"ମାଇକ୍ରୋମିଟର (ଉପକରଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩ କ ଧାଡ଼ି:
[[Image:Micrometers.jpg|250px|right|thumb|Outside, inside, and depth micrometers]]
 
କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା '''ମାଇକ୍ରୋମିଟର''' ({{lang-en|micrometer}}; {{IPAc-en|m|aɪ|ˈ|k|r|ɒ|m|ɨ|t|ər}}) ଏହାକୁ '''ମାଇକ୍ରୋମିଟର ସ୍କୃ-ଗଜ୍''' ମଧ୍ୟ କୁହାଯାଇଥାଏ ।
A '''micrometer''' ({{IPAc-en|m|aɪ|ˈ|k|r|ɒ|m|ɨ|t|ər}} {{USdict|mī·krŏm′·ĭ·tər}}), sometimes known as a '''micrometer screw gauge,''' is a device incorporating a calibrated [[screw]] widely used for precise measurement of components<ref><nowiki>* Encyclopedia Americana (1988) "Micrometer" Encyclopedia Americana 19: 500 ISBN 0-7172-0119-8 (set)</nowiki></ref> in [[mechanical engineering]] and [[machining]] as well as most mechanical trades, along with other [[Metrology|metrological]] instruments such as [[Caliper#Dial caliper|dial]], [[Caliper#Vernier caliper|vernier]], and [[Caliper#Digital caliper|digital calipers]].
 
କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ମାଇକ୍ରୋମିଟର ।
 
== ଇତିହାସ ଓ ନାମକରଣ ==
[[Image:Gascoigne's_micrometer_as_drawn_by_Robert_Hooke.JPG|thumb|right|Gascoigne's Micrometer as drawn by Robert Hooke]]
ମାଇକ୍ରୋମିଟର ଶବ୍ଦଟି ଦୁଇଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି । ତାହା ହେଲା ମାଇକ୍ରୋ ଓ ମେଟ୍ରୋନ । "ମାଇକ୍ରୋ' ଶବ୍ଦର ଅର୍ଥ ହେଲା ଛୋଟ ଓ "ମେଟ୍ରୋନ' ଶବ୍ଦଟିର ଅର୍ଥ ମାପ । ତେଣୁ ଛୋଟ ଦୈର୍ଘ୍ୟର ମାପକୁ ମାଇକ୍ରୋମିଟର କୁହାଯାଏ । ୧୭ଶ ଶତାବ୍ଦୀରେ ପ୍ରଥମେ ୱିଲିଆମ୍ ଗାସ୍କୋଇନ୍ ଗୋଟିଏ ଉପକରଣ ବାହାର କରିଥିଲେ । ଏହା କମ୍ ଲମ୍ବକୁ ମାପ କରି ପାରୁଥିଲା । ଏହାକୁ ଟେଲିସ୍କୋପରେ ବ୍ୟବହାର କରାଯାଉଥିଲା । ଏହା ପରେ ୧୮୪୮ ମସିହାରେ ପ୍ୟାରିସ୍ର ଜିନ୍ ଲରେ ପାଲ୍ମର ଗୋଟିଏ ଉପକରଣ ବାହାର କରିଥିଲେ । ଏହାକୁ ସମସ୍ତେ ପାଲ୍ମର ସ୍କ୍ରିଉ ବୋଲି କହୁଥିଲେ । ତେବେ ୧୮୮୮ ମସିହାରେ ଏଡ଼ୱାର୍ଡ଼ ୱିଲିଆମ ମୋର୍ଲେ ଗୋଟିଏ ଉନ୍ନତ ମାନର ମାଇକ୍ରୋମିଟର ବାହାର କରିଥିଲେ । ଏହା ସାହାଯ୍ୟରେ ଅତି କମ୍ରେ ୦.୦୧ ମିଲିମିଟର ଲମ୍ବ ମାପ କରାଯାଇପାରୁଥିଲା ।