"ପୁରୁଷୋତ୍ତମ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪ କ ଧାଡ଼ି:
== ଜୀବନୀ ==
=== ପାରିବାରିକ ===
ନାୟକ ୧୯୧୧ ମାର୍ଚ୍ଚ ୯ ତାରିଖରେ [[କେନ୍ଦ୍ରାପଡ଼ା ଜିଲ୍ଲା]] [[ଡେରାବିଶ ପଞ୍ଚାୟତ ସମିତି]] [[ସନ୍ଥପୁରା]] ଗ୍ରାମରେ ପିତା କୃଷ୍ଣଚନ୍ଦ୍ର ନାୟକ ଔରସରୁ ଓ ମାତା ମାଳତୀ ଦେବୀଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ । ବାପା ମା’ଙ୍କ ୫ ଜଣ ସନ୍ତାନଙ୍କ ମଧ୍ୟରୁ ସେ ଦ୍ୱିତୀୟ ସନ୍ତାନ । ବାଲ୍ୟକାଳରୁ ସେ [[ଭାରତର ସ୍ୱାଧୀନତା ସଂଗ୍ରାମ]]ରେ ଭାଗ ନେଇଥିଲେ । ତାଙ୍କ ବଡ଼ ପୁଅ ନିରଞ୍ଜନ ଏବଂ ସାନ ପୁଅ ବିଚିତ୍ରାନନ୍ଦ । ୨୦୧୪ ମସିହା ନଭେମ୍ବର ୧୬ ତାରିଖରେ [[କଟକ]] [[ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନା]]ରେ ୧୦୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା ।