"ମାଇକ୍ରୋମିଟର (ଉପକରଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{about|ମାପିବା ପାଇଁ ବ୍ୟବହୃତ ଉପକରଣ |ଦୂରତାର ଏକକ ପାଇଁ|ମାଇକ୍ରୋମିଟର}}
[[Image:Mahr Micromar 40A 0-25mm Micrometer.jpg|250px|right|thumb|Modernଆଧୁନିକ micrometerମାଇକ୍ରୋମିଟର (value: 1.64୬୪ milimetersମିଲିମିଟର)]]
[[Image:Micrometers.jpg|250px|right|thumb|Outside, inside, and depth micrometers]]
 
କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା '''ମାଇକ୍ରୋମିଟର''' ({{lang-en|micrometer}}; {{IPAc-en|m|aɪ|ˈ|k|r|ɒ|m|ɨ|t|ər}}) । ଏହାକୁ '''ମାଇକ୍ରୋମିଟର ସ୍କୃ-ଗଜ୍''' ମଧ୍ୟ କୁହାଯାଇଥାଏ ।
 
== ଇତିହାସ ଓ ନାମକରଣ ==
[[Image:Gascoigne's_micrometer_as_drawn_by_Robert_Hooke.JPG|thumb|right|Gascoigne'sରବର୍ଟ Micrometerହୁକ୍‌ଙ୍କ asଦ୍ଵାରା drawnଅଙ୍କା byଯାଇଥିବା RobertGascoigneଙ୍କ Hookeମାଇକ୍ରୋମିଟର]]
ମାଇକ୍ରୋମିଟର ଶବ୍ଦଟି ଦୁଇଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି । ତାହା ହେଲା ମାଇକ୍ରୋ ଓ ମେଟ୍ରୋନ । "ମାଇକ୍ରୋ' ଶବ୍ଦର ଅର୍ଥ ହେଲା ଛୋଟ ଓ "ମେଟ୍ରୋନ' ଶବ୍ଦଟିର ଅର୍ଥ ମାପ । ତେଣୁ ଛୋଟ ଦୈର୍ଘ୍ୟର ମାପକୁ ମାଇକ୍ରୋମିଟର କୁହାଯାଏ । ୧୭ଶ ଶତାବ୍ଦୀରେ ପ୍ରଥମେ ୱିଲିଆମ୍ ଗାସ୍କୋଇନ୍ ଗୋଟିଏ ଉପକରଣ ବାହାର କରିଥିଲେ । ଏହା କମ୍ ଲମ୍ବକୁ ମାପ କରି ପାରୁଥିଲା । ଏହାକୁ ଟେଲିସ୍କୋପରେ ବ୍ୟବହାର କରାଯାଉଥିଲା । ଏହା ପରେ ୧୮୪୮ ମସିହାରେ ପ୍ୟାରିସ୍ରପ୍ୟାରିସ୍‌ର ଜିନ୍ ଲରେ ପାଲ୍ମର ଗୋଟିଏ ଉପକରଣ ବାହାର କରିଥିଲେ । ଏହାକୁ ସମସ୍ତେ ପାଲ୍ମର ସ୍କ୍ରିଉ ବୋଲି କହୁଥିଲେ । ତେବେ ୧୮୮୮ ମସିହାରେ ଏଡ଼ୱାର୍ଡ଼ ୱିଲିଆମ ମୋର୍ଲେ ଗୋଟିଏ ଉନ୍ନତ ମାନର ମାଇକ୍ରୋମିଟର ବାହାର କରିଥିଲେ । ଏହା ସାହାଯ୍ୟରେ ଅତି କମ୍ରେକମ୍‌ରେ ୦.୦୧ ମିଲିମିଟର ଲମ୍ବ ମାପ କରାଯାଇପାରୁଥିଲା ।
 
== କାର୍ଯ୍ୟ ଶୈଳୀ ==
 
[[File:Micrometer no zero error.gif|thumb|left|animationମାଇକ୍ରୋମିଟର ofଏକ a୪.୧୪mm micrometerଲମ୍ବର usedଏକ toକଳା measureବସ୍ତୁକୁ anମାପିବା object(black)ପାଇଁ ofବ୍ୟବହାର lengthକରାଯାଉଥିବାର = 4.14ଚିତ୍ର mm]]
ମାଇକ୍ରୋମିଟର ଯନ୍ତ୍ରଟି ଠିକ୍ ଗୋଟିଏ ଦାଆ ଆକୃତିର ହୋଇଥାଏ । ଯେଉଁ ଛୋଟ ବସ୍ତୁଟିକୁ ମାପ କରାଯିବାର ଥାଏ ତାହାକୁ ମାଇକ୍ରୋମିଟରର ଦୁଇଟି ଦାନ୍ତି ମଧ୍ୟରେ ରଖାଯାଏ । ତାହାର ବେର ଅଗ୍ରରେ ଲାଗିଥିବା ଟୋପିଟିକୁ ଘୂରାଇଲେ ମାଇକ୍ରୋମିଟରର ଦାନ୍ତଟି ବସ୍ତୁକୁ ଜୋରରେ ଜାବୁଡ଼ି ଧରେ । ମାଇକ୍ରୋମିଟରରେ ଦୁଇଗୋଟି ମାପକ ରହିଥାଏ । ଗୋଟିଏ ହୋଲୋହେଲା ପ୍ରଧାନ ସ୍କେଲ ଓ ଅନ୍ୟଟି ହେଲା ବୃାକାରବୃତ୍ତାକାର ସ୍କେଲ । ପ୍ରଧାନ ସ୍କେଲରେ ଅତି କମ୍ରେକମ୍‌ରେ ଏକ ମିଲିମିଟର ବା ୦.୫ ମିଲିଟର ମାପ କରାଯାଇପାରେ । ବୃାକାରବୃତ୍ତାାକାର ସ୍କେଲରେ ୧୦୦ଟି ବା ୫୦ଟି ଭାଗ ରହିଥାଏ । ମାଇକ୍ରୋମିଟରର ବେରେ ଲାଗିଥିବା ଟୋପିଟିକୁ ଘୂରାଇଲେ ତଳେ ଥିବା ଦାନ୍ତିଟି ଉପରକୁ ଗତିକରେ । ତାହା ସହିତ ବୃାକାରବୃତ୍ତାାକାର ସ୍କେଲଟି ମଧ୍ୟ ଘୂରିଥାଏ । ବୃାକାର୍ବୃତ୍ତାାକାର୍ ସ୍କେଲଟି ଗୋଟିଏ ଘେରା ବୁଲିଲା ବେଳକୁ ତାହା ପ୍ରଧାନ ସ୍କେଲରେ ପ୍ରାୟ ୧ ମିଲିମିଟର ବା ୦.୫ ମିଲିମିଟର ଉପରକୁ ଉଠିଯାଏ । ଏହା ମାଇକ୍ରୋମିଟର ଭିତରେ ଥିବା ଦାଢ଼ ଉପରେ ନିର୍ଭର କରିଥାଏ । ବସ୍ତୁର ଲମ୍ବ ବା ମୋଟେଇ ମାପ ପାଇଁ ଉଭୟ ପ୍ରଧାନ ସ୍କେଲ ଓ ବୃବୃତ୍ତାକାର ସ୍କେଲର୍ସ୍କେଲ୍‌ର ମାପକୁ ହିସାବକରି ବାହାର କରାଯାଏ । ସାଧାରଣ ମାଇକ୍ରୋମିଟରଟିରେ ୦.୦୧ ମିଲିମିଟର ମାପ କରାଯାଇପାରେ । ମାତ୍ର ଉନ୍ନତ ମାଇକ୍ରୋମିଟର ଯୋଗେ ଅତି କମ୍ରେକମ୍‌ରେ ୧ ମାଇକ୍ରୋମିଟର ବା ୦.୦୦୧ ମିଲିମିଟର ପର୍ଯ୍ୟନ୍ତ ମାପ କରାଯାଇପାରେ
 
== ବ୍ୟବହାର ==