"ରୁନୁ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୦ କ ଧାଡ଼ି:
}}
 
'''ରୁନୁ ପରିଜା''' (ଜନ୍ମ: ୧୫ ମଇ ୧୯୬୫, ସମ୍ବଲପୁରକରଞ୍ଜିଆ) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ କଥାଚିତ୍ର ଜଗତ|କଥାଚିତ୍ର ଜଗତ]]ର ଜଣେ ଅଭିନେତ୍ରୀ । ସେ [[ଅନ୍ନପୂର୍ଣ୍ଣା ଥିଏଟର]]ରୁ ନିଜର ଅଭିନୟ ଜୀବନ ଅାରମ୍ଭ କରି "[[ବତାସୀ ଝଡ଼]]" ଚଳଚ୍ଚିତ୍ରରୁ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ ।<ref>{{cite web|title=Popular Odisha film actress Runu Parija dead|url=http://odishasuntimes.com/95236/odisha-film-actress-runu-parija-dead/|publisher=Odisha Sun Times|accessdate=25 October 2014}}</ref>
ତାଙ୍କ ଅଭିନୀତ ଅନ୍ୟାନ୍ୟ ଜଣାଶୁଣା ଚଳଚିତ୍ର ହେଲା "ପଞ୍ଜୁରୀ ଭିତରେ ଶାରୀ', "ନାରୀ ନୁହେଁ ତୁ ନାରାୟଣୀ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିବା ରୁନୁ "ଲକ୍ଷ୍ମଣ ରେଖା' ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ହାସଲ କରିଥିଲେ । ସେ ପ୍ରାୟ ୮୦ଟି ଓଡ଼ିଅା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । [[ଦୂରଦର୍ଶନ ଭୁବନେଶ୍ୱର]]ରେ ପ୍ରସାରିତ "ତୋଷ ନୋହିଲା ମୋ'ର ଚିତ୍ତ'ରେ ଅଭିନୟ ପାଇଁ ସେ ବିଶେଷ ଜନାଦୃତି ଲାଭ କରିଥିଲେ । ସେ [[ଇ ଟିଭି ଓଡ଼ିଆ]]ରେ ପ୍ରସାରିତ "[[ତପସ୍ୟା (ଧାରାବାହିକ)|ତପସ୍ୟା]] ଧାରାବାହିକରେ ଅଭିନୟ କରି ଅାସୁଥିଲେ ।<ref name=sambad>{{cite news|title=ରୁନୁ ପରିଜାଙ୍କ ଅକାଳ ବିୟୋଗ|url=http://sambadepaper.com/epapermain.aspx?edcode=10&eddate=10%2f25%2f2014&querypage=3|accessdate=୨୫ ଅକ୍ଟୋବର ୨୦୧୪|newspaper=ସମ୍ବାଦ|date=୨୫ ଅକ୍ଟୋବର ୨୦୧୪}}</ref>
 
୬୩ କ ଧାଡ଼ି:
[[ଶ୍ରେଣୀ:୧୯୬୫ ଜନ୍ମ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଶାରମୟୂରଭଞ୍ଜ ଜିଲ୍ଲାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ]]