"ଇଭାନ୍ ପାଭ୍ଲଭ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Ivan Pavlov}}
{{Infobox scientist
|name = ଇଭାନ୍ ପେଟ୍ରୋୱିସ୍ ପାଭ୍ଲଭ୍ <br />Иван Петрович Павлов
|image = Ivan Pavlov NLM3.jpg
|image_size = 230px
|caption =
|birth_date = {{birth date|1849|09|26|df=yes}}
|birth_place = [[ର୍ୟାର୍ଜାନ୍]], [[ଋଷ୍]]
|death_date = {{death date and age|1936|02|27|1849|09|26|df=yes}}
|death_place = [[ସେନ୍ଟ ପିଟେର୍ସବର୍ଗ|ଲେନିନ୍ ଗାର୍ଡ଼]], [[ସୋଭିୟେତ୍ ଋଷ୍]]
|residence = [[ଋଷ୍]], [[ସୋଭିୟେତ୍ ଋଷ୍]]
|nationality = [[ଋଷୀ]], [[ସୋଭିୟେତ୍]]
|field = [[ଦେହତତ୍ତ୍ୱ]], [[ଚିକିତ୍ସକ]]
|work_institution = ସାମରୀକ ଚିକିତ୍ସା ଏକାଡ଼େମୀ
|alma_mater = [[ସେନ୍ଟ ପିଟେର୍ସବର୍ଗ ବିଶ୍ୱବିଦ୍ୟାଳୟ]]
|doctoral_advisor =
|doctoral_students =
|known_for = [[Classical conditioning]]<br />[[Transmarginal inhibition]]<br />[[Behavior modification]]
|prizes = ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ [[ନୋବେଲ୍ ପୁରସ୍କାର]] (୧୯୦୪) <br>[[କୋପ୍ଲେ ମେଡ଼ାଲ୍]] (୧୯୧୪)
|footnotes =
}}
ରୁଷୀୟ ବୈ଼ଗ୍ୟାନିକ ଇଭାନ୍ ପେତ୍ରୋଭିଚ୍ ପାଭ୍ଲଭ୍ (୨୬ ସେପ୍ଟେମ୍ବର ୧୮୪୯-୨୭ ଫେବ୍ରୁଆରୀ ୧୯୩୬) ୧୯୦୪ ମସିହାରେ ଶରୀରତତ୍ତ୍ୱ ବା ଆୟୁର୍ବିଗ୍ୟାନ ବିଭାଗରେ ନୋବେଲ୍ ପୁରସ୍କାର ପାଇଥିଲେ । ଜୀବ ପାଚକ କ୍ରିୟାରେ ଲାଳ ବୋହିବା ଘଟଣା ସହିତ ମନର ସମ୍ପର୍କ ବିଷୟରେ ଆବିଷ୍କାର କରିଥିବା ତଥ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।