"ମାଇକ୍ରୋମିଟର (ଉପକରଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶିତିକଣ୍ଠ ଦାଶ ପୃଷ୍ଠାଟିକୁ ମାଇକ୍ରୋମିଟରରୁ ମାଇକ୍ରୋମିଟର (ଉପକରଣ)କୁ ଘୁଞ୍ଚାଇଲେ
No edit summary
୧ କ ଧାଡ଼ି:
{{about|ମାପିବା ପାଇଁ ବ୍ୟବହୃତ ଉପକରଣ |ଦୂରତାର ଏକକ ପାଇଁ|ମାଇକ୍ରୋମିଟର}}
କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ମାଇକ୍ରୋମିଟର । ମାଇକ୍ରୋମିଟର ଶବ୍ଦଟି ଦୁଇଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି । ତାହା ହେଲା ମାଇକ୍ରୋ ଓ ମେଟ୍ରୋନ । "ମାଇକ୍ରୋ' ଶବ୍ଦର ଅର୍ଥ ହେଲା ଛୋଟ ଓ "ମେଟ୍ରୋନ' ଶବ୍ଦଟିର ଅର୍ଥ ମାପ । ତେଣୁ ଛୋଟ ଦୈର୍ଘ୍ୟର ମାପକୁ ମାଇକ୍ରୋମିଟର କୁହାଯାଏ । ୧୭ଶ ଶତାବ୍ଦୀରେ ପ୍ରଥମେ ୱିଲିଆମ୍ ଗାସ୍କୋଇନ୍ ଗୋଟିଏ ଉପକରଣ ବାହାର କରିଥିଲେ । ଏହା କମ୍ ଲମ୍ବକୁ ମାପ କରି ପାରୁଥିଲା । ଏହାକୁ ଟେଲିସ୍କୋପରେ ବ୍ୟବହାର କରାଯାଉଥିଲା । ଏହା ପରେ ୧୮୪୮ ମସିହାରେ ପ୍ୟାରିସ୍ର ଜିନ୍ ଲରେ ପାଲ୍ମର ଗୋଟିଏ ଉପକରଣ ବାହାର କରିଥିଲେ । ଏହାକୁ ସମସ୍ତେ ପାଲ୍ମର ସ୍କ୍ରିଉ ବୋଲି କହୁଥିôଲେ । ତେବେ ୧୮୮୮ ମସିହାରେ ଏଡ଼ୱାର୍ଡ଼ ୱିଲିଆମ ମୋର୍ଲେ ଗୋଟିଏ ଉନ୍ନତ ମାନର ମାଇକ୍ରୋମିଟର ବାହାର କରିଥିଲେ । ଏହା ସାହାଯ୍ୟରେ ଅତି କମ୍ରେ ୦.୦୧ ମିଲିମିଟର ଲମ୍ବ ମାପ କରାଯାଇପାରୁଥିଲା ।
[[Image:Mahr Micromar 40A 0-25mm Micrometer.jpg|250px|right|thumb|Modern micrometer (value: 1.64 milimeters)]]
ମାଇକ୍ରୋମିଟର ଯନ୍ତ୍ରଟି ଠିକ୍ ଗୋଟିଏ ଦାଆ ଆକୃତିର ହୋଇଥାଏ । ଯେଉଁ ଛୋଟ ବସ୍ତୁଟିକୁ ମାପ କରାଯିବାର ଥାଏ ତାହାକୁ ମାଇକ୍ରୋମିଟରର ଦୁଇଟି ଦାନ୍ତି ମଧ୍ୟରେ ରଖାଯାଏ । ତାହାର ବେର ଅଗ୍ରରେ ଲାଗିଥିବା ଟୋପିଟିକୁ ଘୂରାଇଲେ ମାଇକ୍ରୋମିଟରର ଦାନ୍ତଟି ବସ୍ତୁକୁ ଜୋରରେ ଜାବୁଡ଼ି ଧରେ । ମାଇକ୍ରୋମିଟରରେ ଦୁଇଗୋଟି ମାପକ ରହିଥାଏ । ଗୋଟିଏ ହୋଲୋ ପ୍ରଧାନ ସ୍କେଲ ଓ ଅନ୍ୟଟି ହେଲା ବୃାକାର ସ୍କେଲ । ପ୍ରଧାନ ସ୍କେଲରେ ଅତି କମ୍ରେ ଏକ ମିଲିମିଟର ବା ୦.୫ ମିଲିଟର ମାପ କରାଯାଇପାରେ । ବୃାକାର ସ୍କେଲରେ ୧୦୦ଟି ବା ୫୦ଟି ଭାଗ ରହିଥାଏ । ମାଇକ୍ରୋମିଟରର ବେରେ ଲାଗିଥିବା ଟୋପିଟିକୁ ଘୂରାଇଲେ ତଳେ ଥିବା ଦାନ୍ତିଟି ଉପରକୁ ଗତିକରେ । ତାହା ସହିତ ବୃାକାର ସ୍କେଲଟି ମଧ୍ୟ ଘୂରିଥାଏ । ବୃାକାର୍ ସ୍କେଲଟି ଗୋଟିଏ ଘେରା ବୁଲିଲା ବେଳକୁ ତାହା ପ୍ରଧାନ ସ୍କେଲରେ ପ୍ରାୟ ୧ ମିଲିମିଟର ବା ୦.୫ ମିଲିମିଟର ଉପରକୁ ଉଠିଯାଏ । ଏହା ମାଇକ୍ରୋମିଟର ଭିତରେ ଥିବା ଦାଢ଼ ଉପରେ ନିର୍ଭର କରିଥାଏ । ବସ୍ତୁର ଲମ୍ବ ବା ମୋଟେଇ ମାପ ପାଇଁ ଉଭୟ ପ୍ରଧାନ ସ୍କେଲ ଓ ବୃକାର ସ୍କେଲର୍ ମାପକୁ ହିସାବକରି ବାହାର କରାଯାଏ । ସାଧାରଣ ମାଇକ୍ରୋମିଟରଟିରେ ୦.୦୧ ମିଲିମିଟର ମାପ କରାଯାଇପାରେ । ମାତ୍ର ଉନ୍ନତ ମାଇକ୍ରୋମିଟର ଯୋଗେ ଅତି କମ୍ରେ ୧ ମାଇକ୍ରୋମିଟର ବା ୦.୦୦୧ ମିଲିମିଟର ପର୍ଯ୍ୟନ୍ତ ମାପ କରାଯାଇପାରେ । ମାଇକ୍ରୋମିଟରକୁ ଜ୍ୟୋତିର୍ବିଜ୍ଞାନ, ପାଣିପାଗ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତି ସୂକ୍ଷ୍ମ ମାପ ପାଇଁ ବ୍ୟବହାର କରାଯାଇଥାଏ ।
[[Image:Micrometers.jpg|250px|right|thumb|Outside, inside, and depth micrometers]]
 
A '''micrometer''' ({{IPAc-en|m|aɪ|ˈ|k|r|ɒ|m|ɨ|t|ər}} {{USdict|mī·krŏm′·ĭ·tər}}), sometimes known as a '''micrometer screw gauge,''' is a device incorporating a calibrated [[screw]] widely used for precise measurement of components<ref><nowiki>* Encyclopedia Americana (1988) "Micrometer" Encyclopedia Americana 19: 500 ISBN 0-7172-0119-8 (set)</nowiki></ref> in [[mechanical engineering]] and [[machining]] as well as most mechanical trades, along with other [[Metrology|metrological]] instruments such as [[Caliper#Dial caliper|dial]], [[Caliper#Vernier caliper|vernier]], and [[Caliper#Digital caliper|digital calipers]].
 
କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ମାଇକ୍ରୋମିଟର ।
 
== ଇତିହାସ ଓ ନାମକରଣ ==
କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ମାଇକ୍ରୋମିଟର । ମାଇକ୍ରୋମିଟର ଶବ୍ଦଟି ଦୁଇଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି । ତାହା ହେଲା ମାଇକ୍ରୋ ଓ ମେଟ୍ରୋନ । "ମାଇକ୍ରୋ' ଶବ୍ଦର ଅର୍ଥ ହେଲା ଛୋଟ ଓ "ମେଟ୍ରୋନ' ଶବ୍ଦଟିର ଅର୍ଥ ମାପ । ତେଣୁ ଛୋଟ ଦୈର୍ଘ୍ୟର ମାପକୁ ମାଇକ୍ରୋମିଟର କୁହାଯାଏ । ୧୭ଶ ଶତାବ୍ଦୀରେ ପ୍ରଥମେ ୱିଲିଆମ୍ ଗାସ୍କୋଇନ୍ ଗୋଟିଏ ଉପକରଣ ବାହାର କରିଥିଲେ । ଏହା କମ୍ ଲମ୍ବକୁ ମାପ କରି ପାରୁଥିଲା । ଏହାକୁ ଟେଲିସ୍କୋପରେ ବ୍ୟବହାର କରାଯାଉଥିଲା । ଏହା ପରେ ୧୮୪୮ ମସିହାରେ ପ୍ୟାରିସ୍ର ଜିନ୍ ଲରେ ପାଲ୍ମର ଗୋଟିଏ ଉପକରଣ ବାହାର କରିଥିଲେ । ଏହାକୁ ସମସ୍ତେ ପାଲ୍ମର ସ୍କ୍ରିଉ ବୋଲି କହୁଥିôଲେକହୁଥିଲେ । ତେବେ ୧୮୮୮ ମସିହାରେ ଏଡ଼ୱାର୍ଡ଼ ୱିଲିଆମ ମୋର୍ଲେ ଗୋଟିଏ ଉନ୍ନତ ମାନର ମାଇକ୍ରୋମିଟର ବାହାର କରିଥିଲେ । ଏହା ସାହାଯ୍ୟରେ ଅତି କମ୍ରେ ୦.୦୧ ମିଲିମିଟର ଲମ୍ବ ମାପ କରାଯାଇପାରୁଥିଲା ।
 
== କାର୍ଯ୍ୟ ଶୈଳୀ ==
ମାଇକ୍ରୋମିଟର ଯନ୍ତ୍ରଟି ଠିକ୍ ଗୋଟିଏ ଦାଆ ଆକୃତିର ହୋଇଥାଏ । ଯେଉଁ ଛୋଟ ବସ୍ତୁଟିକୁ ମାପ କରାଯିବାର ଥାଏ ତାହାକୁ ମାଇକ୍ରୋମିଟରର ଦୁଇଟି ଦାନ୍ତି ମଧ୍ୟରେ ରଖାଯାଏ । ତାହାର ବେର ଅଗ୍ରରେ ଲାଗିଥିବା ଟୋପିଟିକୁ ଘୂରାଇଲେ ମାଇକ୍ରୋମିଟରର ଦାନ୍ତଟି ବସ୍ତୁକୁ ଜୋରରେ ଜାବୁଡ଼ି ଧରେ । ମାଇକ୍ରୋମିଟରରେ ଦୁଇଗୋଟି ମାପକ ରହିଥାଏ । ଗୋଟିଏ ହୋଲୋ ପ୍ରଧାନ ସ୍କେଲ ଓ ଅନ୍ୟଟି ହେଲା ବୃାକାର ସ୍କେଲ । ପ୍ରଧାନ ସ୍କେଲରେ ଅତି କମ୍ରେ ଏକ ମିଲିମିଟର ବା ୦.୫ ମିଲିଟର ମାପ କରାଯାଇପାରେ । ବୃାକାର ସ୍କେଲରେ ୧୦୦ଟି ବା ୫୦ଟି ଭାଗ ରହିଥାଏ । ମାଇକ୍ରୋମିଟରର ବେରେ ଲାଗିଥିବା ଟୋପିଟିକୁ ଘୂରାଇଲେ ତଳେ ଥିବା ଦାନ୍ତିଟି ଉପରକୁ ଗତିକରେ । ତାହା ସହିତ ବୃାକାର ସ୍କେଲଟି ମଧ୍ୟ ଘୂରିଥାଏ । ବୃାକାର୍ ସ୍କେଲଟି ଗୋଟିଏ ଘେରା ବୁଲିଲା ବେଳକୁ ତାହା ପ୍ରଧାନ ସ୍କେଲରେ ପ୍ରାୟ ୧ ମିଲିମିଟର ବା ୦.୫ ମିଲିମିଟର ଉପରକୁ ଉଠିଯାଏ । ଏହା ମାଇକ୍ରୋମିଟର ଭିତରେ ଥିବା ଦାଢ଼ ଉପରେ ନିର୍ଭର କରିଥାଏ । ବସ୍ତୁର ଲମ୍ବ ବା ମୋଟେଇ ମାପ ପାଇଁ ଉଭୟ ପ୍ରଧାନ ସ୍କେଲ ଓ ବୃକାର ସ୍କେଲର୍ ମାପକୁ ହିସାବକରି ବାହାର କରାଯାଏ । ସାଧାରଣ ମାଇକ୍ରୋମିଟରଟିରେ ୦.୦୧ ମିଲିମିଟର ମାପ କରାଯାଇପାରେ । ମାତ୍ର ଉନ୍ନତ ମାଇକ୍ରୋମିଟର ଯୋଗେ ଅତି କମ୍ରେ ୧ ମାଇକ୍ରୋମିଟର ବା ୦.୦୦୧ ମିଲିମିଟର ପର୍ଯ୍ୟନ୍ତ ମାପ କରାଯାଇପାରେ । ମାଇକ୍ରୋମିଟରକୁ ଜ୍ୟୋତିର୍ବିଜ୍ଞାନ, ପାଣିପାଗ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତି ସୂକ୍ଷ୍ମ ମାପ ପାଇଁ ବ୍ୟବହାର କରାଯାଇଥାଏ
 
== ବ୍ୟବହାର ==
ମାଇକ୍ରୋମିଟରକୁ ଜ୍ୟୋତିର୍ବିଜ୍ଞାନ, ପାଣିପାଗ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତି ସୂକ୍ଷ୍ମ ମାପ ପାଇଁ ବ୍ୟବହାର କରାଯାଇଥାଏ ।
 
 
== ଆହୁରି ଦେଖନ୍ତୁ ==
 
== ଆଧାର ==
{{ଆଧାର}}
 
== ବାହାର ଲିଙ୍କ ==
{{commons|Micrometer}}
*[http://www.phy.ntnu.edu.tw/ntnujava/htmltag.php?code=users.sgeducation.lookang.Micrometer02_pkg.Micrometer02Applet.class&name=Micrometer02&muid=14019 Open Source Physics Micrometer Computer Model]
*[http://www.stefanelli.eng.br/en/aka-micrometer-caliper-outside-inch-thousandths.html Virtual micrometer - simulator to practice reading and interpreting in thousandth of inch]
*[http://www.stefanelli.eng.br/en/micrometer-caliper-outside-millimeter-hundredth.html Simulator to practice reading and interpreting one-hundredth of a millimeter outside micrometer]
*[http://www.22cmwonline.com/openpdfs/22cmwMicrometers.pdf Print files including lessons and quizzes for teachers and students of the subject matter.]
*[http://www.stefanelli.eng.br/en/aka-micrometer-caliper-outside-inch-ten-thousandths.html Virtual micrometer - simulator in tenths of thousandth of inch]
*[http://www.stefanelli.eng.br/en/micrometer-caliper-outside-millimeter-thousandth.html Simulator to practice reading and interpreting one-thousandth of a millimeter outside micrometer]