"ରୁନୁ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଜନ୍ମ ନାମ = ସାଧନା ଦାସ
ଜୀବନୀ, ପରିବାର ଓ ମାନ ସମ୍ମାନ
୬ କ ଧାଡ଼ି:
| caption =<!--ରୁନୁ ପରିଜା -->
| birth_date = {{Birth date|df=yes|1965|5|15}}
| birth_place = [[ସମ୍ବଲପୁରକରଞ୍ଜିଆ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ଓଡ଼ିଶା]]
| birth_name = ସାଧନା ଦାସ
| death_date = {{Death date and age|df=yes|2014|10|24|1965|5|15}} <!--(death date then birth date) -->
୧୪ କ ଧାଡ଼ି:
| years_active = ୧୯୮୦-୨୦୧୪
| spouse = [[ହିମାଂଶୁ ପରିଜା]]
| children = ନିକିତା
| parents = ଭୋଳାନାଥ ଦାସ, କୃଷ୍ଣା<ref>{{cite web|title=Comedy Queen Runu Dead|url=http://www.newindianexpress.com/states/odisha/Comedy-Queen-Runu-Dead/2014/10/25/article2492401.ece|publisher=The New Indian Express|accessdate=25 October 2014}}</ref>
| relatives =
୨୦ କ ଧାଡ଼ି:
}}
 
'''ରୁନୁ ପରିଜା''' (ଜନ୍ମ: ୧୫ ମଇ ୧୯୬୫, ସମ୍ବଲପୁର) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ କଥାଚିତ୍ର ଜଗତ|କଥାଚିତ୍ର ଜଗତ]]ର ଜଣେ ଅଭିନେତ୍ରୀ । ସେ [[ଅନ୍ନପୂର୍ଣ୍ଣା ଥିଏଟର]]ରୁ ନିଜର ଅଭିନୟ ଜୀବନ ଅାରମ୍ଭ କରି "[[ବତାସୀ ଝଡ଼]]" ଚଳଚ୍ଚିତ୍ରରୁ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଅନ୍ୟାନ୍ୟ ଜଣାଶୁଣା ଚଳଚିତ୍ର ହେଲା "ପଞ୍ଜୁରୀ ଭିତରେ ଶାରୀ', "ନାରୀ ନୁହେଁ ତୁ ନାରାୟଣୀ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିବା ରୁନୁ "ଲକ୍ଷ୍ମଣ ରେଖା' ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ହାସଲ କରିଥିଲେ । ସେ ୬୦ରୁପ୍ରାୟ ଅଧିକ୮୦ଟି ଓଡ଼ିଅା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । [[ଦୂରଦର୍ଶନ ଭୁବନେଶ୍ୱର]]ରେ ପ୍ରସାରିତ "ତୋଷ ନୋହିଲା ମୋ'ର ଚିତ୍ତ'ରେ ଅଭିନୟ ପାଇଁ ସେ ବିଶେଷ ଜନାଦୃତି ଲାଭ କରିଥିଲେ । ସେ [[ଇ ଟିଭି ଓଡ଼ିଆ]]ରେ ପ୍ରସାରିତ "[[ତପସ୍ୟା (ଧାରାବାହିକ)|ତପସ୍ୟା]] ଧାରାବାହିକରେ ଅଭିନୟ କରି ଅାସୁଥିଲେ ।<ref name=sambad>{{cite news|title=ରୁନୁ ପରିଜାଙ୍କ ଅକାଳ ବିୟୋଗ|url=http://sambadepaper.com/epapermain.aspx?edcode=10&eddate=10%2f25%2f2014&querypage=3|accessdate=୨୫ ଅକ୍ଟୋବର ୨୦୧୪|newspaper=ସମ୍ବାଦ|date=୨୫ ଅକ୍ଟୋବର ୨୦୧୪}}</ref>
 
 
== ଜୀବନୀ ==
=== ପାରିବାରିକ ===
ଚୁନୁଙ୍କ ପିତା ଭୋଳାନାଥ, ଅନ୍ନପୂର୍ଣ୍ଣାର ଥିଏଟରରେ ଜଣେ ନିର୍ଦ୍ଦେଶକ ଥିଲେ ଓ ମା କ୍ରିଷ୍ଣା ଜଣେ ଚଳଚିତ୍ର ଅଭିନେତ୍ରୀ ଥିଲେ । ରୁନୁ, ପରିଜା ଓଡ଼ିଆ ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ [[ଚଣ୍ଡୀ ପରିଜା]]ଙ୍କୁ ବିବାହ କରିଥିଲେ ।<ref name=sambad/> ତାଙ୍କ ଭଉଣୀ ଝରଣା(ଝୁନୁ), ଚଳଚିତ୍ର ଅଭିନେତା [[ହର ପଟ୍ଟନାୟକ]]ଙ୍କୁ ବିବାହ କରିଛନ୍ତି ।
 
== ଚଳଚ୍ଚିତ୍ର ଜୀବନ ==
୪୨ କ ଧାଡ଼ି:
 
== ମାନସମ୍ମାନ ==
* ରାଜ୍ୟ ଚଳଚିତ୍ର ପୁରସ୍କାର - ୨୦୦୩(ଧରମ ସହିଲେ ହେଲା ଚଳଚିତ୍ର ପାଇଁ)<ref>ସମାଜ(କଟକ ସଂସ୍କରଣ) ୨୫/୧୦/୨୦୧୪ ପୃଷ୍ଠା ୩</ref>
 
== ଆଧାର ==