"ବୀର ସୁରେନ୍ଦ୍ର ସାଏ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Updated Contents
ଟିକେ ସମ୍ମାନ
୪୪ କ ଧାଡ଼ି:
 
== ସମ୍ମାନ ==
[[File:Opd.jpg|thumb|250px|ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ବୁର୍ଲା ସ୍ଥିତ "ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ"]]
* ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ୨୦୦୯ ମସିହା ରୁ ଓଡ଼ିଶା ସରକାର ''ୟୁନିଭର୍‌ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ'', ବୁର୍ଲା ର ନାମ ବଦଳାଇ ''ବୀର ସୁରେନ୍ଦ୍ର ସାଏ ୟୁନିଭର୍‌ସିଟି ଅଫ୍ ଟେକ୍ନୋଲୋଜି'', ବୁର୍ଲା କରିଦେଇଥିଲେ ।<ref>{{cite web |url = http://www.vssut.ac.in/institute/history.asp | title = UCE changes to VSSUT }}</ref>
* ବୁର୍ଲା ଠାରେ ସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ [[ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ]] ଦିଆଯାଇଅଛି ।