"ଅମ୍ଳଜାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
{{Infobox oxygen}}
[[ଫାଇଲ:Oxygen discharge tube.jpg|thumb|300px|upright|Blue white glow from an oxygen discharge tube.]]
'''ଅମ୍ଳଜାନ''' ({{lang-en|Oxygen}}; ଅକ୍‌ସିଜେନ୍) ହେଉଛି ଏକ [[ରାସାୟନିକ ମୌଳିକ]] ଯାହାର [[ପ୍ରତୀକ]] <big>O</big>, [[ପରମାଣୁ କ୍ରମାଙ୍କ]] <big>୮</big> । ଅମ୍ଳଜାନ ଜାରଣରେ ସାହାଯ୍ୟ କରେ‌‌। ଉଦ୍‌ଜାନ ଓ ହିଲିଅମ୍‌ ପରେ ବ୍ରହ୍ମାଣ୍ଡରେ ସବୁଠାରୁ ବେଶି ଉପଲବ୍ଧ ମୌଳିକ ହେଉଛି ଅମ୍ଳଜାନ। ସମସ୍ତ ଜଟିଳ ପ୍ରାଣୀ ଶ୍ବାସକ୍ରିୟା ପାଇଁ ଅମ୍ଳଜାନ ଗ୍ରହଣ କରନ୍ତି।
 
ପୃଥିବୀ ବାୟୁମଣ୍ଡଳରେ ଅମ୍ଳଜାନ ସାଧାରଣତଃ ଦୁଇଟି ପରମାଣୁରେ ଗୋଟିଏ ଅଣୁ ଗଠନ କରିଥାଏ । ମାତ୍ର ଉର୍ଦ୍ଧ୍ବ ବାୟୁମଣ୍ଡଳରେ ଅମ୍ଳଜାନର ତିନୋଟି ପରମାଣୁ ମିଶି ଓଜୋନ୍‌ ଅଣୁ ସୃଷ୍ଟି କରନ୍ତି। ଓଜୋନ୍‌ ସୂର୍ଯ୍ୟଙ୍କ କ୍ଷତିକାରୀ ରଶ୍ମୀକୁ ପୃଥିବୀପୃଷ୍ଠକୁ ଆସିବାକୁ ଦିଏ ନାହିଁ।
 
== ଭୌତିକ ଗୁଣ ==
୧୫୪

ଗୋଟି ସମ୍ପାଦନା