"ଜାନକୀ ବଲ୍ଲଭ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ wikidify using AWB |
ଟିକେ ±ଶ୍ରେଣୀ:ରାଜନୀତି→ଶ୍ରେଣୀ:ଜୀବିତ ବ୍ୟକ୍ତି; ±ଶ୍ରେଣୀ:ଭାରତୀୟ ନେତା→ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ using [[Help:G... |
||
୬ କ ଧାଡ଼ି:
|office = ରାଜ୍ୟପାଳ, ଆସାମ
|term_start = ୧୧ ଡିସେମ୍ବର ୨୦୦୯
| term_end = ୧୦ ଡିସେମ୍ବର ୨୦୧୪
|predecessor = ସୟଦ ସିବତେ ରାଜି
| successor = ପଦ୍ମନାଭ ଆଚାର୍ଯ୍ୟ
|office1 = ପୂର୍ବତନ ମୁଖ୍ୟମନ୍ତ୍ରୀ, [[ଓଡ଼ିଶା]]
| term_start1 = ୯ ଜୁନ ୧୯୮୦
Line ୨୮ ⟶ ୩୦:
}}
'''ଜାନକୀ ବଲ୍ଲଭ ପଟ୍ଟନାୟକ''' (ଜନ୍ମ: ୩ ଜାନୁଆରୀ ୧୯୨୭) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ୱାଦିକ ଓ ସାରସ୍ୱତ ସ୍ରଷ୍ଟା । ସେ ଓଡ଼ିଶାର [[
ଜାନକୀ ବଲ୍ଲଭ ପଟ୍ଟନାୟକ [[ପୁରୀ ଜିଲ୍ଲା
୧୯୪୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ଏହାପରେ ସେ 'ଇଷ୍ଟର୍ଣ୍ଣ ଟାଇମ୍ସ' ଖବରକାଗଜରୁ ସାମ୍ୱାଦିକ ଭାବେ ନିଜର କର୍ମମୟ ଜୀବନ ଅାରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ । ଏହା ସହ ସେ ଓଡ଼ିଅା ଦୈନିକ '[[ପ୍ରଜାତନ୍ତ୍ର]]'ର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହି ଅାସିଥିଲେ । ୧୯୬୭ ଜୁଲାଇରେ ସେ "ପୌରୁଷ' ପତ୍ରିକା ପ୍ରତିଷ୍ଠା ଓ ସଂପାଦନା କରିଥିଲେ ।
▲ଜାନକୀ ବଲ୍ଲଭ ପଟ୍ଟନାୟକ [[ପୁରୀ ଜିଲ୍ଲା|ପୁରୀ ଜିଲ୍ଲାର]] ରାମେଶ୍ଵରଠାରେ ଜନ୍ମ ନେଇଥିଲେ ।<ref>{{cite web |url= http://www.odishafiles.com/2012/11/shri-janaki-ballav-patnaik.html |title=Odisha Files: Jobs | Education | Politics | Tourism | Events: Shri Janaki Ballav Patnaik |first= |last=|work=odishafiles.com |year=2012|quote=born on 3rd January 1927 at Rameswar of Puri. |accessdate=5 February 2013}}</ref> ୧୯୪୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ ।
==
ଜାନକୀବଲ୍ଲଭ କୈଶୋରରୁ ଛାତ୍ର ରାଜନୀତି ସହ ଜଡ଼ିତ ଥିଲେ । ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଅାସିଥିଲେ । ୧୯୭୧ ମସିହାରେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । [[ଇନ୍ଦିରା ଗାନ୍ଧୀ]]ଙ୍କ କ୍ୟାବିନେଟ୍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୮୦ ଜାନୁଅାରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଜାନକୀବଲ୍ଲଭ ଓ [[ଆଠଗଡ଼ (ବିଧାନସଭା ନିର୍ବାଚନମଣ୍ଡଳୀ)|ଅାଠଗଡ଼ ନିର୍ବାଚନ ମଣ୍ଡଳୀ]]ରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ [[ଖୋର୍ଦ୍ଧା (ବିଧାନସଭା ନିର୍ବାଚନମଣ୍ଡଳୀ)|ଖୋର୍ଦ୍ଧା]] ଓ ଅାଠଗଡ଼ ଅାସନରୁ ବିଧାନସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜାନକୀବଲ୍ଲଭଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ବ୍ୟାପକ ଔଦ୍ୟୋଗିକ ବିକାଶ ଘଟିଥିଲା । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଅାସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ୱର ୧୧ତାରିଖରେ ସେ ମହାମହିମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।<ref name=ରାଜଭବନ>{{cite web|last=ପଣ୍ଡା|first=ଶୁଭ୍ରାଂଶୁ|title=ରାଜଭବନରେ ଓଡ଼ିଆ|url=http://sambadepaper.com/epaperpdf%5C11122014%5C11-md-bm-8.pdf|publisher=ସମ୍ବାଦ|accessdate=13 December 2014}}</ref>
* [[ଓଡ଼ିଶା|ଓଡ଼ିଶାରେ]]: ତିନିଥର [[ଓଡ଼ିଶା]]ରମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ▼
<!--
** ୧୯୮୦ ମସିହା ▼
** ୧୯୮୫ ମସିହା ▼
**
** ଓଡ଼ିଶା ବିଧାନସଭାରେ ବିରୋଧି ଦଳ ନେତା
* କେନ୍ଦ୍ରରେ:
** ୧୯୭୧ରେ ଲୋକସଭାକୁ ନିର୍ବାଚିତ ଓ ଉପ-ରକ୍ଷା ମନ୍ତ୍ରୀ (୧୯୭୩-୭୫)
** ୧୯୮୦ରେ ଲୋକସଭାକୁ ନିର୍ବାଚିତ ଓ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ମନ୍ତ୍ରୀ
-->
== ସାହିତ୍ୟ ସର୍ଜନା ==▼
ରାଜନେତା ଭାବେ ଜାନକୀବଲ୍ଲଭ ଯେତିକି ପରିଚିତ, ଜଣେ ଲେଖକ ଭାବରେ ସମାନୁପାତରେ ସେ ପ୍ରସିଦ୍ଧି ପାଇଛନ୍ତି । ଜାନକୀ ବଲ୍ଲଭଙ୍କ ଦ୍ଵାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡ଼ିକ ହେଲା:
* ସିନ୍ଧୁ ଉପତ୍ୟକା (କାବ୍ୟ)▼
▲== ସାହିତ୍ୟ ସର୍ଜନା ==
* ଗୌତମ ବୁଦ୍ଧ (ଚରିତଗାଥା)▼
* ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଙ୍କଳନ)
* ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ ▼
* ସ୍ଵପ୍ନ ସନ୍ତକ <!-- ସ୍ଵପ୍ନ ଓ ସଙ୍କଳ୍ପ --> (ପ୍ରବନ୍ଧ ସଙ୍କଳନ)
▲* ଗୌତମ ବୁଦ୍ଧ
* ନିର୍ବାଚିତ ପ୍ରବନ୍ଧ (ପ୍ରବନ୍ଧ ସଙ୍କଳନ)▼
* ବିବିଧ ସ୍ତମ୍ଭ (ପ୍ରବନ୍ଧ ସଙ୍କଳନ)
▲* ସିନ୍ଧୁ ଉପତ୍ୟକା
* ପ୍ରବନ୍ଧ ସଙ୍କଳନ
* ମହାଭାରତ
* ରାମାୟଣ
▲* ପ୍ରବନ୍ଧ ସଙ୍କଳନ
▲* ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ
▲* ସ୍ଵାଧୀନତା ସଙ୍ଗ୍ରାମର ସ୍ମୃତି
=== ଅନୁବାଦ ===
* ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡ଼ିଅା କାବ୍ୟାନୁବାଦ
* ବଙ୍କିମ ଉପନ୍ୟାସ ମାଳା (ଛଅ ଖଣ୍ଡ)
* ଶ୍ରୀମଦ ଭାଗବତର ଗଦ୍ୟାନୁବାଦ
* ଗୋକୁଳାନନ୍ଦ ଗ୍ରନ୍ଥାବଳି
=== ସମ୍ପାଦନା ===
* ସମ୍ପାଦକ, ଇଷ୍ଟର୍ଣ୍ଣ ଟାଇମ୍ସ (ଇଂରାଜୀ ଦୈନିକ), ୧୯୫୨-୬୬
* ସମ୍ପାଦକ, [[ପ୍ରଜାତନ୍ତ୍ର]], (
* ପ୍ରତିଷ୍ଠାତା ଓ ସମ୍ପାଦକ, ପୌରୁଷ (ମାସିକ ଓଡ଼ିଆ ପତ୍ରିକା), ୧୯୬୭
== ପୁରସ୍କାର ଓ ସମ୍ମାନ ==
* କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
* ଉତ୍କଳରତ୍ନ ସମ୍ମାନ
* ସାହିତ୍ୟଭାରତୀ ସମ୍ମାନ
* ମାଲବ୍ୟ ସ୍ମୃତି ସମ୍ମାନ
* ଡିଲିଟ୍
==ଆଧାର==
{{ଆଧାର}}
Line ୭୧ ⟶ ୮୩:
{{ଓଡ଼ିଶାର ମୁଖ୍ୟମନ୍ତ୍ରୀ}}
[[ଶ୍ରେଣୀ:୧୯୨୭ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ]]
[[ଶ୍ରେଣୀ:
|