"ଆର୍ଯ୍ୟଭଟ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Anshuman2111 ପୃଷ୍ଠାଟିକୁ ଆର୍ଯ୍ୟଭଟରୁ ଆର୍ଯ୍ୟଭଟ୍ଟକୁ ଘୁଞ୍ଚାଇଲେ: ଠିକ୍ ବନାନ
No edit summary
୨ କ ଧାଡ଼ି:
{{Infobox person
| honorific_prefix =
| name = ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ
| image =2064 aryabhata-crp.jpg
| image_size = 230px
| alt =
| caption = ଆଇ ୟୁ କା, ପୁନେଠାରେ ଅବସ୍ଥିତ ଆର୍ଯ୍ୟଭଟ୍ଟଙ୍କର ମୂର୍ତ୍ତି
| caption =
| birth_name =
| birth_date = ସନ ୪୭୬
୧୯ କ ଧାଡ଼ି:
| nationality = [[ଭାରତ|ଭାରତୀୟ]]
| other_names =
| ethnicity = ଅସ୍ମକ,ଭାରତୀୟ
| citizenship =
| education =
୨୬ କ ଧାଡ଼ି:
| years_active =
| known_for =
| notable_works =ଆର୍ଯ୍ୟଭଟୀୟଆର୍ଯ୍ୟଭଟ୍ଟୀୟ, ଆର୍ଯ୍ୟ-ସିଦ୍ଧାନ୍ତ
| style =
| influences =
୪୩ କ ଧାଡ଼ି:
}}
 
'''ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ'''<ref name="Aryabhata the Elder">{{cite web|title=Aryabhata the Elder|url=http://www-history.mcs.st-andrews.ac.uk/Biographies/Aryabhata_I.html|publisher=http://www-history.mcs.st-andrews.ac.uk|accessdate=18 July 2012}}</ref><ref name="Publishing2010">{{cite book|author=Britannica Educational Publishing|title=The Britannica Guide to Numbers and Measurement|url=http://books.google.com/books?id=cuN7rH6RzikC&pg=PA97|accessdate=18 July 2012|date=15 August 2010|publisher=The Rosen Publishing Group|isbn=978-1-61530-218-5|pages=97–}}</ref> (ସନ ୪୭୬– ସନ ୫୫୦)<ref name="Ray2009">{{cite book|author=Bharati Ray|title=Different Types of History|url=http://books.google.com/books?id=9x5FX2RROZgC&pg=PA95|accessdate=24 June 2012|date=1 September 2009|publisher=Pearson Education India|isbn=978-81-317-1818-6|pages=95–}}</ref><ref name="Yadav2010">{{cite book|author=B. S. Yadav|title=Ancient Indian Leaps Into Mathematics|url=http://books.google.com/books?id=nwrw0Lv1vXIC&pg=PA88|accessdate=24 June 2012|date=28 October 2010|publisher=Springer|isbn=978-0-8176-4694-3|pages=88–}}</ref> ହେଉଛନ୍ତି ଜଣେ ମହାନ [[ଭାରତ|ଭାରତୀୟ]] ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ)<ref name="Roupp1997">{{cite book|author=Heidi Roupp|title=Teaching World History: A Resource Book|url=http://books.google.com/books?id=-UYag6dzk7YC&pg=PA112|accessdate=24 June 2012|year=1997|publisher=M.E. Sharpe|isbn=978-1-56324-420-9|pages=112–}}</ref> ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ" ର ଆସନ୍ନ ମାନ ନିରୂପଣ ଅନ୍ୟତମ।
 
== ଜୀବନୀ ==
୫୫ କ ଧାଡ଼ି:
 
=== ଅନ୍ୟାନ୍ୟ ତଥ୍ୟ ===
କିଛି ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଏହା ମଧ୍ୟ ଆଶଙ୍କା କରାଯାଏ ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ କୋଡ଼ୁଙ୍ଗାଲ୍ଲୁର ଗ୍ରାମ (ପୁରୁଣା କେରଳର ଐତିହାସିକ ରାଜଧାନୀ ତିରୁଭଞ୍ଚିକୁଲ୍ଲମ)ରେ ଜନ୍ମଗ୍ରହଣ କରିଥିଲେ।<ref name="Menon">{{cite book|author=Menon|title=An Introduction to the History and Philosophy of Science|url=http://books.google.com/books?id=qi5Mcrm613oC&pg=PA52|accessdate=24 June 2012|publisher=Pearson Education India|isbn=978-81-317-2890-1|pages=52–}}</ref>ଆର୍ଯ୍ୟଭଟୀୟରେ ଅନେକ ସ୍ଥାନରେ '''ଲଙ୍କା''' ନାମର ଉଲ୍ଲେଖ ରହିଛି ଯାହା ଉଜ୍ଜୟିନୀର ଅବସ୍ଥିତି ସହ ସମାନ।<ref>See:<br /> *{{Harvnb|Clark|1930}}<br /> *{{Cite book | year=2000 | title = Indian Astronomy: An Introduction | author1=S. Balachandra Rao | publisher=Orient Blackswan | isbn=978-81-7371-205-0 | page=82 | url=http://books.google.com/?id=N3DE3GAyqcEC&pg=PA82&dq=lanka}}: "In Indian astronomy, the prime meridian is the great circle of the Earth passing through the north and south poles, Ujjayinī and Laṅkā, where Laṅkā was assumed to be on the Earth's equator."<br />*{{Cite book | year=2003 | title = Ancient Indian Astronomy | author1=L. Satpathy | publisher=Alpha Science Int'l Ltd. | isbn=978-81-7319-432-0 | page=200 | url=http://books.google.com/?id=nh6jgEEqqkkC&pg=PA200&dq=lanka}}: "Seven cardinal points are then defined on the equator, one of them called Laṅkā, at the intersection of the equator with the meridional line through Ujjaini. This Laṅkā is, of course, a fanciful name and has nothing to do with the island of Sri Laṅkā."<br />*{{Cite book | title = Classical Muhurta | author1=Ernst Wilhelm | publisher=Kala Occult Publishers | isbn=978-0-9709636-2-8 | page=44 | url=http://books.google.com/?id=3zMPFJy6YygC&pg=PA44&dq=lanka}}: "The point on the equator that is below the city of Ujjain is known, according to the Siddhantas, as Lanka. (This is not the Lanka that is now known as Sri Lanka; Aryabhata is very clear in stating that Lanka is 23 degrees south of Ujjain.)"<br />*{{Cite book | year=2006 | title = Pride of India: A Glimpse into India's Scientific Heritage | author1=R.M. Pujari | author2= Pradeep Kolhe | author3= N. R. Kumar | publisher=SAMSKRITA BHARATI | isbn=978-81-87276-27-2 | page=63 | url=http://books.google.com/?id=sEX11ZyjLpYC&pg=PA63&dq=lanka}}<br />*{{Cite book | year=1989 | title = The Surya Siddhanta: A Textbook of Hindu Astronomy | author1=Ebenezer Burgess | author2= Phanindralal Gangooly | publisher=Motilal Banarsidass Publ. | isbn=978-81-208-0612-2 | page=46 | url=http://books.google.com/?id=W0Uo_-_iizwC&pg=PA46&dq=lanka}}</ref>
 
== ରଚନାବଳୀ ==
 
ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ଅନେକ ଗଣିତ ଓ ଖଗୋଳବିଜ୍ଞାନ ସୂତ୍ରର ପ୍ରବର୍ତ୍ତକ, ଯେଉଁଥିରୁ ଅନେକ ଗୁଡ଼ିଏ ଲୋପ ପାଇଗଲାଣି। ତାଙ୍କର ମୁଖ୍ୟ ରଚନା ଆର୍ଯ୍ୟଭଟୀୟଆର୍ଯ୍ୟଭଟ୍ଟୀୟ ଭାରତୀୟ ଗଣିତକୁ ଏକ ପ୍ରମୁଖ ଅବଦାନ; ଯାହାର ଆଧୁନିକ ସମୟରେ ବହୁ ଅସ୍ତିତ୍ୱ ରହିଛି। ଆର୍ଯ୍ୟଭଟୀୟରେ [[ଅଙ୍କ ଗଣିତ]], [[ବୀଜ ଗଣିତ]], ସରଳ ତ୍ରିକୋଣମିତି ଓ ଗୋଲୀୟ ତ୍ରିକୋଣମିତି ର ସୂତ୍ର ରହିଛି। ଏହା ବ୍ୟତୀତ ନିରନ୍ତର ଭଗ୍ନାଂଶ, ଦ୍ୱିଧାତୁ ସମୀକରଣ ଓ ଧାତୁ-ଶୃଙ୍ଖଳା ଉପରେ ମଧ୍ୟ ସବିଶେଷ ଆଲୋଚନା ରହିଛି।
 
ଖଗୋଳୀୟ ଗଣନା ଉପରେ ଆଧାରିତ ଏକ ଗ୍ରନ୍ଥ '''ଆର୍ଯ୍ୟ-ସିଦ୍ଧାନ୍ତ'''ରେ ବହୁ ତଥ୍ୟ ଆର୍ଯ୍ୟଭଟଙ୍କଆର୍ଯ୍ୟଭଟ୍ଟଙ୍କ ସମକାଳୀନ [[ବ୍ରହ୍ମଗୁପ୍ତ]] ଓ ଭାସ୍କର-୧ମପ୍ରଥମ ଙ୍କଭାସ୍କରଙ୍କ ଦ୍ୱାରା ପ୍ରମାଣିତ ହୋଇଛି। ଏହି ଗ୍ରନ୍ଥଟି ପ୍ରାଚୀନ ସୂର୍ଯ୍ୟ-ସିଦ୍ଧାନ୍ତ ଉପରେ ଆଧାରିତ ଓ ମଧ୍ୟରାତ୍ର-ଦିବା ଗଣନାର ପ୍ରୟୋଗ ରହିଛି(ଆର୍ଯ୍ୟଭଟୀୟର ସୂର୍ଯ୍ୟାଦୋୟର ବିପରୀତ)। ଏଥିରେ ଅନେକ ଖଗୋଳୀୟ ଉପକରଣ ଯଥା - ଶଙ୍କୁ ଯନ୍ତ୍ର, ଛାୟା ଯନ୍ତ୍ର, କୋଣ ମାପିବା ଯନ୍ତ୍ର, ଅର୍ଧ୍ହ୍ ବୃତ୍ତ ଓ ବୃତ୍ତ ଆକାରର ଧନୁର୍ଯନ୍ତ୍ର/ ଚକ୍ର ଯନ୍ତ୍ର, ବେଲଣା ବାଡ଼ି ଆକାରର ଯଷ୍ଟି ଯନ୍ତ୍ର, ଛତା ଆକାରର ଛତ୍ର ଯନ୍ତ୍ର ଓ ଜଳ ଘଡ଼ି ଇତ୍ୟାଦିର ବର୍ଣ୍ଣନା ରହିଛି।<ref name = Ansari/>
 
=== ଆର୍ଯ୍ୟଭଟୀୟ ===
 
ଆର୍ଯ୍ୟଭଟଙ୍କଆର୍ଯ୍ୟଭଟ୍ଟଟଙ୍କ କାର୍ଯ୍ୟର ପ୍ରତ୍ୟକ୍ଷ ବିବରଣୀ ଆର୍ଯ୍ୟଭଟୀୟରେଆର୍ଯ୍ୟଭଟ୍ଟୀୟରେ ମିଳିଥାଏ। ଏହି ନାମଟି ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ନିଜେ ଦେଇ ନଥିଲେ, ଏହା ତାଙ୍କ ପରବର୍ତ୍ତୀ ଗଣିତଜ୍ଞ ମାନଙ୍କ ଦ୍ୱାରା ଦିଆଯାଇଛି। ତାଙ୍କର ଶିଷ୍ୟ ପ୍ରଥମ ଭାସ୍କର-୧ମ ଏହାକୁ '''ଅସ୍ମକତନ୍ତ୍ର''' ନାମ ଦେଇଥିଲେ। ଏହାକୁ କେବେ କେବେ ''ଆର୍ଯ୍ୟ-ଶତସ-ଅଷ୍ଟ''(ଆର୍ଯ୍ୟଭଟ-୧୦୮) ମଧ୍ୟ କୁହାଯାଇଥାଏ; କାରଣ ଏହି ରଚନାଟିରେ ୧୦୮ଟି ସୂତ୍ର ରହିଅଛି। ସମ୍ପୂର୍ଣ୍ଣ ରଚନାଟି ୧୦୮ଟି ସୂତ୍ର, ୧୩ଟି ପ୍ରାରମ୍ଭିକ ସୂତ୍ର ଏବଂ ଚାରି ପାଦ(ଅଧ୍ୟାୟ)ରେ ବିଭକ୍ତ ହୋଇଛି।
 
# ''ଗୀତିକ ପାଦ'': (୧୩ଟି ସୂତ୍ର): ସମୟର ବଡ଼ ଅବଧି - କଳ୍ପ, ମନ୍ୱନ୍ତର, ଯୁଗ ତଥା ଜ୍ୟା ର ବର୍ଣ୍ଣନା ଏବଂ ମହାଯୁଗର ସମୟସୀମା ୪୩.୨ କୋଟି ବର୍ଷ ନିର୍ଦ୍ଧାରଣ ଇତ୍ୟାଦିର ବର୍ଣ୍ନନା।
୭୨ କ ଧାଡ଼ି:
# ''ଗୋଲ ପାଦ'': (୫୦ଟି ସୂତ୍ର): ଆକାଶ କ୍ଷେତ୍ରର ଜ୍ୟାମିତିକ/ତ୍ରିକୋଣମିତିକ ପରିମାପ, କ୍ରାନ୍ତି ବୃତ୍ତ ଓ ଆକାଶର ଭୂମଧ୍ୟ ରେଖା, ପୃଥିବୀର ଆକାର, ଦିନ ଓ ରାତିର କାରଣ, ରାଶିଚକ୍ରର ସଙ୍କେତ ଇତ୍ୟାଦିର ବର୍ଣ୍ନନା।
 
ଆର୍ଯ୍ୟଭଟୀୟଆର୍ଯ୍ୟଭଟ୍ଟୀୟ ଦ୍ୱାରା ଗଣିତ ଓ ଖଗୋଳ ବିଜ୍ଞାନ କ୍ଷେତ୍ରରେ ଅନେକ ନୂତନ ତଥ୍ୟର ଅବତାରଣା ହୋଇଥିଲା ଯାହା ବହୁ ଶତାବ୍ଦୀ ଧରି ପ୍ରଭାବଶାଳୀ ରହିଥିଲା। ଗ୍ରନ୍ଥ ଟୀକାର ସବିଶେଷ ବିବରଣୀ ତାଙ୍କର ଶିଷ୍ୟ ଭାସ୍କର-୧ମଙ୍କ ରଚିତ ଭାଷ୍ୟ(ସନ ୬୦୦) ଏବଂ ନୀଳକଣ୍ଠ ସୋମାୟାଜୀଙ୍କ ରଚିତ ଆର୍ଯ୍ୟଭଟୀୟ ଭାଷ୍ୟ(୧୪୬୫)ରେ ମିଳିଥାଏ।
 
== ଗଣିତକୁ ଅବଦାନ ==
୭୯ କ ଧାଡ଼ି:
ପ୍ରଥମେ ତୃତୀୟ ଶତାବ୍ଦୀର "ବକ୍ଷଶାଳୀ ପାଣ୍ଡୁଲିପି"ରେ ଦର୍ଶା ଯାଇଥିବା ସ୍ଥାନ ନିରୂପଣ ଶୈଳୀ ତାଙ୍କ କାର୍ଯ୍ୟରେ ଦେଖାଯାଏ। ତାଙ୍କ ରଚନାବଳୀରେ ସେ ନିଶ୍ଚିତ ରୂପେ ଶୂନ୍ୟର ପ୍ରୟୋଗ କରି ନଥିଲେ ମଧ୍ୟ ଫରାସୀ ଗଣିତଜ୍ଞ ଜର୍ଜ ଇଫ୍ରହଙ୍କ ମତ ଅନୁସାରେ; ରିକ୍ତ ଗୁଣାଙ୍କ ସହିତ ଦଶର ଘାତ ନିମନ୍ତେ ଏକକ ସ୍ଥାନ ଧାରକରେ ଶୂନ୍ୟର ଜ୍ଞାନ ଆର୍ଯ୍ୟଭଟଙ୍କୁ ଜଣାଥିଲା।
 
କିନ୍ତୁ ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ବ୍ରାହ୍ମୀ ଅଙ୍କର ପ୍ରୟୋଗ ନ କରି ବୈଦିକ କାଳରୁ ଚଳି ଆସୁଥିବା ପାରମ୍ପାରିକ ସଂସ୍କୃତ ପ୍ରଥା ଅନୁସାରେ ସଂଖ୍ୟା ନିରୂପଣ ପାଇଁ ବର୍ଣ୍ଣମାଳାର ଅକ୍ଷର ବ୍ୟବହାର କରିଥିଲେ। <ref>{{cite book
| author = George. Ifrah | title = A Universal History of Numbers: From Prehistory to the Invention of the Computer | publisher = John Wiley & Sons | address = London
| year = 1998}}</ref>ସେ ମାତ୍ରା(ପରିମାଣ)କୁ ପ୍ରକାଶ କରିବା ନିମନ୍ତେ ସ୍ମାରକ(ନିମୋନିକ) ବ୍ୟବହାର କରୁଥିଲେ।<ref>{{Cite book | last1 = Dutta | given1 = Bibhutibhushan | surname2 = Singh | given2 = Avadhesh Narayan | year = 1962 | title = History of Hindu Mathematics | publisher = Asia Publishing House, Bombay | isbn = 81-86050-86-8 (reprint) | ref = harv | postscript = <!--None-->}}</ref>
୯୧ କ ଧାଡ଼ି:
"ଏକଶହରେ ଚାରି ଯୁକ୍ତ କରି, ଆଠ ଦ୍ୱାରା ଗୁଣନ କରି, ପୁଣି ୬୨,୦୦୦ ଯୋଗକଲେ ଏକ ବୃତ୍ତର ପରିଧି ନିରୂପଣ କରାଯାଇ ପାରିବ ଯାହାର ବ୍ୟାସ ୨୦,୦୦୦"<ref>{{cite book |title= Geometry: Seeing, Doing, Understanding (Third Edition) |last= Jacobs |first= Harold R. |year= 2003 |publisher= W.H. Freeman and Company |location= New York |isbn= 0-7167-4361-2 |page= 70}}</ref></blockquote>
 
ଏହା ଦର୍ଶାଏ ଯେ ବୃତ୍ତର ପରିଧି ଓ ବ୍ୟାସର ଅନୁପାତ ((୪ +୧୦୦) ×୮ +୬୨୦୦୦)/୨୦୦୦୦ =୬୨୮୩୨/୨୦୦୦୦ = ୩.୧୪୧୬, ଯାହାକି ପଞ୍ଚମ ସ୍ଥାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ଠିକ ଅଟେ। ଏହା ମଧ୍ୟ କୁହାଯାଏ ଯେ ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ "ଆସନ୍ନ" ଶବ୍ଦଟିର ପ୍ରଥମେ ବ୍ୟାଖ୍ୟା କରିଥିଲେ; ଯାହାକି ନିକଟତମ ଅଟେ କିନ୍ତୁ ତା’ର ମୂଲ୍ୟର ଆକଳନ ହୋଇପାରିବ ନାହିଁ(ଅପରିମେୟ)। ଏହା ଯଦି ସତ୍ୟ, ତେବେ ଏହା ଏକ ବିଚକ୍ଷଣ ସିଦ୍ଧାନ୍ତ ଥିଲା; କାରଣ ୧୭୬୧ ମସିହାରେ ୟୁରୋପୀୟ ବୈଜ୍ଞାନିକ ଲାମ୍ବର୍ଟଙ୍କ<ref>{{cite book | author = S. Balachandra Rao | title = Indian Mathematics and Astronomy: Some Landmarks | publisher = Jnana Deep Publications | year = 1994/1998 | address = Bangalore | isbn = 81-7371-205-0}}</ref> ଦ୍ୱାରା "ପାଇ" ଏକ ଅପରିମେୟ ସଂଖ୍ୟା ବୋଲି ପ୍ରମାଣିତ ହୋଇଥିଲା। ପରେ ଆର୍ଯ୍ୟଭଟୀୟ ସନ ୮୨୦ରେ ଆରବୀୟ ଭାଷାରେ ଅନୁବାଦ ହୋଇଥିଲା, ଏବଂ "ପାଇ"ର ଏହି ଆସନ୍ନମାନ "ଅଲ-ଖ୍ୱାରିଜ୍ମୀ"ର ବୀଜ ଗଣିତରେ ବ୍ୟବହାର ହୋଇଥିବା ଦେଖାଯାଏ।<ref name = Ansari/>
 
=== ତ୍ରିକୋଣମିତି ===
 
ଗଣିତ ପାଦ-୬ ରେ ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ତ୍ରିଭୁଜର କ୍ଷେତ୍ରଫଳ ଲେଖିଛନ୍ତି ଯେ-
: '' ତ୍ରିଭୁଜସ୍ୟ ଫଳାଶରୀରଂ ସମଦଳାକୋଟି ଭୁଜର୍ଧସମବର୍ଗଃ''
ଏହାର ଅନୁବାଦ ହେଉଛି "ଏକ ତ୍ରିଭୁଜ ପାଇଁ, ଅର୍ଦ୍ଧ-ପକ୍ଷ ସହିତ ଲମ୍ବତାର ପରିମାଣ(ଗୁଣନ) କ୍ଷେତ୍ରଫଳ ଅଟେ।"<ref>{{Cite book | author = Roger Cooke | title = History of Mathematics: A Brief Course
୧୦୫ କ ଧାଡ଼ି:
 
ପ୍ରାଚୀନ କାଳରୁ ଭାରତୀୟ ଗଣିତଜ୍ଞ ମାନଙ୍କର ax + b = cy ସ୍ୱରୂପ ସମୀକରଣର ପୂର୍ଣ୍ଣାଙ୍କ ସମାଧାନ ପାଇଁ ଚେଷ୍ଟା ରହିଅଛି, ଯାହାକୁ '''ଅନିଶ୍ଚିତ ବହୁପଦୀୟ ସମୀକରଣ(Diophantine equation)''' କୁହାଯାଏ।
[[ଭାସ୍କର]]ଙ୍କ ଦ୍ୱାରା ଆର୍ଯ୍ୟଭଟୀୟରେଆର୍ଯ୍ୟଭଟ୍ଟୀୟରେ ଏହାର ଏକ ବ୍ୟାଖ୍ୟାର ଉଦାହରଣ: "ସେହି ସଂଖ୍ୟାଟିକୁ ନିରୂପଣ କର ଯେଉଁଥିରେ ୮ ହରଣ କଲେ ଶେଷଫଳ ୫, ୯ ହରଣ କଲେ ଶେଷଫଳ ୪,୭ ହରଣ କଲେ ଶେଷଫଳ ୭ ରହେ" ଅର୍ଥାତ N = ୮x+୫= ୯y+୪= ୭z+୧ ର ସମାଧାନ କର। ଏହାର ବିଶେଷ ଭାବେ ବର୍ଣ୍ଣନା '''ଶୁଲ୍ବ ସୁତ୍ର''' ରେ ରହିଛି। ଏହିପରି ସମୀକରଣର ଆର୍ଯ୍ୟଭଟୀୟ ସମାଧାନ ପ୍ରଣାଳୀକୁ '''କୁଟ୍ଟକ''' କୁହାଯାଏ। ଏକ ପୁନରାବର୍ତ୍ତୀକ ପ୍ରଣାଳୀରେ ଛୋଟ ଛୋଟ ସଂଖ୍ୟା ଦ୍ୱାରା ମୂଳ ଅଙ୍କଟିକୁ ପ୍ରାପ୍ତ କରାଯାଏ, ଯାହାର ବିବରଣୀ ସନ ୬୨୧ରେ ଭାସ୍କର ଦେଇଥିଲେ। ପ୍ରଥମ କ୍ରମର ଅନିଶ୍ଚିତ ବହୁପଦୀୟ ସମୀକରଣର ସମାଧାନ ପାଇଁ ମାନକ ପ୍ରଣାଳୀକୁ '''ଆର୍ଯ୍ୟଭଟ କଳନାବିଧି(ଆଲଗୋରିଦମ)''' କୁହାଯାଏ।<ref>Amartya K Dutta, [http://www.ias.ac.in/resonance/Oct2002/pdf/Oct2002p6-22.pdf "Diophantine equations: The Kuttaka"], ''Resonance'', October 2002. Also see earlier overview: [http://www.ias.ac.in/resonance/April2002/pdf/April2002p4-19.pdf ''Mathematics in Ancient India''].</ref>
୨୦୦୬ ମସିହାରେ ଆର.ଏସ.ଏ. କନଫରେନ୍ସ(RSA Conference) ମାଧ୍ୟମରେ ଗୁପ୍ତ ବିଜ୍ଞାନ(କ୍ରିପ୍ଟୋଲୋଜି)ରେ ରୁଚି ରଖୁଥିବା ଗବେଷକଙ୍କ ଦ୍ୱାରା ଆର୍ଯ୍ୟଭଟ କଳନାବିଧି ଓ ଶୁଲ୍ବ ସୁତ୍ର ଉପରେ ସାରଗର୍ଭକ ଆଲୋଚନା ହୋଇଥିଲା।
 
=== ବୀଜ ଗଣିତ ===
 
ଆର୍ଯ୍ୟଭଟୀୟଆର୍ଯ୍ୟଭଟ୍ଟୀୟ ଗ୍ରନ୍ଥରେ ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ବର୍ଗଫଳ ଓ ଘନଫଳର ଯୋଗକ୍ରିୟା ଉପରେ ଅନେକ ମୂଲ୍ୟବାନ ସୂତ୍ର ଦେଇଛନ୍ତି: <ref>{{cite book|first=Carl B.| last=Boyer | Benjamin Boyer |title=A History of Mathematics |edition=Second |publisher=John Wiley & Sons, Inc. |year=1991 |isbn=0-471-54397-7 |page = 207 |chapter = The Mathematics of the Hindus |quote= "He gave more elegant rules for the sum of the squares and cubes of an initial segment of the positive integers. The sixth part of the product of three quantities consisting of the number of terms, the number of terms plus one, and twice the number of terms plus one is the sum of the squares. The square of the sum of the series is the sum of the cubes."}}</ref>
:<math>1^2 + 2^2 + \cdots + n^2 = {n(n + 1)(2n + 1) \over 6}</math>
୧୧୭ କ ଧାଡ଼ି:
== ଖଗୋଳ ବିଜ୍ଞାନକୁ ଅବଦାନ ==
 
ଆର୍ଯ୍ୟଭଟଙ୍କଆର୍ଯ୍ୟଭଟ୍ଟଙ୍କ ଖଗୋଳ ବିଜ୍ଞାନ ପ୍ରଣାଳୀକୁ "ଔଦାୟାକା ପ୍ରଣାଳୀ" କୁହାଯାଏ ଯେଉଁଠି ଦିନର ଆରମ୍ଭ "ଉଦୟ"ରୁ ହୋଇଥାଏ। ତାଙ୍କରି ପରବର୍ତ୍ତୀ କିଛି ରଚନାବଳୀ(ଅର୍ଦ୍ଧ-ରାତିକା) ଯାହା ନଷ୍ଟ/ଲୋପ ହୋଇଯାଇଛି, ତାହା ବ୍ରହ୍ମଗୁପ୍ତଙ୍କ '''ଖାନଦାକାଅଧ୍ୟାକା'''ରୁ କିଛି ମାତ୍ରାରେ ଉଦ୍ଧାର କରାଯାଇଛି। ସେ ବିଶ୍ୱାସ କରୁଥିଲେଯେ ଗ୍ରହମାନଙ୍କ ଚଳନପଥ ବୃତ୍ତୀୟ ନ ହୋଇ ପରି-ବୃତ୍ତୀୟ( elliptical) ଅଟେ।<ref>J. J. O'Connor and E. F. Robertson, [http://www-groups.dcs.st-and.ac.uk/~history/Biographies/Aryabhata_I.html Aryabhata the Elder], MacTutor History of Mathematics archive'':
<br />{{quote|"He believes that the Moon and planets shine by reflected sunlight, incredibly he believes that the orbits of the planets are ellipses."}}</ref><ref name=Hayashi08Aryabhata>Hayashi (2008), ''Aryabhata I''</ref>
 
=== ସୌର ପ୍ରଣାଳୀର ଗତିବିଧି ===
 
ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ସଠିକ ଭାବେ ଆକଳନ କରିଥିଲେ ଯେ ପୃଥିବୀ ନିଜ ଅକ୍ଷାଂଶ ଚାରିପାଖେ ଘୁରୁଅଛି; ଏବଂ ନକ୍ଷତ୍ରମାନଙ୍କ ସମାନ୍ତରାଳ ଗତି ଏହି ଘୂର୍ଣ୍ଣନର ଆପେକ୍ଷିକ ଗତି ଅଟେ। ଏହା ଆର୍ଯ୍ୟଭଟୀୟରଆର୍ଯ୍ୟଭଟ୍ଟୀୟର ପ୍ରଥମ ଅଧ୍ୟାୟରେ "ଯୁଗ" <ref>Aryabhatiya 1.3ab, see Plofker 2009, p. 111.</ref>ଭାବେ ବର୍ଣ୍ନନା କରାଯାଇଅଛି ଓ ସଂପୂର୍ଣ୍ଣ ବର୍ଣ୍ଣନା "ଗୋଲ ପାଦ"<ref>[''achalAni bhAni samapashchimagAni&nbsp;...'' – golapAda.9–10]. Translation from K. S. Shukla and K.V. Sarma, K. V. ''Āryabhaṭīya of Āryabhaṭa'', New Delhi: Indian National Science Academy, 1976. Quoted in Plofker 2009.</ref>ରେ ରହିଅଛି।
 
ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ସୌରପ୍ରଣାଳୀକୁ ଏକ ଭୂକୈନ୍ଦ୍ରୀୟ ମାନରେ ବର୍ଣ୍ଣନା କରିଛନ୍ତି ; ଯେଉଁଥିରେ [[ସୂର୍ଯ୍ୟ]] ଓ [[ଚନ୍ଦ୍ର]] ଗୃହ-ଚକ୍ରରେ(epicycles) ଗତି କରନ୍ତି । '''ପିତାମହ ସିଦ୍ଧାନ୍ତ'''(ସନ ୪୨୫) ରେ ମଧ୍ୟ ଉଲ୍ଲେଖ ରହିଛି ଏହି ଗତି ଦୁଇ ଗୃହ-ଚକ୍ର ଦ୍ୱାରା ନିୟନ୍ତ୍ରିତ - "ମନ୍ଦ" ଓ "ଶୀଘ୍ର"।<ref>{{Cite book | last = Pingree | first = David | contribution = Astronomy in India | editor-last = Walker
| editor-first = Christopher | title = Astronomy before the Telescope | pages = 123–142 | publisher = British Museum Press | place = London | year = 1996 | isbn = 0-7141-1746-3
| ref = harv | postscript = <!--None-->}} pp. 127–9.</ref> ପୃଥିବୀଠାରୁ ଦୂରତା ଅନୁସାରେ ଗ୍ରହମାନଙ୍କର ସ୍ଥିତି - [[ଚନ୍ଦ୍ର]], [[ବୁଧ]], [[ଶୁକ୍ର]], [[ସୂର୍ଯ୍ୟ]], [[ମଙ୍ଗଳ]], [[ବୃହସ୍ପତି]], [[ଶନି]], ଖଗୋଳ ବିଧା(asterism) ।<ref name=Ansari/>ଆର୍ଯ୍ୟଭଟଙ୍କଆର୍ଯ୍ୟଭଟ୍ଟଙ୍କ ପ୍ରଣାଳୀରେ ଅନ୍ୟ ଏକ ତତ୍ତ୍ୱ "ସିଧରୋକା" ଦର୍ଶାଏ ଯେ ଐତିହାସିକ ମାନେ ଏହାକୁ ସୂର୍ଯ୍ୟ କୈନ୍ଦ୍ରୀୟତାର ମୂଳ ରୂପେ ଗ୍ରହଣ କରିଛନ୍ତି।<ref>Otto Neugebauer, "The Transmission of Planetary Theories in Ancient and Medieval Astronomy," ''Scripta Mathematica'', 22 (1956), pp. 165–192; reprinted in Otto Neugebauer, ''Astronomy and History: Selected Essays,'' New York: Springer-Verlag, 1983, pp. 129–156. ISBN 0-387-90844-7</ref> <ref>Hugh Thurston, ''Early Astronomy,'' New York: Springer-Verlag, 1996, pp. 178–189. ISBN 0-387-94822-8</ref>
 
=== ଗ୍ରହଣ ଓ ପରାଗ ===
 
ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ହିଁ ପ୍ରଥମେ କହିଥିଲେ ଚନ୍ଦ୍ର ଓ ଅନ୍ୟ ଗ୍ରହମାନଙ୍କର ନିଜର ଆଲୋକ ନାହିଁ ଏବଂ ସେମାନେ ସୂର୍ଯ୍ୟଙ୍କ ଆଲୋକରେ ପ୍ରତିଫଳିତ । ସେ ମଧ୍ୟ ରାହୁ ଓ କେତୁ ଦ୍ୱାରା ହେଉଥିବା [[ଚନ୍ଦ୍ରଗ୍ରହଣ]] ଏବଂ [[ସୂର୍ଯ୍ୟପରାଗ]]ର ଅନ୍ଧବିଶ୍ୱାସ ଦୂର କରିଥିଲେ ଓ ସଠିକ କାରଣ ଜଣାଇଥିଲେ। ଗୋଲା ପାଦର ୩୦-୪୮ ସୂତ୍ରରେ ରେ ପୃଥିବୀର ଛାୟା ଉପରେ ବିଷଦ ଆଲୋଚନା ରହିଅଛି ଓ ଗ୍ରହଣର ଆକାର ଓ ସୀମାର ଗଣନା ରହିଅଛି। ପରବର୍ତ୍ତୀ ସମୟର ଖଗୋଳ ବିଜ୍ଞାନୀ ମାନଙ୍କ ଦ୍ୱାରା ଏହା ଅଧିକ ସଂଶୋଧିତ ହୋଇଛି। ୧୮ତମ ଶତାବ୍ଦୀର ବୈଜ୍ଞାନିକ ଗୁଇଲୌମେ ଲେ ଜେଣ୍ଟିଲଙ୍କ ମତରେ ୩୦ ଅଗଷ୍ଟ ୧୭୬୫ ରେ ହୋଇଥିବା ଚନ୍ଦ୍ରଗ୍ରହଣ ବାସ୍ତବିକ ଗଣନା ଠାରୁ ଆର୍ଯ୍ୟଭଟୀୟ ଗଣନା ଅନୁସାରେ କେବଳ ୦.୨%(୪୧ ସେକେଣ୍ଡ) କମ ଅଟେ।<ref name=Ansari/>
 
=== ସମୟ ଅବଧି ===
 
ଆଧୁନିକ ଇଂରାଜୀ ସମୟକୁ ମାନଙ୍କ ରୂପେ ଗ୍ରହଣ କଲେ ଆର୍ଯ୍ୟଭଟନଙ୍କଆର୍ଯ୍ୟଭଟ୍ଟଙ୍କ ଗଣନା ଅନୁସାରେ ପୃଥିବୀର ଅକ୍ଷାଂଶ ପରିକ୍ରମାର ଅବଧି ୨୩ଘଣ୍ଟା, ୫୬ ମିନିଟ. ୪.୧ ସେକେଣ୍ଡ,<ref name="Selin1997">{{cite book|editor=Helaine Selin|author=R.C.Gupta|contribution=Āryabhaṭa|title=Encyclopaedia of the history of science, technology, and medicine in non-western cultures|url=http://books.google.com/books?id=raKRY3KQspsC&pg=PA72|accessdate=22 January 2011|date=31 July 1997|publisher=Springer|isbn=978-0-7923-4066-9|page=72}}</ref> ଏବଂ ଆଧୁନିକ ଅବଧି ୨୩:୫୬:୪.୦୯୧। ସେହି ପ୍ରକାର ବର୍ଷ ପରିକ୍ରମାର ଅବଧି ୩୬୫ଦିନ, ୬ଘଣ୍ଟା, ୧୨ମିନିଟ, ୩୦ସେକେଣ୍ଡ (୩୬୫.୨୫୮୫୮ ଦିନ)<ref>Ansari, p. 13, Table 1</ref> ଯାହାକି ବର୍ତ୍ତମାନର ଗଣନାଠାରୁ ମାତ୍ର ୩ ମିନିଟ, ୨୦ ସେକେଣ୍ଡ କମ ଅଟେ(୩୬୫.୨୫୬୩୬ ଦିନ)।<ref>''[http://www.flipkart.com/aryabhatiya-mohan-apte-book-8174344802 Aryabhatiya] {{lang-mr|आर्यभटीय}}'', Mohan Apte, Pune, India, Rajhans Publications, 2009, p.25, ISBN 978-81-7434-480-9</ref>
 
=== ସୂର୍ଯ୍ୟ କୈନ୍ଦ୍ରୀୟତା ===
 
ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ ଦାବୀ କରିଥିଲେ ଯେ ପୃଥିବୀ ନିଜ ଚାରିପଟେ ଘୂରିବା ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ଏକ ଶକ୍ତି ଦ୍ୱାରା ଘୁରୁଛି। ସେହି ଶକ୍ତି ଦ୍ୱାରା ଅନ୍ୟ ଗ୍ରହମାନେ ମଧ୍ୟ ସୂର୍ଯ୍ୟଙ୍କୁ ପ୍ରଦିକ୍ଷଣ କରୁଛନ୍ତି। ତେଣୁ ତାଙ୍କର ସମସ୍ତ ଗଣନା ସୂର୍ଯ୍ୟ କୈନ୍ଦ୍ରୀୟତା ଉପରେ ଆଧାରିତ ବୋଲି କୁହାଯାଏ,<ref>The concept of Indian heliocentrism has been advocated by B. L. van der Waerden, ''Das heliozentrische System in der griechischen, persischen und indischen Astronomie.'' Naturforschenden Gesellschaft in Zürich. Zürich:Kommissionsverlag Leeman AG, 1970.</ref><ref>B.L. van der Waerden, "The Heliocentric System in Greek, Persian and Hindu Astronomy", in David A. King and George Saliba, ed., ''From Deferent to Equant: A Volume of Studies in the History of Science in the Ancient and Medieval Near East in Honor of E. S. Kennedy'', Annals of the New York Academy of Science, 500 (1987), pp. 529–534.</ref><ref>{{Cite book|title=Early Astronomy|author=Hugh Thurston|publisher=Springer Science+Business Media|Springer|year=1996|isbn=0-387-94822-8|page=188|ref=harv|postscript=<!--None-->}}</ref> ଏବଂ ପରେ ଏହାକୁ ବିଦେଶୀ ଖଗୋଳ ଶାସ୍ତ୍ରୀମାନେ ଖଣ୍ଡନ କରିଛନ୍ତି <ref>Noel Swerdlow, "Review: A Lost Monument of Indian Astronomy," ''Isis'', 64 (1973): 239–243.</ref>। ସେମାନଙ୍କ କହିବା ଅନୁସାରେ, ଭାରତୀୟ ମାନେ ଏଭଳି ତତ୍ତ୍ୱ ବିଷୟରେ ଅଜ୍ଞାନ ଥିଲେ ଓ ପୂର୍ବବର୍ତ୍ତୀ ସମୟର ଗ୍ରୀକ ଖଗୋଳ ବିଜ୍ଞାନରୁ ତାହା ପ୍ରାପ୍ତ କରିଛନ୍ତି। କିନ୍ତୁ ଏହି ଭଳି ଅମୂଳକ ତର୍କର କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନାହିଁ<ref>Dennis Duke, "The Equant in India: The Mathematical Basis of Ancient Indian Planetary Models." Archive for History of Exact Sciences 59 (2005): 563–576, n. 4 [http://people.scs.fsu.edu/~dduke/india8.pdf].</ref>। କିନ୍ତୁ ଏହା ସତ୍ୟଯେ ଆର୍ଯ୍ୟଭଟଙ୍କ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟ କୈନ୍ଦ୍ରୀୟତା ଉପରେ ଆଧାରିତ ନୁହେଁ।<ref>{{cite book|last=Kim Plofker|title=Mathematics in India|publisher=Princeton University Press|location=Princeton, NJ|year=2009|page=111|isbn=0-691-12067-6}}</ref>
 
== ପ୍ରଭାବ ==
[[ଫାଇଲ:Aryabhata Satellite.jpg|thumb|୧୫୦px| ଆର୍ଯ୍ୟଭଟଙ୍କ ନାମରେ ଭାରତର ପ୍ରଥମ ଉପଗ୍ରହ]]
ଭାରତୀୟ ଖଗୋଳ ବିଜ୍ଞାନ ପରମ୍ପରାରେ ଆର୍ଯ୍ୟଭଟଙ୍କଆର୍ଯ୍ୟଭଟ୍ଟଙ୍କ କାର୍ଯ୍ୟ ବହୁ ପ୍ରଭାବଶାଳୀ ଅଟେ। ଅନେକ ବିଦେଶୀ ତଥା ପଡ଼ୋଶୀ ରାଷ୍ଟ୍ରରେ ତାଙ୍କ କାର୍ଯ୍ୟର ଅନୁବାଦ ହୋଇଛି। ବିଶେଷ ଭାବେ ଇସଲାମୀୟ ସ୍ୱର୍ଣ୍ଣଯୁଗ (ସନ ୮୨୦) ରେ ଏହାର ମାତ୍ରାଧିକ ପ୍ରଭାବ ଦେଖାଯାଏ।
 
ଆର୍ଯ୍ୟଭଟଙ୍କଆର୍ଯ୍ୟଭଟ୍ଟଙ୍କ ପ୍ରଣିତ "ସାଇନ"(ଜ୍ୟା), "କୋସାଇନ"(କୋଜ୍ୟା), "ଭର୍ସାଇନ"(ଉତକ୍ରମ ଜ୍ୟା),"ଇନଭର୍ସ ସାଇନ(ଓତକ୍ରମ ଜ୍ୟା)ର ସଂଜ୍ଞା ଦ୍ୱାରା ତ୍ରିକୋଣମିତି ଜନ୍ମକୁ ପ୍ରଭାବିତ କରିଥିଲା। ଆର୍ଯ୍ୟଭଟଙ୍କର ଖଗୋଳ ଗଣନା ମାନ ମଧ୍ୟ ବହୁ ପ୍ରଭାବଶାଳୀ ଥିଲା। ତ୍ରିକୋଣମିତିକ ତାଲିକା ସହିତ ବହୁ ଆରବୀୟ ଗଣନାରେ ଏହାର ବହୁଳ ବ୍ୟବହାର ଦେଖାଯାଏ।
 
ଭାରତରେ ହିନ୍ଦୁ ଧର୍ମର ପଞ୍ଚାଙ୍ଗ ଗଣନା ପାଇଁ ଆର୍ଯ୍ୟଭଟଙ୍କର ତିଥି ଗଣନା ତଥା ନିର୍ଦ୍ଧାରଣ ପଦ୍ଧତିକୁ ଅବଲମ୍ବନ କରାଯାଏ । ଏହା ବ୍ୟତୀତ ବିଭିନ୍ନ ଇସଲାମୀୟ କ୍ୟାଲେଣ୍ଡର ଓ ସନ ୧୦୭୩ରେ ପ୍ରଣିତ [[ଓମାର ଖୟାମ]]ଙ୍କ<ref>{{cite encyclopedia|title = Omar Khayyam|encyclopedia = The Columbia Encyclopedia|date = 2001-05|edition = 6|url = http://www.bartleby.com/65/om/OmarKhay.html|accessdate =2007-06-10}}</ref> ଜଲାଲି ତିଥିପତ୍ର(କ୍ୟାଲେଣ୍ଡର) ଆର୍ଯ୍ୟଭଟଙ୍କ ଗଣନା ଦ୍ୱାରା ପ୍ରଭାବିତ ।
 
ଆର୍ଯ୍ୟଭଟଙ୍କୁଆର୍ଯ୍ୟଭଟ୍ଟଙ୍କୁ ସମ୍ମାନ ଜଣାଇ ଭାରତ ତା’ର ମହାକାଶକୁ ପଠାଇଥିବା ପ୍ରଥମ ଉପଗ୍ରହକୁ "ଆର୍ଯ୍ୟଭଟଆର୍ଯ୍ୟଭଟ୍ଟ" ନାମିତ କରିଥିଲା। ଭାରତରେ ଜାତୀୟ ସ୍ତରରେ ହେଉଥିବା ଏକ ଅନ୍ତର୍ବିଦ୍ୟାଳୀୟ ଗଣିତ ପ୍ରତିଯୋଗିତା ମଧ୍ୟ ଆର୍ଯ୍ୟଭଟଙ୍କ ନାମରେ କରାଯାଏ। <ref>{{cite news |title= Maths can be fun |url=http://www.hindu.com/yw/2006/02/03/stories/2006020304520600.htm |publisher=The Hindu |date = 3 February 2006|accessdate=2007-07-06 }}</ref> ଇସ୍ରୋ( ISRO) ଦ୍ୱାରା ୨୦୦୯ ରେ ଆବିଷ୍କୃତ ଏକ ଜୀବାଣୁକୁ ମଧ୍ୟ ''ବାସିଲସ ଆର୍ଯ୍ୟଭଟା'' ନାମରେ ନାମିତ କରାଯାଇଅଛି।<ref name="ISRO Press Release 16 March 2009">{{cite web|title=ISRO Press Release 16 March2009|url=http://www.isro.org/pressrelease/scripts/pressreleasein.aspx?Mar16_2009|publisher=ISRO|accessdate=24 June 2012}}</ref>
 
== ଆଧାର ==