"ପାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫ କ ଧାଡ଼ି:
'''{{pi}} (ପାଇ)''' ସଂଖ୍ୟାଟି ହେଉଛି ଏକ [[ଗାଣିତିକ ସ୍ଥିରାଙ୍କ]], ଏକ [[ବୃତ୍ତ]]ର [[ପରିଧି]] ସହ [[ବ୍ୟାସ]]ର [[ଅନୁପାତ]]କୁ ବୁଝାଏ । ଏହାର ମୂଲ୍ୟ ପାଖାପାଖି ୩.୧୪୧୫୯ ଅଟେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରୁ ଏହାକୁ ଗ୍ରୀକ ଅକ୍ଷର {{pi}} ସୁଚା ଯାଇଆସୁଅଛି, ଯଦିଓ ବେଳେବେଳେ ଏହାକୁ "'''ପାଇ'''" ({{IPAc-en|p|aɪ}}) ବୋଲି ଉଚ୍ଚାରଣ କରାଯାଇଥାଏ ।<ref>{{cite web|url=http://dictionary.reference.com/browse/pi?s=t|title=pi|publisher=Dictionary.reference.com|date=2 March 1993|accessdate=18 June 2012}}</ref>
 
ବୃତ୍ତର ଆକୃତି ଜେତେ ବଡ ବା ସାନ ହେଉପଛେ ଉଭୟ ଯୁକ୍ତିମୂଳକ ଓ ପରିକ୍ଷାମୂଳକ ଭାବରେ ପ୍ରମାଣ କରାଯାଇଛି ଯେ, ଯେକୌଣସି ବୃତ୍ତର ସର୍ବଦା ପରିଧି/ବ୍ୟାସ = ଏକ ଧ୍ବବାଙ୍କ ।
ଏହି ଧୃବାଙ୍କକୁ ଗ୍ରୀକ୍ ଅକ୍ଷର ପାଇ ନାମରେ ଅବିହିତ କରାଯାଇଛି। ଏହି ହୋଉଛେ ପାଇର ଅସରନ୍ତି ଦସମିକ ସଂଖ୍ୟା ୩.୧୪୧୫୯୨...... ଯାହାକି ୧୭୦୬ ମସେହାରେ ଗଣିତଙ୍କ ଉଇଲିଯମ୍ ଜୋନସ୍ ଦର୍ଶାଇ ଥିଲେ ।୧୭୬୧ ମସେହାରେ ଗଣିତଙ୍କ ଲାମ୍ବବେର୍ଟ ପ୍ରମାଣ କରିଥିଲେ ଯେ, ପାଇ ଏକ ଅପରିମେଯ ସଂଖ୍ୟା । ଏହି ସଂଖ୍ୟାର ନିରୁପଣ କରିବା ପାଇଁ ୨୫୦୦ ବର୍ଷ ହେଲା ଚେଷ୍ଟା ହୋଇ ଆସୁଅଛି । ଗ୍ରିକ୍ ଗଣିତଙ୍କ ଆର୍କିମେଡିସ୍ଙ୍କ ଅନୁଯାଯି ପିଇର ଆସନ୍ମମାନ 22/7 ସାମାନ୍ୟ ଅଧିକ ଅଟେ । ପାଇର ପ୍ରକୃତ ମାନଠାରୁ ଉପରକ୍ତ ଆସନ୍ନ ମାନ
== ନାମ ==
 
"https://or.wikipedia.org/wiki/ପାଇ"ରୁ ଅଣାଯାଇଅଛି