"ସୌଭାଗ୍ୟ କୁମାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜୀବନୀ ଲେଖାଗଲା ଓ ଆଧାର ପ୍ରଦାନ କରାଗଲା
୧ କ ଧାଡ଼ି:
{{ଛୋଟ|Saubhagya Kumar Mishra}}
{{Infobox person
| name = ସୌଭାଗ୍ୟ କୁମାର ମିଶ୍ର
Line ୬ ⟶ ୭:
| caption =
| birth_name =
| birth_date = ୧୯୪୧
| birth_date = ୧୯୪୧<ref name="DharwadkerRamanujan1994">{{cite book|author1=Vinay Dharwadker|author2=A. K. Ramanujan|title=The Oxford Anthology of Modern Indian Poetry|url=http://books.google.com/books?id=3fBjAAAAMAAJ|year=1994|publisher=OUP (India?)|isbn=978-0-19-562865-4}}</ref>
| birth_place = [[ବ୍ରହ୍ମପୁର]]
| death_date =
Line ୪୭ ⟶ ୪୮:
}}
 
|'''ସୌଭାଗ୍ୟ birth_dateକୁମାର ମିଶ୍ର''' (ଜନ୍ମ: ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି = ୧୯୪୧<ref name="DharwadkerRamanujan1994">{{cite book|author1=Vinay Dharwadker|author2=A. K. Ramanujan|title=The Oxford Anthology of Modern Indian Poetry|url=http://books.google.com/books?id=3fBjAAAAMAAJ|year=1994|publisher=OUP (India?)|isbn=978-0-19-562865-4}}</ref>
'''ସୌଭାଗ୍ୟ କୁମାର ମିଶ୍ର''' [[ଓଡ଼ିଶା|ଓଡ଼ିଶାରେ]] ଜନ୍ମିତ ଜଣେ କବି । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬</ref> ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି । ସ୍ନାତକୋତ୍ତର(ଇଂରାଜୀ)ରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି କବି, [[ବିଜେବି କଲେଜ]] ଓ [[ରେଭେନ୍ସା ମହାବିଦ୍ୟାଳୟ]] ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରଫେସର ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିସାରିଛନ୍ତି ।
୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬</ref>
 
ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । [[ବିଜେବି କଲେଜ]] ଓ [[ରେଭେନ୍ସା ମହାବିଦ୍ୟାଳୟ]] ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।<ref>{{cite web|title=ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ|url=http://sambadepaper.com/epaperpdf%5C12122014%5C12-md-km-4.pdf|publisher=ସମ୍ବାଦ|accessdate=12 December 2014}}</ref>
୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
== ରଚନାବଳୀ ==
===କବିତା ସଙ୍କଳନ<ref>{{cite web |url= http://www.odiasahitya.com/odia-literature-news/soubhagya-mishranka-saha-sakhyatakara/ |title=ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌ |first= ଅଧ୍ୟାପକ ଡକ୍ଟର ବିଜୟାନନ୍ଦ |last=ସିଂହ |work=odiasahitya.com |year=୨୦୧୧|quote=ସୌଭାଗ୍ୟ ମିଶ୍ରଙ୍କ ସାରସ୍ଵତ ସୃଷ୍ଟି |accessdate=4 January 2013}}</ref>===
Line ୬୩ ⟶ ୬୬:
* ମାତୃସ୍ପର୍ଶ (୨୦୦୯)
== ସମ୍ମାନ ଓ ପୁରସ୍କାର ==
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୮(ଅନ୍ଧ ମହୁମାଛି ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୮୬(ଦ୍ଵା ସୂପର୍ଣ୍ଣା ପାଇଁ)<ref>http://orissa.gov.in/e-magazine/orissaannualreference/ORA-2011/pdf/90-91.pdf</ref>
* ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩<ref>http://www.oocities.org/indian_poets/oriya.html</ref>
* ବିଷୁବ ପୁରସ୍କାର, ୧୯୭୮
* ଶାରଳା ସମ୍ମାନ
* ଆଇଓୱା ବିଶ୍ବବିଦ୍ୟାଳୟଦ୍ଵାରାବିଶ୍ଵବିଦ୍ୟାଳୟଦ୍ଵାରା ସମ୍ମାନୀତ, ୧୯୮୩<ref>http://www.odiasahitya.com/members/memberprofile/?member=Soubhagya+Mishra</ref>
* ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧<ref>http://ravenshawuniversity.ac.in/File/The%20Ravenshaw%20Times%20-%20March%202011.pdf</ref>
* ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)<ref>{{cite web |url= http://www.orissadiary.com/Shownews.asp?id=10954 |title=Sahitya Bharati award to be conferred to Saubhagya Kumar Mishra, Orissa News |first=Dipti Ranjan |last=Kanungo|work=orissadiary.com |year=2009 |quote=The prestigious ‘ Sahitya Bharati ’ award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra |accessdate=4 January 2013}}</ref>
 
== ଟୀକା ==
{{ଆଧାରReflist|230em}}
{{ଗଙ୍ଗାଧର ଜାତୀୟ ସମ୍ମାନ}}
 
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:୧୯୪୩୧୯୪୧ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଆ କବି]]
[[ଶ୍ରେଣୀ:୧୯୪୩ ଜନ୍ମ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]