"ଇଭାନ୍ ପାଭ୍ଲଭ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
|caption =
|birth_date = {{birth date|1849|09|26|df=yes}}
|birth_place = [[ର୍ୟାର୍ଜାନ୍ରିୟାଯାନ]], [[ଋଷ୍]]
|death_date = {{death date and age|1936|02|27|1849|09|26|df=yes}}
|death_place = [[ସେନ୍ଟ ପିଟେର୍ସବର୍ଗ|ଲେନିନ୍ ଗାର୍ଡ଼]], [[ସୋଭିୟେତ୍ ଋଷ୍]]
୨୦ କ ଧାଡ଼ି:
|footnotes =
}}
ରୁଷୀୟ ବୈ଼ଗ୍ୟାନିକବୈଜ୍ଞାନିକ ଇଭାନ୍ ପେତ୍ରୋଭିଚ୍ପେତ୍ରୋଭିସ୍ ପାଭ୍ଲଭ୍ (୨୬ ସେପ୍ଟେମ୍ବର ୧୮୪୯-୨୭ ଫେବ୍ରୁଆରୀ ୧୯୩୬) ୧୯୦୪ ମସିହାରେ ଶରୀରତତ୍ତ୍ୱ ବା ଆୟୁର୍ବିଗ୍ୟାନଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର ପାଇଥିଲେ । ଜୀବ ପାଚକ କ୍ରିୟାରେ ଲାଳ ବୋହିବା ଘଟଣା ସହିତ ମନର ସମ୍ପର୍କ ବିଷୟରେ ଆବିଷ୍କାର କରିଥିବା ତଥ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।
 
==ବାଲ୍ୟକାଳ ଓ ଶିକ୍ଷା==
ପାଭ୍ଲଭ୍ ରୁଷିୟାର ରିୟାଯାନ ସହରରେ ଜନ୍ମ ଗ୍ରହଣ କରିଥିଲେ । ପିତା ପିଟର ମିଟ୍ରିଭିଚ୍ ପାଭ୍ଲଭ ଓ ମାତା ବାର୍ବାରା ଇଭାନୋଭା ଉସ୍ପେନସ୍କାଙ୍କ ସୁପୁତ୍ର ହେଉଛନ୍ତି ଇଭାନ୍ | ସାତ ବର୍ଷ ବୟସରେ, ଗୋଟିଏ ଉନ୍ଚାଉଚ୍ଚ କାନ୍ଥ ଉପରୁ ପଡିପଡ଼ି ସେ ଗୁରୁତର ଆହତ ହୋଇଯାଇଥିଲେ | ସେଥିପାଇ ସେ ୧୧ ବର୍ଷ ବୟସ ଯାଏ ବିଦ୍ୟାଳୟ ଶିକ୍ଷା ପ୍ରାରମ୍ଭ କରିପାରିନଥିଲେ | ପାଭ୍ଲଭ ରିୟାଯାନ ଚର୍ଚ ସ୍କୁଲରେ ପଢ଼ୁଥିଲେ ।
 
ପରିବାରର କୌଳିକ ବୃତ୍ତି ଥିଲା ଧର୍ମଯାଜ | ମାତ୍ର କୌଳିକ ବ୍ରୁତ୍ତି ପାଇ ଉଦ୍ଦିଷ୍ଟ ଶିକ୍ଷାରୁ ଅବ୍ଯ଼ଆହତ ନେଇ ସେନ୍ଟ ପିଟର଼ବର୍ଗ ବିଶ୍ଵବିଦ୍ୟାଳୟରେ ପ୍ରାକ୍ରୁତିକ ବିଗ୍ୟାନରେ ପଢ଼ିବା ପାଇଁ ନାମ ଲେଖାଇଲେ । ୧୮୭୫ ରେ ବିଶ୍ଵ ବିଦ୍ୟାଳୟର ଡିଗ୍ରୀ ହାସଲ କରିବା ପରେ ମଧ୍ୟ ତାନ୍କର ପାଠ ପଢା ସମାପ୍ତ ହୋଇନଥିଲା ତାନ୍କର ଅହେତୁକ ଆଗ୍ରହ ଥିଲା ଜୀବକ୍ରିୟା ବିଗ୍ୟାନରେ । ତେଣୁ ସେ ଏକାଡେମୀ ଅଫ୍ ମେଡିକାଲ୍ ସର୍ଜରୀ ଅନୁଷ୍ଠାନରେ ପଢ଼ା ଆରମ୍ଭ କରିଥିଲେ । ୧୮୭୮ ମସିହାରେ ଆୟୁର୍ବିଗ୍ୟାନଆୟୁର୍ବିଜ୍ଞାନ ଡିଗ୍ରୀ ପାଇଥିଲେ । ପାଠ୍ୟକ୍ରମର ଅଧିକରୁ ଅଧିକ ବିଷୟ ଅଧ୍ୟୟନ କରି ସେ ସ୍ଵର୍ଣ ପଦକ ଲାଭ କରିଥିଲେ ।
 
ବୃତ୍ତି ପାଇ ପାଭ୍ଲଭ୍ ଏକ ଗବେଷଣାଗାରରେ କା ର୍ଯ୍ୟ କରିବା ଷିତ ନିଜର ଡକ୍ଟରେଟ୍ ଡିଗ୍ରୀ ପାଇଁ ଗବେଷଣା ନିବନ୍ଧ ଲେଖିଥିଲେ ଓ ୧୮୮୩ ମସିହାରେ ଡକ୍ଟରେଟ୍ ଡିଗ୍ରୀରେ ଭୂଷିତ ହୋଇଥିଲେ । ସେ ଏହି ଗବେଷଣା ମାଧ୍ୟମରେ ଦର୍ଶାଇଥିଲେ ଯେ ହୃତ୍ପିନ୍ଡର କେତେକ ସ୍ନାୟୁ ସଂସ୍ଥା ଦ୍ୱାରା ମଣିଷ ଓ ପଶୁମାନଙ୍କ ଜୀବନକ୍ରିୟା ହୋଇଥାଏ ଯାହାକୁ ସିଏ ନର୍ଭିସିମ୍ ତଥ୍ୟ ଭାବେ ପରିଚିତ କରାଇଥିଲେ । ୧୮୯୧ ମସିହାରେ ପାଭ୍ଲଭ୍ ଏକ୍ସପେରିମେଣ୍ଟାଲ୍ ମେଡିସିନ୍ ର ଅନୁଷ୍ଠାନକୁ ନିମନ୍ତ୍ରିତ ହୋଇ ଯାଇଥିଲେ। ସେଠାରେ ସେ ଡିପାର୍ଟମେଣ୍ଟ ଅଫ୍ ଫିଜିଓଲୋଜିକୁ ୪୫ ବର୍ଷ ସୁଚାରୁ ରୂପେ ଚଳାଇଥିଲେ।