"ମାଇକ୍ରୋମିଟର (ଉପକରଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩ କ ଧାଡ଼ି:
[[File:Micrometer no zero error.gif|thumb|left|animation of a micrometer used to measure an object(black) of length = 4.14 mm]]
ମାଇକ୍ରୋମିଟର ଯନ୍ତ୍ରଟି ଠିକ୍ ଗୋଟିଏ ଦାଆ ଆକୃତିର ହୋଇଥାଏ । ଯେଉଁ ଛୋଟ ବସ୍ତୁଟିକୁ ମାପ କରାଯିବାର ଥାଏ ତାହାକୁ ମାଇକ୍ରୋମିଟରର ଦୁଇଟି ଦାନ୍ତି ମଧ୍ୟରେ ରଖାଯାଏ । ତାହାର ବେର ଅଗ୍ରରେ ଲାଗିଥିବା ଟୋପିଟିକୁ ଘୂରାଇଲେ ମାଇକ୍ରୋମିଟରର ଦାନ୍ତଟି ବସ୍ତୁକୁ ଜୋରରେ ଜାବୁଡ଼ି ଧରେ । ମାଇକ୍ରୋମିଟରରେ ଦୁଇଗୋଟି ମାପକ ରହିଥାଏ । ଗୋଟିଏ ହୋଲୋ ପ୍ରଧାନ ସ୍କେଲ ଓ ଅନ୍ୟଟି ହେଲା ବୃାକାର ସ୍କେଲ । ପ୍ରଧାନ ସ୍କେଲରେ ଅତି କମ୍ରେ ଏକ ମିଲିମିଟର ବା ୦.୫ ମିଲିଟର ମାପ କରାଯାଇପାରେ । ବୃାକାର ସ୍କେଲରେ ୧୦୦ଟି ବା ୫୦ଟି ଭାଗ ରହିଥାଏ । ମାଇକ୍ରୋମିଟରର ବେରେ ଲାଗିଥିବା ଟୋପିଟିକୁ ଘୂରାଇଲେ ତଳେ ଥିବା ଦାନ୍ତିଟି ଉପରକୁ ଗତିକରେ । ତାହା ସହିତ ବୃାକାର ସ୍କେଲଟି ମଧ୍ୟ ଘୂରିଥାଏ । ବୃାକାର୍ ସ୍କେଲଟି ଗୋଟିଏ ଘେରା ବୁଲିଲା ବେଳକୁ ତାହା ପ୍ରଧାନ ସ୍କେଲରେ ପ୍ରାୟ ୧ ମିଲିମିଟର ବା ୦.୫ ମିଲିମିଟର ଉପରକୁ ଉଠିଯାଏ । ଏହା ମାଇକ୍ରୋମିଟର ଭିତରେ ଥିବା ଦାଢ଼ ଉପରେ ନିର୍ଭର କରିଥାଏ । ବସ୍ତୁର ଲମ୍ବ ବା ମୋଟେଇ ମାପ ପାଇଁ ଉଭୟ ପ୍ରଧାନ ସ୍କେଲ ଓ ବୃକାର ସ୍କେଲର୍ ମାପକୁ ହିସାବକରି ବାହାର କରାଯାଏ । ସାଧାରଣ ମାଇକ୍ରୋମିଟରଟିରେ ୦.୦୧ ମିଲିମିଟର ମାପ କରାଯାଇପାରେ । ମାତ୍ର ଉନ୍ନତ ମାଇକ୍ରୋମିଟର ଯୋଗେ ଅତି କମ୍ରେ ୧ ମାଇକ୍ରୋମିଟର ବା ୦.୦୦୧ ମିଲିମିଟର ପର୍ଯ୍ୟନ୍ତ ମାପ କରାଯାଇପାରେ ।
{{clear}}
 
== ବ୍ୟବହାର ==