"ପ୍ରମାଣ ଯେ π ଗୋଟିଏ ଅପରିମେୟ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{DISPLAYTITLE: ପ୍ରମାଣ ଯେ {{pi}} ଗୋଟିଏ ଅମୂଳଦ ସଂଖ୍ୟା}} {{Pi box}} pi|{{p..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୪:୨୬, ୧୯ ନଭେମ୍ବର ୨୦୧୪ ଅନୁସାରେ କରାଯାଇଥିବା ବଦଳ

π (ପାଇ) ଉପରେ ବହୁ ପୁରାତନ କାଳରୁ ଅଧ୍ୟୟନ କରାଜାଇଛି ଏବଂ ଏହା ଅମୂଳଦ ସଙ୍ଖ୍ୟା ବିଷୟରେ ମଧ୍ୟ ସତ୍ୟ. ଅମୂଳଦ ସଙ୍ଖ୍ୟା ଗୋଟିଏ ବାସ୍ତବ ସଙ୍ଖ୍ୟା ଯାହାକି ଏକ ଭଗ୍ନସଙ୍ଖ୍ୟା a/b,ରୂପରେ ପ୍ରକାଶ କରାଯାଇପାରିବ ନାହିଁ, (ଏଠାରେ a ଏକ ପୂର୍ଣସଙ୍ଖ୍ୟା and b ଶୂନ୍ୟ ଛଡ଼ା ଅନ୍ୟ ପୂର୍ଣସଙ୍ଖ୍ୟା.

ମାତ୍ର ଗଣିତକୁ ଅଷ୍ଟାଦଶ ଶତାବ୍ଦୀ ଜାଏ ଅପେକ୍ଷ୍ୟା କରିବାକୁ ପାଡିଥିଲା, ଯେତେବେଳେ ଜୋହାନ୍ନ ହେନ୍ରିକ୍ ଲାମ୍ବର୍ଟ ପ୍ରମାଣ କରିଥିଲେ ଯେ π ଗୋଟିଏ ଅମୂଳଦ ସଂଖ୍ୟା . ଉନବିଂଶ ଶତାବ୍ଦୀରେ, ଚାର୍ଲ୍ସ ହର୍ମାଇଟ୍ ଏହାର ଆଉ ଗୋଟିଏ ପ୍ରମାଣ ଦେଇଥିଲେ ଯାହା ନିମନ୍ତେ ପାଥୁରି (calculus) ଛଡ଼ା ଆଉ କିଛି ପୁର୍ବଶର୍ତ ଜ୍ଞାନ ଦରକାର ନାହିଁ. ହର୍ମାଇଟ୍ ଙ୍କ ପ୍ରମାଣର ସରଳୀକରଣ ମାରୀ କାର୍ଟରିଇଟ୍ କରିଥିଲେ. ସେମିତି ଅନ୍ୟ ଦୁଇଟି ପ୍ରମାଣ ଏୱାନ୍ ନାଇୱେନମିକଲୋଷ୍ ଲାଚୋୱିଷ୍ ଦେଇଥିଲେ.