"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ସୁନାମି using HotCat
୪୩ କ ଧାଡ଼ି:
 
== ଉତ୍ପନ୍ନ ଶୈଳୀ ==
ସମୁଦ୍ରରେ ଏକକାଳୀନ ବହୁତ ପରିମାଣରେ ଜଳ ସ୍ଥାନାନ୍ତରିତ ହେବା ହିଁ ସୁନାମି ଉତ୍ପନ୍ନ ହେବାର ଏକ ମୁଖ୍ୟ ଶୈଳୀ (ବା କାରଣ) ଅଟେ ।<ref>{{cite journal|doi=10.1016/j.marpetgeo.2004.10.016|last=Haugen K, Løvholt F, Harbitz C|first1=K|last2=Lovholt|first2=F|last3=Harbitz|first3=C|title=Fundamental mechanisms for tsunami generation by submarine mass flows in idealised geometries|journal=Marine and Petroleum Geology|year=2005|volume=22|issue=1–2|pages=209–217}}</ref> ଜଳ ଭାଗରେ ଏପରି ବିଶାଳ ବିସ୍ଥାପନ ସାଧାରଣତଃ ଭୂମିକମ୍ପ, ଭୂ-ସ୍ଖଳନ, ଆଗ୍ନେୟ ଗିରି ଉଦ୍‌ଗିରଣ, ଗ୍ଲେସିଅର୍ କିମ୍ବା ବେଳେବେଳେ ଉଲ୍‌କାପାତ ଯୋଗୁଁ ହୋଇଥାଏ ।<ref>{{cite journal|last=Margaritondo|first=G|title=Explaining the physics of tsunamis to undergraduate and non-physics students|journal=European Journal of Physics|year=2005|volume=26|issue=3|doi=10.1088/0143-0807/26/3/007|pages=401|bibcode = 2005EJPh...26..401M }}</ref><ref>{{cite journal|doi=10.1146/annurev.fl.19.010187.001245|last=Voit|first=S.S|title=Tsunamis|journal=Annual Review of Fluid Mechanics|year=1987|volume=19|issue=1|pages=217–236|bibcode = 1987AnRFM..19..217V }}</ref> ଏହି ଭଳି ସୃଷ୍ଟି ହୋଇଥିବା ତରଙ୍ଗ, ମାଧ୍ୟାକର୍ଷଣ ଯୋଗୁଁ ଶକ୍ତିଶାଳୀ ହୋଇଥାଏ । ସୁନାମୀ ସୃଷ୍ଟିରେ ଜୁଆରର କୌଣସି ଭୂମିକା ନଥାଏ ।
 
=== ଭୂମିକମ୍ପ ଯୋଗୁଁ ହେଉଥିବା ସୁନାମି ===
=== ଭୂ-ସ୍ଖଳନ ଯୋଗୁଁ ହେଉଥିବା ସୁନାମି ===
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି