"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩୪ କ ଧାଡ଼ି:
|website =
}}
ଭାରତର ଚାରିଟି ସ୍ଥାନରେ ଚଉଷଠି ଯୋଗିନୀ ମନ୍ଦିର ରହିଛି । ସେଥିମଧ୍ୟରୁ ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁରଠାରେ ଗୋଟିଏ ଲେଖାଏଁ ଚଉଷଠି ଯୋଗିନୀ ମନ୍ଦିର ଥିବାବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୧୦କିଲୋମିଟର ଦୂର ହୀରାପୁରଠାରେ ଗୋଟିଏ ଏବଂ କେନ୍ଦୁଝର ଜିଲ୍ଲାର ରାଣୀପୁର ଝରିଆଲଠାରେ ଆଉ ଏକ ଚଉଷଠି ଯୋଗିନୀ ମନ୍ଦିର ରହିଛି । ତେବେ ହୀରାପୁରଠାରେ ଥିବା ଚଉଷଠି ଯୋଗିନୀ ମନ୍ଦିରର ସ୍ଵତନ୍ତ୍ରତା ରହିଛି । '''ଚଉଷଠି ଯୋଗିନୀ ମନ୍ଦିର''' [[ଓଡ଼ିଶା]]ର [[ଭୁବନେଶ୍ଵର]]ରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ [[ବଜ୍ରଯାନ]] ମନ୍ଦିରଦେଉଳ । ସ୍ଥାନୀୟ ଅଞ୍ଚଳରେ ଏହା ମହାମାୟା ମନ୍ଦିର ନାମରେ ପରିଚିତମଧ୍ୟ ଜଣା ଏହି ମନ୍ଦିର ୧୯୫୩ ମସିହାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସ୍ଵର୍ଗତ କେଦାରନାଥ ମହାପାତ୍ରଙ୍କ ଦ୍ଵାରା ଆବିଷୃତ ହୋଇଥିଲା । ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କମୁଖ୍ୟଏକାମ୍ରକ୍ଷେତ୍ରପ୍ରତ୍ନତତ୍ୱବିଦ ଭୁବନେଶ୍ଵରର[[କେଦାରନାଥ ସ୍ଵର୍ଣ୍ଣମହାପାତ୍ର]]ଙ୍କ ତ୍ରିଭୁଜଦ୍ଵାରା ଶକ୍ତିମଣ୍ଡଳଲୋକଲୋଚନକୁ ମଧ୍ୟଭାଗରେ ପ୍ରବାହିତ ଚିରସ୍ରୋତା କୁଆଖାଇ, ଦୟା ଓ ଭାର୍ଗବୀ ନଦୀର ସଙ୍ଗମସ୍ଥଳ ହୀରାପୁର ଗ୍ରାମରେ ରହିଛି ତନ୍ତ୍ରସାଧନାର ପ୍ରସିଦ୍ଧ ପୀଠ ଚଉଷଠି ଯୋଗିନୀ ମନ୍ଦିରଆସିଥିଲା । ଏହି ମନ୍ଦିରଦେଉଳର ଉପରପାର୍ଶ୍ଵଉପରିଭାଗ ଖୋଲା ରହିଛି । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ଚାରିପଟେ ଯୋଗେଶ୍ଵର ପୁରୁଷୋତ୍ତମ ବ୍ରହ୍ମ ମହାମୁଦ୍ରାରେ ଯୋଗାସନରତରହିଛିମନ୍ଦିରଦେଉଳ ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡିମଣ୍ଡପଚଣ୍ଡୀମଣ୍ଡପ ରହିଛିସ୍ଥାପିତଯେଉଁଥିରେଏଥିରେ ଚାରୋଟି ଶିବ ଓ ଯୋଗିନୀମାନଙ୍କଯୋଗିନୀଙ୍କ ପ୍ରତିମା ଅଳଙ୍କୃତସ୍ଥାପିତମନ୍ଦିରର<ref ଗୋଲାକାରname ପରିସୀମା, ମଧ୍ୟଭାଗରେ ଥିବା ଚଣ୍ଡିମଣ୍ଡପ ଓ ଏହାର ପ୍ରବେଶ ପଥକୁ ଅନୁଧ୍ୟାନ କଲେ ଏହା ଏକ ବୃହତ ଶିବଲିଙ୍ଗ ଭଳି ମନେହୁଏ ।<ref=samaja>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
== ମହାମାୟା ଓ ଚଉଷଠି ଯୋଗିନୀ ==
ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜା ପାଆନ୍ତି । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ଲାଗି ରହିଛନ୍ତି ୬୪ଯୋଗିନୀ ମୂର୍ତ୍ତି । ଏହି ଯୋଗିନୀମାନେ ମନ୍ଦିରକାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହାନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୁଷା ସହିତ ବିଭିନ୍ନପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ତେବେ ସମସ୍ତ ୬୪ଯୋଗିନୀଙ୍କ କେଶ ବିନ୍ୟାସ ପୃଥକ ପୃଥକ ଥିବା ଦେଖାଯାଏ । ଏଠାରେ ପୂଜା ପାଉଥିବା ୬୪ ଯୋଗିନୀଙ୍କ ମୂର୍ତ୍ତିର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡିକ କଳା ମୁଗୁନି ପଥରରେ ନିର୍ମିତ । <ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
 
== ଅବସ୍ଥିତି ==
== ଇତିହାସ ==
[[ଭୁବନେଶ୍ଵର]]ଠାରୁ ପ୍ରାୟ ୧୦କିଲୋମିଟର ଦୂର ହୀରାପୁର ଗାଁରେ ଏହି ଦେଉଳ ଅବସ୍ଥିତ । <ref name =samaja/>
* ଏହା ୯ମ ଶତାବ୍ଦୀରେ ବ୍ରହ୍ମ ରାଜବଂଶର ରାଣୀ ହୀରାଦେବୀଙ୍କ ଦେଇ ପ୍ରତିଷ୍ଠା କରାଯାଇଥିଲା ବୋଲି ବିଶ୍ଵାସ କରାଯାଏ ।
* ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ ଓ ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ ।<ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
 
== ଦେବଦେବୀ ==
== ପୂଜା ପ୍ରକାର ==
ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜା ପାଆନ୍ତିପୂଜିତ । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ଲାଗି ରହିଛନ୍ତି ୬୪ଯୋଗିନୀ ମୂର୍ତ୍ତି ଲାଗି ରହିଛନ୍ତି। ଏହି ଯୋଗିନୀମାନେଯୋଗିନୀଗଣ ଦେଉଳ ମନ୍ଦିରକାନ୍ଥରେକାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହାନବାହନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୁଷାବେଶଭୂଷା ସହିତ ବିଭିନ୍ନପ୍ରକାରନାନାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ତେବେ୬୪ ସମସ୍ତ ୬୪ଯୋଗିନୀଙ୍କଯୋଗିନୀଙ୍କ କେଶ ବିନ୍ୟାସ ପୃଥକଭିନ୍ନ ପୃଥକ ଥିବା ଦେଖାଯାଏଭିନ୍ନ । ଏଠାରେ ପୂଜା ପାଉଥିବାପୂଜିତ ୬୪ ଯୋଗିନୀଙ୍କଯୋଗିନୀ ମୂର୍ତ୍ତିରମୂର୍ତ୍ତିମାନଙ୍କର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡିକଏଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । <ref>ରମାକାନ୍ତଦେଉଳ ମହାନନ୍ଦ,ପରିସରରେ ସମାଜ,ସଙ୍କଟେଶ୍ଵର ଶିବ ମନ୍ଦିର ରହିଛି । ଏଠାରେ ପୂଜିତ ହେଉଥିବା ଶିବଲିଙ୍ଗଟି ପାତାଳଫୁଟ । ୧୮.୬.୨୦୦୯</ref name =samaja/>
ଚଉଷଠି ଯୋଗିନୀ ମନ୍ଦିର ଏକ [[ବଜ୍ରଯାନ]] ବା ତନ୍ତ୍ରପୂଜାର ମନ୍ଦିର ଯେଉଁଥିରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀ ମାନଙ୍କ ମୂର୍ତ୍ତୀ ସାଧାରଣତଃ ଏକ ଉଲଙ୍ଗ ନାରୀ ମୂର୍ତ୍ତୀ ଯାହା ପଶୁ, ମଣିଷ ନା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଯାହା ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତୀସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି ।
 
== ଇତିହାସ ==
ଏହି ଦେଉଳ ୯ମ ଶତାବ୍ଦୀରେ ବ୍ରହ୍ମ ରାଜବଂଶର ରାଣୀ ହୀରାଦେବୀଙ୍କ ଦେଇ ପ୍ରତିଷ୍ଠିତ ବୋଲି ଐତିହାସିକ ତଥ୍ୟ ମିଳିଛି । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମିତ । ଏହା [[ଭୌମ ରାଜବଂଶ|ଭୌମ]] ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା । <ref name =samaja/> ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି ।{{cn|ନଭେମ୍ବର ୨୦୧୪}}
 
=== ଆକ୍ରମଣ ===
ହୀରାପୁରରେ ଚଉଷଠି ଯୋଗିନୀ ମନ୍ଦିର ପୂର୍ବରୁ ଏଭଳି ଅବସ୍ଥାରେ ନଥିଲା । ନିଜ ରାଜତ୍ଵ କାଳରେ କଳାପାହାଡ[[କଳାପାହାଡ଼]] ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ଗ୍ରାମବାସୀ କୁହନ୍ତିକହନ୍ତି । ଦୀର୍ଘବର୍ଷ ପରେ ମନ୍ଦିରଟି ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା ବୋଲି ସେମାନେ କୁହନ୍ତି । <ref name =samaja/>
 
== ଉପାସନା ==
ଚଉଷଠି ଯୋଗିନୀ ମନ୍ଦିର ଏକ [[ବଜ୍ରଯାନ]] ବା ତନ୍ତ୍ରପୂଜାର ମନ୍ଦିରଦେଉଳ। ଯେଉଁଥିରେଏଠାରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀଯୋଗିନୀମାନଙ୍କ ମାନଙ୍କ ମୂର୍ତ୍ତୀମୂର୍ତ୍ତି ସାଧାରଣତଃ ଏକ ଉଲଙ୍ଗ ନାରୀ ମୂର୍ତ୍ତୀ ଯାହା ପଶୁ, ମଣିଷ ନାକିମ୍ବା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଯାହା ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତୀସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି ।
 
== କିମ୍ବଦନ୍ତୀ ==
କିମ୍ବଦନ୍ତୀ ଅନୁସାରେ, ଯେତେବେଳେ [[ମହିଷାସୁର ଲୋକଙ୍କ ଉପରେ ଅକଥନୀୟ]]ର ଅତ୍ୟାଚାର କରୁଥିଲା ସେତେବେଳେସହିନପାରି ପୃଥିବୀବାସୀଙ୍କୁ ତାଙ୍କ କବଳରୁ ରକ୍ଷା କରିବାକରି ଜଗତରେ ଶାନ୍ତି ପ୍ରତିଷ୍ଠା ପାଇଁ ଜଗଜ୍ଜନନୀ[[ଦୁର୍ଗା]]ଙ୍କୁ ମା'ଦୁର୍ଗାଙ୍କରଆରାଧନା ଆବିର୍ଭାବ ହୋଇଥିଲାକରିଥିଲେସେତେବେଳେ ମା'ଦୁର୍ଗା ଆବିର୍ଭାବ ହୋଇ ମହିଷାସୁରର ସହଯୋଗୀ ରକ୍ତବୀର୍ଯ୍ୟଙ୍କୁ[[ରକ୍ତବୀର୍ଯ୍ୟ]]ଙ୍କୁ ବଧ କରିବାକୁ ଘମାଘୋଟ ଯୁଦ୍ଧ କରିଥିଲେ । ତେବେ ଯୁଦ୍ଧରେ ରକ୍ତବୀର୍ଯ୍ୟର ଶରୀରରୁ ପଡୁଥିବା ପ୍ରତ୍ୟେକ ରକ୍ତ ବିନ୍ଦୁ ମାଟିରେ ପଡ଼ି଼ବାମାତ୍ରେ ଆଉ ଜଣେ ରକ୍ତବୀର୍ଯ୍ୟ ସୃଷ୍ଟି ହେଉଥିଲା । ତେଣୁ ରକ୍ତବୀର୍ଯ୍ୟର ରକ୍ତବିନ୍ଦୁ ମାଟିରେ ପଡ଼ିବା ପୂର୍ବରୁ ଶୋଷିନେଇ ଯୁଦ୍ଧରେ ବିଜୟୀ କରାଇବା ପାଇଁ ମା'ଦୁର୍ଗା ୬୪ ଯୋଗିନୀଙ୍କୁ ସୃଷ୍ଟି କରିଥିଲେ । ସେହିପରି ମହା ଭାଗବତ ପୁରାଣରେ ଉଲ୍ଲେଖ ଅଛି ଯେ, ମା'[[କାଳୀ]] ରହୁଥିବା ଏକ ପ୍ରଶସ୍ତ ସ୍ଥାନକୁ ବେଳେବେଳେ ମହାଦେବ[[ଶିବ]] ଭ୍ରମଣ କରିବାକୁବୁଲି ଆସୁଥିଲେ । ସେହି ପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟି ଦ୍ଵାର ଥିଲା ଓ ଏହାକୁ ୬୪ ଯୋଗିନୀ ଓ ଭୈରବୀମାନେ ଜଗୁଥିଲେ । ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀ ଅନୁସାରେ ଏହାଦେବୀ ଏକ[[ଦୁର୍ଗା]] ଶକ୍ତିପୀଠଦାନବ ହୋଇଥିବାରୁସଂହାର ତନ୍ତ୍ରନିମନ୍ତେ ସାଧନା୬୪ଟି ପାଇଁରୂପ ଏଠାକୁନେଇଥାନ୍ତି ବହୁ ତନ୍ତ୍ରଯୁଦ୍ଧ ସାଧକଙ୍କପରେ ଆଗମନଯୋଗିନୀ ହେଉଥିଲାମାନେ [[ଦୁର୍ଗା]]ଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ । <ref>ରମାକାନ୍ତ ମହାନନ୍ଦ,name ସମାଜ, ୧୮.୬.୨୦୦୯<=samaja/ref>
କିମ୍ବଦନ୍ତୀ ଅନୁସାରେ ଦେବୀ [[ଦୁର୍ଗା]] ଦାନବ ସଂହାର ନିମନ୍ତେ ୬୪ଟି ରୂପ ନେଇଥାନ୍ତି । ଯୁଦ୍ଧ ପରେ ଯୋଗିନୀ ମାନେ [[ଦୁର୍ଗା]]ଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ ।
 
=== ଲୋକବିଶ୍ୱାସ ===
== ମନ୍ଦିର ନିର୍ମାଣ ଶୈଳୀ ==
ଏଠାରେ ଥିବା ସଙ୍କଟେଶ୍ୱର ଶିବ ମନ୍ଦିରରେ ପୂଜିତ ଶିବଲିଙ୍ଗର ଉଚ୍ଚତା ବୃଦ୍ଧିପାଉଥିବା ଗ୍ରାମବାସୀ ମତ ଦିଅନ୍ତି । ୨୦୧୩ ମସିହାରେ ପୂଜକ ସନ୍ତୋଷ ତ୍ରିପାଠୀ ଲିଙ୍ଗର ଉଚ୍ଚତା ୧.୫ ଫୁଟ ବଢ଼ିବା ଉଲ୍ଲେଖ କରିଥିଲେ । <ref name =samaja/>
ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ, ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଲି ପଥରରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ଵାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାର୍ଶ୍ଵରେ ଦୁଇଟି ବେତାଳ ରହିଛନ୍ତି । ନାରୀ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରୁଥିବା ଏହି ମନୋରମ ପ୍ରତିମାଗୁଡିକ କଳାମୁଗୁନି ପଥରରେ ଖୋଦିତ ଓ ବାଲୁକା ପ୍ରସ୍ତରରେ ନିର୍ମିତ । ନବକାତ୍ୟାୟିନୀ \ ୯ଟିକତ୍ୟାୟିନୀଙ୍କ ପ୍ରତିମାମାନ ଏହିମନ୍ଦିରର ବହିର୍ଦେଶରେ ସୁମଣ୍ଡିତ ହୋଇଛି । <ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref> ଏହି କାନ୍ଥର ଭିତର ଭାଗରେ [[ଚଉଷଠି ଯୋଗିନୀଙ୍କ ନାମ|ଯୋଗିନୀ]] ମାନଙ୍କ କଳାମୁଗୁନି ପଥରରେ ତିଆରି ମୁର୍ତ୍ତୀ ଅଛି । ଏହି କାନ୍ଥରେ ୫୬ ଗୋଟି ମୂର୍ତ୍ତୀ ରହିଅଛି । ମନ୍ଦିର ମଝି ଭାଗରେ ଏକ ଛୋଟ ଘରେ ୮ଗୋଟି ମୂର୍ତ୍ତୀ ଚାରି ଦିଗକୁ ମୁହଁ କରି ଅଛନ୍ତି ।
 
== ମନ୍ଦିର ନିର୍ମାଣ ଶୈଳୀ ==
[[ଓଡ଼ିଶା]]ର [[ବଲାଙ୍ଗୀର ଜିଲ୍ଲା]]ର [[ରାଣିପୁର-ଝରିଆଳ]] ଠାରେ ମଧ୍ୟ ଏହିପରି [[ଚଉଷଠି ଯୋଗିନୀ ମନ୍ଦିର (ରାଣିପୁର-ଝରିଆଳ)|ମନ୍ଦିର]]ଟିଏ ଦେଖିବାକୁ ମିଳିଥାଏ ।
ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ, ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା [[ବାଲି ପଥରରେପଥର]]ରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି [[ଯକ୍ଷ|ଯକ୍ଷିଣୀ]] ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ଵାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାର୍ଶ୍ଵରେ ଦୁଇଟି ବେତାଳ ରହିଛନ୍ତି । ନାରୀ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରୁଥିବା ଏହି ମନୋରମ ପ୍ରତିମାଗୁଡିକ କଳାମୁଗୁନି ପଥରରେ ଖୋଦିତ ଓ ବାଲୁକା ପ୍ରସ୍ତରରେ ନିର୍ମିତ । ନବକାତ୍ୟାୟିନୀ \ ୯ଟିକତ୍ୟାୟିନୀଙ୍କନବକାତ୍ୟାୟିନୀଙ୍କ ପ୍ରତିମାମାନ ଏହିମନ୍ଦିରର ବହିର୍ଦେଶରେଦେଉଳ ସୁମଣ୍ଡିତବାହାରେରେ ହୋଇଛିମଣ୍ଡିତ । <ref>ରମାକାନ୍ତ ମହାନନ୍ଦ,name ସମାଜ, ୧୮.୬.୨୦୦୯<=samaja/ref> ଏହି ଦେଉଳ କାନ୍ଥର ଭିତର ଭାଗରେ [[ଚଉଷଠି ଯୋଗିନୀଙ୍କ ନାମ|ଯୋଗିନୀ]] ମାନଙ୍କ କଳାମୁଗୁନି ପଥରରେ ତିଆରି ମୁର୍ତ୍ତୀ ଅଛି । ଏହି କାନ୍ଥରେ ୫୬ ଗୋଟି ମୂର୍ତ୍ତୀମୂର୍ତ୍ତି ରହିଅଛିରହିଛି । ମନ୍ଦିର ମଝି ଭାଗରେ ଏକ ଛୋଟ ଘରେ ୮ଗୋଟି ମୂର୍ତ୍ତୀମୂର୍ତ୍ତି ଚାରି ଦିଗକୁ ମୁହଁ କରି ଅଛନ୍ତିକରିଛନ୍ତି
== ମନ୍ଦିର ପରିସରରେ ଥିବା ଶିବଲିଙ୍ଗ ସଙ୍କଟେଶ୍ଵର ==
ଏହି ମନ୍ଦିର ପରିସରରେ ଏକ ଶିବ ମନ୍ଦିର ରହିଛି । ଏହି ଶିବ ମନ୍ଦିର ନାମ ସଙ୍କଟେଶ୍ଵର ପୂଜା ହେଉଥିବା ଶିବଲିଙ୍ଗଟି ପାତାଳଫୁଟା । ଏହି ମନ୍ଦିରର ବିଶେଷତ୍ଵ ହେଉଛି ବହୁ ବର୍ଷ ତଳେ ଏକ ଶିବଲିଙ୍ଗ ମାଟି ଫଟାଇ ଆପେ ଆପେ ଉପରକୁ ବାହାରିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଶିବଲିଙ୍ଗର ଉଚ୍ଚତା କ୍ରମଶଃ ବୃଦ୍ଧି ପାଉଛି । ଏହି ମନ୍ଦିରର ପୂଜାର୍ଚ୍ଚନା ପାଇଁ ଦୀର୍ଘ ୧୨ବର୍ଷ ତଳେ ପୂଜକ ସନ୍ତୋଷ ପାଢୀଙ୍କୁ ନିୟୋଜିତ କରାଯାଇଥିଲା । କିଛି ବର୍ଷ ପରେ ଶିବଲିଙ୍ଗ ବୃଦ୍ଧି ପାଇଥିବା କଥା ସେ ଜାଣିପାରିଥିଲେ । ତାଙ୍କ କାର୍ଯ୍ୟକାଳ ଅର୍ଥାତ୍ ୧୨ବର୍ଷ ମଧ୍ୟରେ ଶିବଲିଙ୍ଗଟି ଦେଢଫୁଟ୍ ବୃଦ୍ଧି ପାଇଛି ବୋଲି ପୂଜକ ଶ୍ରୀ ପାଢୀ କହନ୍ତି ।ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
== ଭାରତୀୟ ସଂସଦର ନକ୍‌ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ ==
ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍‌ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି ।
== କଳାପାହାଡ ମନ୍ଦିର ଭାଙ୍ଗିଛି ==
ହୀରାପୁରରେ ଚଉଷଠି ଯୋଗିନୀ ମନ୍ଦିର ପୂର୍ବରୁ ଏଭଳି ଅବସ୍ଥାରେ ନଥିଲା । ନିଜ ରାଜତ୍ଵ କାଳରେ କଳାପାହାଡ ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ଗ୍ରାମବାସୀ କୁହନ୍ତି । ଦୀର୍ଘବର୍ଷ ପରେ ମନ୍ଦିରଟି ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା ବୋଲି ସେମାନେ କୁହନ୍ତି ।
 
== ଆଧାର ==
୭୧ କ ଧାଡ଼ି:
 
[[ଶ୍ରେଣୀ:ଓଡ଼ିଶାର ଦେବୀ ମନ୍ଦିର]]
 
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
 
 
 
[[ଶ୍ରେଣୀ:ଖୋର୍ଦ୍ଧା ଜିଲ୍ଲା]]