"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫଟୋ
→‎ବୃତ୍ତି: ଫଟୋ ଗ୍ୟାଲେରିରେ ରଖିହେବ, ଏଠାରେ ଫଟୋ ଆବଶ୍ୟକ ନାହିଁ
୨୪ କ ଧାଡ଼ି:
 
== ବୃତ୍ତି ==
ପପୁ ଜଣେ ତାଲିମ୍ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ [[ଭୁବନେଶ୍ଵର]] ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ ଟି ଆଲବମ ଗୀତ ରେ ନିଜର ସ୍ଵର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ । ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ୍ '''ରେଡିଓ ଚକୋଲେଟ୍ ୧୦୪''' ରେ '''ପପୁ ପମ୍ ପମ୍''' ନାମରେ ଉପସ୍ତାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା ଓ ତାପରଠାରୁ ସେ ଆଉ ପଛକୁ ବୁଲି ଚାହିନାହାନ୍ତି । ୨୦୦୯ ମସିହାରେ [[ତରଙ୍ଗ ଟିଭି]] ସହିତ କମେଡି ଧାରାବାହିକ ରେ ଅଭିନୟ କରିବାପାଇନ୍ ସେ ଚୁକ୍ତି କରିଥିଲେ । ଏହାପରଠାରୁ ସେ [[ତରଙ୍ଗ ଟିଭି]] ଓ [[ତରଙ୍ଗ ମ୍ୟୁଜିକ]]ର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ '''ତୋ ଆଖିରେ ମୁ''', [[ସଞ୍ଜୁ ଆଉ ସଞ୍ଜନା]], ''' ଦିୱାନା''', '''ବାଳୁଙ୍ଗାଟୋକା''' ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି । [[ତରଙ୍ଗ ଟିଭି]] ଦ୍ଵାରା ଆୟୋଜିତ '''ତରଙ୍ଗ ସିନେ ଆୱାର୍ଡସ୍''' ରେ ମଧ୍ୟ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।
{|
|[[ଫାଇଲ:Papu pom pom2.jpg|thumb|ପପୁ ପମ ପମ]]
|[[ଫାଇଲ:Papu pom pom.jpg|thumb|ପପୁ ପମ ପମ]]
|}
 
== ଆଧାର ==
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି