସଭା ନିର୍ବାଚନମଣ୍ଡଳୀ)|ରାୟଗଡ଼ା]]
 
== ଦର୍ଶନୀୟ ସ୍ଥାନ ==
ରାୟଗଡ଼ା ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି। ସେମାନଙ୍କ ମଧ୍ୟରେ [[ମଝିଘରିଆଣୀ ମନ୍ଦିର]], [[ହାତୀପଥର, ରାୟଗଡ଼ା|ହାତୀପଥର]], [[ପାଇକପଡ଼ା, ରାୟଗଡ଼ା|ପାଇକପଡ଼ା]], [[ଥେରୁବାଲି]] [[ଚାଟିକଣା]], [[ବିଷମ କଟକ]] ,[[ମୀନଝୋଲା, ଗୁଡ଼ାରୀ|ମୀନଝୋଲା]] , ଦେବଗୀରି,[[ଝୁଲନ୍ତା ପୋଲ, ରାୟଗଡ଼ା|ଝୁଲନ୍ତାପୋଲ]] ଅନ୍ୟତମ।
* [[ମଝିଘରିଆଣୀ ମନ୍ଦିର]]
* [[ହାତୀପଥର, ରାୟଗଡ଼ା|ହାତୀପଥର]]
* ଲକ୍ଷ୍ମୀନାରାୟଣ, ଥେରୁବାଲି
* [[ପାଇକପଡ଼ା, ରାୟଗଡ଼ା|ପାଇକପଡ଼ା]], [[ଥେରୁବାଲି]]
* [[ଚାଟିକଣା]], [[ବିଷମ କଟକ]]
* [[ମୀନଝୋଲା, ଗୁଡ଼ାରୀ]]
* ଦେବଗୀରି
* [[ଝୁଲନ୍ତା ପୋଲ, ରାୟଗଡ଼ା]]
 
== ଆଧାର ==
{{ଆଧାର}}