"ରବର୍ଟ କଚ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୨ କ ଧାଡ଼ି:
| nationality = [[ଜର୍ମାନୀ|ଜର୍ମାନ୍]]
| field = [[ଜୀବିର୍ଣୁବିଜ୍ଞାନ]]
| work_institutions = ସର୍ବଭୌମ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ବର୍ଲିନ୍[[ବର୍ଲିନ]], [[ବର୍ଲିନ୍ବର୍ଲିନ ବିଶ୍ୱବିଦ୍ୟାଳୟ]]
| doctoral_advisor = [[ଜର୍ଜ ମାଇଷ୍ନର୍]]<ref>ID Tree profile [http://academictree.org/idtree/peopleinfo.php?pid=32784 Robert Koch]</ref>
| academic_advisors = [[ଫ୍ରେଡ଼୍ରିକ୍ ଗୁସ୍ଟେଭ୍ ଜ୍ୟାକବ୍ ହେନ୍ଲେ]]<br>[[କାର୍ଲ ଏୱାଲ୍ଡ ହାସ୍ସେ]]<br>[[ରୁଡୋଲ୍ଫ ୱର୍ଚୋ]]
| influenced = [[ଫ୍ରେଡ଼୍ରିକ୍ ଲଫ୍ଲର୍]]
| known_for = [[ରୋଗଜୀବାଣୁତତ୍ତ୍ୱ(bacteriology)]]ର ଆବିଷ୍କାର<br />[[ଜୀବାଣୁତତ୍ତ୍ୱ]]ର [[କଚ୍ ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ]] <br>[[ଆନ୍ଥ୍ରାକ୍ସ]], [[ଯକ୍ଷ୍ମା]] andଏବଂ [[ହଇଜା]]
| prizes = [[ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର]] (୧୯୦୫)
| religion = କିଛି ନାହିଁ<ref>{{cite book|title=Robert Koch: A Life in Medicine and Bacteriology|year=୧୯୮୮|publisher=ASM Press|isbn=9781555811433|author=Thomas D. Brock|accessdate=୧୪ ମେ ୨୦୧୨|page=୨୯୬|quote=He loved seeing new things, but showed no interest in politics. Religion never entered his life.}}</ref>
| signature = Robert Koch signature.svg
}}
 
==ସଂକ୍ଷେପରେ ଜୀବନ==
'''ହେନେରିକ୍ ହରମନ୍ ରବର୍ଟ କଚ୍''' ହେଉଛନ୍ତି ଜଣେ [[ଜର୍ମାନୀ|ଜର୍ମାନ]] ଡାକ୍ତର ।[[ ଯକ୍ଷ୍ମା]] ବିଷୟରେ ଗୁଣାତ୍ମକ ଗବେଷଣା ପାଇଁ ୧୯୦୫ ମସିହାରେ ତାଙ୍କୁ ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍[[ନୋବେଲ ପୁରସ୍କାର]] ଦିଆଯାଇଥିଲା । ଜର୍ମାନ୍ ର ହେନ୍ଭର୍ ରାଜ୍ୟର କ୍ଳାଉସ୍ଥାଲ୍ ସହରରେ ୧୮୪୩ ମସିହା ଡିସେମ୍ବର ୧୧ ତାରିଖରେ ରବର୍ଟ କଚ୍ ଜନ୍ମ ଗ୍ରହଣ କରିଥିଲେ । ବାପା ହେନେରିକ୍ ହରମନ୍ କଚ୍ ଓ ମାତା ମାଥାଇମ୍ ଜୁଲି ହେନରିଟ୍ ବିଅରିଖୱେଣ୍ଡଙ୍କ ଜନ୍ମିତ ୧୩ ପିଲାପିଲିଙ୍କ ମଧ୍ୟରୁ ରବର୍ଟ କଚ୍ ହେଉଛନ୍ତି ତୃତୀୟ ପୁତ୍ର । ୧୮୧୮ ମସିହାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ପ୍ରତ୍ୟେକ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିଥଲେ । ୧୮୬୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମାତ୍ର ବୁଡ଼ାଜାହାଜରେ ଜଣେ ଡ଼ାକ୍ତର ଭାବରେ କାମ କରିବାକୁ ତାଙ୍କର ଇଚ୍ଛା ଥିଲା । ତେଣୁ ଗତିନ୍ଜନ୍ ବିଶ୍ୱବିଦ୍ୟାଳୟରେ ଆୟୁର୍ବିଜ୍ଞାନ ପଢ଼ି ୧୮୬୬ ମସିହାରେ ଡ଼ିଗ୍ରୀ ହାସଲ୍ହାସଲ କରିଥିଲେ । ୬୬ ବର୍ଷ ବୟସରେ ମେ ୨୭ ତାରିଖ, ୧୯୧୦ ମସିହାରେ ବଡ଼େନ୍-ବଡ଼େନ୍ ସହରରେ କଚ୍ ପ୍ରାଣ ତ୍ୟାଗ କରିଥିଲେ ।
 
 
==କଚ୍ ଙ୍କ ଗବେଷଣା==
ବୀଜାଣୁ ବା ବ୍ୟାକ୍ଟେରିଆ ଉପରେ ରବର୍ଟ କଚ୍ ଗବେଷଣା କରି ଲୁଇ ପାଶ୍ଚରଙ୍କ ସୃଷ୍ଟ ବୀଜାଣୁ ବିଜ୍ଞାନକୁ ପ୍ରତିଷ୍ଟିତ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିଥିଲେ । ଗୋଜାତି ପଶୁମାନଙ୍କ ମଧ୍ୟରେ ଆନ୍ଥ୍ରାକ୍ସ ରୋଗର ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ବେସିଲସ୍ ଏନ୍ଥ୍ରାସିସ୍ ବୀଜାଣୁକୁ କଚ୍ ସଂକ୍ରମିତ ପଶୁର ରକ୍ତରୁ ଅଲଗା କରିଥିଲେ । ଏଭଲି ବୀଜାଣୁକୁ ଅବମିଶ୍ରିତ ପୋଷକରେ ବୃଦ୍ଧି କରାଯାଇଥିଲା । ଏହି ବୀଜାଣୁ ନିଜସ୍ୱ ପୋଷଦଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଲଗା ହୋଇ ରହିଲେ ଅକ ପ୍ରକାର କୋଷ ପେଟୀଦ୍ୱାରା ଆବୃତ ହେଉଥିବାର ଦର୍ଶାଇଥିଲେ । ବିଜାଣୁର ଏହି ଅବସ୍ଥାକୁ ଅନ୍ତର ରେଣୁ କୁହାଯାଏ । ଏଗୁଡ଼ିକ ମାଟିରେ ବହୁତ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିପାରନ୍ତି ଯାହାକି ଉପଯୁକ୍ତ ପରିବେଶର ଗୋଜାତୀ ପଶୁଙ୍କୁ ହଠାତ୍ହଠାତ ସଂକ୍ରମଣ କରେ । ଏହାଦ୍ୱାରା ମହାମାରୀ ଭାବରେ ଆନ୍ଥ୍ରାକ୍ସ ବ୍ୟାପିଯାଏ ।
 
ରବର୍ଟ କଚ୍ ୧୮୮୩ ମସିହାରେ ଫ୍ରାନ୍ସ ଗବେଷକମାନଙ୍କ ସହିତ ମିଶି ହଇଜା ରୋଗ ବିଷୟରେ ଗବେଷଣା କରିଥିଲେ ଏବଂ ଏହି ରୋଗ କରୁଥିବା ବୀଜାଣୁକୁ ଚିହ୍ନଟ କରିଥିଲେ । ସେ ସମୟରେ ବଳବତ୍ତର ଥିବା ମିଆଜ୍ମା ତତ୍ତ୍ୱ ପାଇଁ ଏଭଳି ଆବିଷ୍କାରକୁ ଗୁରୁତ୍ୱ ଦିଆଯାଇନଥିଲା ।