"ବିଚ୍ଛନ୍ଦଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୭ କ ଧାଡ଼ି:
| pseudonym =
| birth_name =
| birth_date = ୧୯୦୧<!-- {{Birth date and age|Year|Month|Day}} -->
| birth_place = [[ଜାଆଁଳା]], [[ଖୋର୍ଦ୍ଧା ଜିଲ୍ଲା]], [[ଓଡ଼ିଶା]]
| death_date = ୧୯୬୧<!-- {{Death date and age|Year|Month|Day|Year|Month|Day}} -->
| death_place =
| resting_place =
୩୫ କ ଧାଡ଼ି:
| website =
}}
'''ବିଚ୍ଛନ୍ଦ ଚରଣ ପଟ୍ଟନାୟକ''' [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]]ର [[ଜାଆଁଳା]]ଠାରେ ଜନ୍ମିତ ଜଣେ ସୁପରିଚିତ [[ଓଡ଼ିଆ ଭାଷା|ଓଡ଼ିଆ]] ସାହିତ୍ୟିକ ଓ ଦେଶସେବକ ଥିଲେ । ସେ ସୁସହିତ୍ୟିକସାହିତ୍ୟିକ [[ପଦ୍ମଚରଣ ପଟ୍ଟନାୟକ]]ଙ୍କ ସାନ ଭାଇଥିଲେ ।
 
== ଜୀବନକାଳ ==
ବିଚ୍ଛନ୍ଦ ଚରଣ ଖୋର୍ଦ୍ଧା ନିକଟରେ ଥିବା ଜାଅଁଳା ନିବାସୀ ପିତା ଗୋଲୋକ କୃଷ୍ଣ ଓ ମାତା ରାଧାରାଣୀଙ୍କର ମଝିଆଁମଝିଆ ପୁଅ ଥିଲେ । ତାଙ୍କ ପିଲାବେଳରେ ସେ ବାପାଙ୍କ ପ୍ରଭାବରେ ଆଧ୍ୟାତ୍ମିକ ଓ କଳାନୁରାଗୀ ହୋଇଥିଲେ । ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା । ଶାରୀରିକ ଅଚଳତା ହେତୁ ସେ ଅନେକ କାଳ ଚଳପ୍ରଚଳ କରିପାରୁନଥିଲେ । ଜଣେ କାଚରାଣୀର ସହାୟତାରେ ସବୁ ଦିନ ସକଳ ୯ ଘଟିକା ଯାଏଁ ତାଙ୍କ ପାଦ ଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋତା ହୋଇ ରଖାଯାଉଥିଲା । ତିନିମାସ ପରେ ସେ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିବା ଆରମ୍ଭ କଲେ । ତାଙ୍କର ବାଳଶିକ୍ଷା ଚାଟଶାଳୀରେ ଶେଷ ହୋଇଥିଲା । ସେ ପିଲାବେଳେ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ଜ୍ଞାନ ଓ ରାମାୟଣ, ମହାଭାରତର ଚରିତ୍ର ମାନଙ୍କ ବିଷୟରେ ପରିଚିତି ଲାଭ କରିଥିଲେ ।
 
ଓଡ଼ିଆ ସହ ସେ ଇଂରାଜୀ ଓ [[ବଙ୍ଗଳା ଭାଷା]]ରେ ମଧ୍ୟ ଲିଖନ ପଠନରେ ଆଗଭର ଥିଲେ । ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିବା ତାଙ୍କ ବଡ଼ ଭାଇ [[ପଦ୍ମଚରଣ ପଟ୍ଟନାୟକ]]ଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବି ମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ସେହିପରି [[ଉପେନ୍ଦ୍ର ଭଞ୍ଜ|କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ]], [[ଦୀନକୃଷ୍ଣ ଦାସ|ଦୀନକୃଷ୍ଣ]], [[ବଳଦେବ ରଥ|କବିସୂର୍ଯ୍ୟ ବଳଦେବ]] ଓ [[ଅଭିମନ୍ୟୁ ସାମନ୍ତ ସିଂହାର]]ଙ୍କ କବିତାବଳୀକୁ ଇଂରାଜୀରେ ଅନୁବାଦ କରିଥିଲେ ।
୫୪ କ ଧାଡ଼ି:
 
{{ଓଡ଼ିଆ ସାହିତ୍ୟ}}
{{stub}}
 
[[ଶ୍ରେଣୀ:ସାହିତ୍ୟ୧୯୦୧ ଜନ୍ମ]]
[[ଶ୍ରେଣୀ:୧୯୬୧ ମୃତ୍ୟୁ]]
[[ଶ୍ରେଣୀ:ଖୋର୍ଦ୍ଧା ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:ସାହିତ୍ୟ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟିକ]]
 
[[ଶ୍ରେଣୀ:ସାହିତ୍ୟିକ]]
{{ଅଧାଗଢା}}
[[ଶ୍ରେଣୀ:୧୯୬୧ ମୃତ୍ୟୁ]]