"ପାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ପାଇ using HotCat
No edit summary
୫ କ ଧାଡ଼ି:
'''{{pi}} (ପାଇ)''' ସଂଖ୍ୟାଟି ହେଉଛି ଏକ [[ଗାଣିତିକ ସ୍ଥିରାଙ୍କ]], ଏକ [[ବୃତ୍ତ]]ର [[ପରିଧି]] ସହ [[ବ୍ୟାସ]]ର [[ଅନୁପାତ]]କୁ ବୁଝାଏ । ଏହାର ମୂଲ୍ୟ ପାଖାପାଖି ୩.୧୪୧୫୯ ଅଟେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରୁ ଏହାକୁ ଗ୍ରୀକ ଅକ୍ଷର {{pi}} ସୁଚା ଯାଇଆସୁଅଛି, ଯଦିଓ ବେଳେବେଳେ ଏହାକୁ "'''ପାଇ'''" ({{IPAc-en|p|aɪ}}) ବୋଲି ଉଚ୍ଚାରଣ କରାଯାଇଥାଏ ।<ref>{{cite web|url=http://dictionary.reference.com/browse/pi?s=t|title=pi|publisher=Dictionary.reference.com|date=2 March 1993|accessdate=18 June 2012}}</ref>
 
ବୃତ୍ତର ଆକୃତି ଜେତେଯେତେ ବଡ ବା ସାନ ହେଉପଛେ ଉଭୟ ଯୁକ୍ତିମୂଳକ ଓ ପରିକ୍ଷାମୂଳକପରୀକ୍ଷାମୂଳକ ଭାବରେ ପ୍ରମାଣ କରାଯାଇଛି ଯେ, ଯେକୌଣସି ବୃତ୍ତର ସର୍ବଦା ପରିଧି/ବ୍ୟାସ = ଏକ ଧ୍ବବାଙ୍କଧ୍ରୁବାଙ୍କ
ଏହି ଧୃବାଙ୍କକୁ ଗ୍ରୀକ୍ ଅକ୍ଷର ପାଇ ନାମରେ ଅବିହିତ କରାଯାଇଛି।କରାଯାଇଛି ଏହି। ଏହା ହୋଉଛେହେଉଛି ପାଇର ଅସରନ୍ତି ଦସମିକଦଶମିକ ସଂଖ୍ୟା ୩.୧୪୧୫୯୨...... ଯାହାକି ୧୭୦୬ ମସେହାରେ ଗଣିତଙ୍କ ଉଇଲିଯମ୍ଉଇଲିୟମ୍ ଜୋନସ୍ ଦର୍ଶାଇ ଥିଲେ ।୧୭୬୧ ମସେହାରେ୧୭୬୧ ମସିହାରେ ଗଣିତଙ୍କ ଲାମ୍ବବେର୍ଟ ପ୍ରମାଣ କରିଥିଲେ ଯେ, ପାଇ ଏକ ଅପରିମେଯଅପରିମେୟ ସଂଖ୍ୟା । ଏହି ସଂଖ୍ୟାର ନିରୁପଣ କରିବା ପାଇଁ ୨୫୦୦ ବର୍ଷ ହେଲା ଚେଷ୍ଟା ହୋଇ ଆସୁଅଛି । ଗ୍ରିକ୍ଗ୍ରୀକ୍ ଗଣିତଙ୍କଗଣିତଜ୍ଞ ଆର୍କିମେଡିସ୍ଙ୍କଆର୍କିମେଡିସ୍‌ଙ୍କ ଅନୁଯାଯିଅନୁଯାୟୀ ପିଇରପାଇର ଆସନ୍ମମାନଆସନ୍ନମାନ 22/7 ସାମାନ୍ୟ ଅଧିକ ଅଟେ । ପାଇର ପ୍ରକୃତ ମାନଠାରୁ ଉପରକ୍ତ ଆସନ୍ନମାନ 22/7 ସାମାନ୍ୟ ଅଧିକ ଅଟେ ।
 
=== ପାଇର ମାନ ନିର୍ଣ୍ଣୟ କରିବାର ପ୍ରଣାଳୀ ===
 
ପାଇର ଆସନ୍ନମାନ ଉଭୟ ଜ୍ୟାମିତିକ ଓ ବିଶ୍ଳେଷଣାତ୍ମକ ପଦ୍ଦତିରେ ନିର୍ଣ୍ଣୟ କରାଯାଏ । ବର୍ତ୍ତମାନ ଆମେ ଜ୍ୟାମିତିକ ପ୍ରଣାଳୀରେ ପାଇର ମାନ ନିର୍ଣ୍ଣୟ କରିବା ।
"https://or.wikipedia.org/wiki/ପାଇ"ରୁ ଅଣାଯାଇଅଛି