"ସୁରେନ୍ଦ୍ରନାଥ ଦ୍ୱିବେଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ସୁରେନ୍ଦ୍ର ନାଥ ଦ୍ଵିବେଦୀରୁ ସୁରେନ୍ଦ୍ରନାଥ ଦ୍ଵିବେଦୀକୁ ଘୁଞ୍ଚାଇଲେ: ବିକଳ୍ପ ବନାନ (ଅଧି...
ଟିକେ + ତଥ୍ୟ, ଆଧାର
୫ କ ଧାଡ଼ି:
|image =
|office = ରାଜ୍ୟପାଳ, ଅରୁଣାଚଳ ପ୍ରଦେଶ
|term_start = ୨୬ ମାର୍ଚ୍ଚ ୧୯୯୧
| term_end = ୪ ଜୁଲାଇ ୧୯୯୩
|predecessor =
|successor =
୨୩ କ ଧାଡ଼ି:
| birth_place = ଖଣ୍ଡାସାହି, [[କଟକ ଜିଲ୍ଲା]], ଓଡ଼ିଶା
| death_date = {{Death date and age|df=y|2001|09|01|1913|02|11}}
| birth_placedeath_place = [[ରାଉରକେଲା]], [[ସୁନ୍ଦରଗଡ଼ ଜିଲ୍ଲା]]
| party = [[ପ୍ରଜା ସୋସିଆଲିଷ୍ଟ ପାର୍ଟି]]
|otherparty = [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]], କଂଗ୍ରେସ ସୋସିଆଲିଷ୍ଟ ପାର୍ଟି
|spouse = ଗାୟତ୍ରୀ ଦ୍ଵିବେଦୀ
|children =
|alma_mater = [[ରେଭେନ୍‌ସା କଲିଜିଏଟ ସ୍କୁଲ]]<br />
|religion =
|website = [http://www.sndwivedy.org/about.html Official Website]
୩୬ କ ଧାଡ଼ି:
'''ସୁରେନ୍ଦ୍ରନାଥ ଦ୍ୱିବେଦୀ''' ଜଣେ ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ ଥିଲେ । ସେ ୧୯୧୩ ମସିହା ଫେବୃଆରୀ ୧୧ତାରିଖରେ<ref>{{cite web|title=TODAY IN INDIAN HISTORY: Events for February 11|url=http://www.indianage.com/0211.html|publisher=IndianAge|accessdate=13 December 2014}}</ref> ଅବିଭକ୍ତ କଟକ ଜିଲ୍ଲାର ଖଣ୍ଡାସାହିରେ ଜନ୍ମଗ୍ରହଣ କରିଥିଲେ । ୧୯୩୦ରେ ପାଠପଢ଼ା ଛାଡ଼ି ସେ ଅସହଯୋଗ ଅାନ୍ଦୋଳନରେ ଯୋଗ ଦେଇଥିଲେ । ଭାରତ ଛାଡ଼ ଆନ୍ଦୋଳନ ତଥା ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ସେ ମୋଟ ସାତବର୍ଷ କାରାବାସ ଦଣ୍ଡ ପାଇଥିଲେ ।<ref>{{cite web|title=LOK SABHA _ SYNOPSIS OF DEBATES|url=http://parliamentofindia.nic.in/lsdeb/ls13/ses8/191101.html|publisher=LOK SABHA SECRETARIAT|accessdate=13 December 2014}}</ref>
 
୧୯୪୬ରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ହୋଇଥିଲେ । ୧୯୫୦ରେ ପତ୍ନୀଙ୍କ ବିୟୋଗ ପରେ ନିଜକୁ ରାଜନୀତି ଓ ସମାଜସେବାରେ ସମ୍ପୂର୍ଣ ସମର୍ପି ଦେଇଥିିଲେ ସୁରେନ୍ଦ୍ରନାଥ<ref name=ରାଜଭବନ>{{cite web|last=ପଣ୍ଡା|first=ଶୁଭ୍ରାଂଶୁ|title=ରାଜଭବନରେ ଓଡ଼ିଆ|url=http://sambadepaper.com/epaperpdf%5C11122014%5C11-md-bm-8.pdf|publisher=ସମ୍ବାଦ|accessdate=13 December 2014}}</ref>
୧୯୫୨ରେ [[ଓଡ଼ିଶାର ରାଜ୍ୟସଭା ସଭ୍ୟ ମାନଙ୍କର ତାଲିକା|ରାଜ୍ୟ ସଭା ସଦସ୍ୟ]] ହୋଇଥିଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଲଗାତାର ତିନିଥର [[କେନ୍ଦ୍ରାପଡ଼ା (ଲୋକସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା]]ରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{cite web|title=Kendrapara Election Results 2014|url=http://www.elections.in/orissa/parliamentary-constituencies/kendrapara.html|publisher=Elections.in|accessdate=13 December 2014}}</ref>
୧୯୬୨ରୁ ୭୦ ପର୍ଯ୍ୟନ୍ତ ସେ ପ୍ରଜା ସୋସାଲିଷ୍ଟ ପାର୍ଟିର ସଂସଦୀୟ ଦଳ ନେତା ଥିଲେ ।<ref>{{cite web|title=4th Lok Sabha Members Bioprofile|url=http://164.100.47.132/LssNew/biodata_1_12/1167.htm|accessdate=13 December 2014}}</ref>
୧୯୯୧ ମସିହାରୁ ୧୯୯୩ ପର୍ଯ୍ୟନ୍ତ ସେ [[ଅରୁଣାଚଳ ପ୍ରଦେଶ]]ର ରାଜ୍ୟପାଳ ହୋଇଥିଲେ ।<ref name=ରାଜଭବନ>{{cite web|last=ପଣ୍ଡା|first=ଶୁଭ୍ରାଂଶୁ|title=ରାଜଭବନରେARUNANACHAL PRADESH LEGISLATIVE ଓଡ଼ିଆASSEMBLY|url=http://sambadepaperlegislativebodiesinindia.comnic.in/STATISTICAL/epaperpdf%5C11122014%5C11-md-bm-8arunachal.pdfhtm|publisher=ସମ୍ବାଦGovt. of ArP|accessdate=13 December 2014}}</ref>
୨୦୦୧ ଅକ୍ଟୋବର ୧ ତାରିଖ ଦିନ ରାଉରକେଲାରେ ତାଙ୍କର ମୃତ୍ୟୁ ହୋଇଥିଲା ।
==ରଚନାବଳୀ==