"ରୁନୁ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} {{ଛୋଟ|Runu Parija}} {{Infobox person | name = ରୁନୁ ପରିଜା |..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଆଧାର+
୨୧ କ ଧାଡ଼ି:
}}
 
'''ରୁନୁ ପରିଜା''' (ଜନ୍ମ: ୧୫ ମଇ ୧୯୬୫,ସମ୍ବଲପୁର) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଲିଉଡ଼|ସିନେ ଜଗତ]]ର ଜଣେ ଅଭିନେତ୍ରୀ । ସେ [[ଅନ୍ନପୂର୍ଣ୍ଣା ଥିଏଟର]]ରୁ ନିଜର ଅଭିନୟ ଜୀବନ ଅାରମ୍ଭ କରି "[[ବତାସୀ ଝଡ଼]]" ଚଳଚ୍ଚିତ୍ରରୁ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଅନ୍ୟାନ୍ୟ ଜଣାଶୁଣା ଚଳଚିତ୍ର ହେଲା [["ପଞ୍ଜୁରୀ ଭିତରେ ଶାରୀ', "ନାରୀ ନୁହେଁ ତୁ ନାରାୟଣୀ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିବା ରୁନୁ "ଲକ୍ଷ୍ମଣ ରେଖା' ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ହାସଲ କରିଥିଲେ । ସେ ୬୦ରୁ ଅଧିକ ଓଡ଼ିଅା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । [[ଦୂରଦର୍ଶନ ଭୁବନେଶ୍ୱର]]ରେ ପ୍ରସାରିତ "ତୋଷ ନୋହିଲା ମୋ'ର ଚିତ୍ତ'ରେ ଅଭିନୟ ପାଇଁ ସେ ବିଶେଷ ଜନାଦୃତି ଲାଭ କରିଥିଲେ । ସେ [[ଇଟିଭି ଓଡ଼ିଆ]]ରେ ପ୍ରସାରିତ "[[ତପସ୍ୟା (ଧାରାବାହିକ)|ତପସ୍ୟା]] ଧାରାବାହିକରେ ଅଭିନୟ କରି ଅାସୁଥିଲେ ।<ref name=sambad>{{cite news|title=ରୁନୁ ପରିଜାଙ୍କ ଅକାଳ ବିୟୋଗ|url=http://sambadepaper.com/epapermain.aspx?edcode=10&eddate=10%2f25%2f2014&querypage=3|accessdate=୨୫ ଅକ୍ଟୋବର ୨୦୧୪|newspaper=ସମ୍ବାଦ|date=୨୫ ଅକ୍ଟୋବର ୨୦୧୪}}</ref>
 
 
== ଜୀବନୀ ==
=== ପାରିବାରିକ ==
ରୁନୁ ପରିଜା ଓଡ଼ିଆ ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ [[ଚଣ୍ଡୀ ପରିଜା]]ଙ୍କୁ ବିବାହ କରିଥିଲେ ।<ref name=sambad/>
 
== ଚଳଚ୍ଚିତ୍ର ଜୀବନ ==
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
{| class="wikitable sortable"
|-
!କଥାଚିତ୍ର!!ମୁକ୍ତିଲାଭ ବର୍ଷ !!ନିର୍ଦ୍ଦେଶକ
|-
|[[ପୁଣି ଦେଖା ହେବ ଆର ଜନମରେ]]|| [[୨୦୧୪ର ଓଡ଼ିଆ ସିନେମା|୨୦୧୨]] | [[ଅଶୋକ ମହାନ୍ତି]]
|-
|[[ତୁ ମୋ ଦେହର ଛାଇ]]|| [[୨୦୧୩ର ଓଡ଼ିଆ ସିନେମା|୨୦୧୩]] | | ଅଶୋକ ମହାନ୍ତି
|-
|[ହାତ ଧରି ଚାଲୁଥା]] || ୨୦୧୩ | | [[ହିମାଂଶୁ ପରିଜା]]|
|}
 
== ମାନସମ୍ମାନ ==
 
== ଆଧାର ==
{{ଆଧାର|2}}
 
== ଅଧିକ ତଥ୍ୟ ==
* {{imdb name|3453940}}
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Parija, Runu
| ALTERNATIVE NAMES =
| SHORT DESCRIPTION =
| DATE OF BIRTH =
| PLACE OF BIRTH =
| DATE OF DEATH =
| PLACE OF DEATH =
}}
{{DEFAULTSORT:Parija, Runu}}
<!--[[ଶ୍ରେଣୀ:୧୯୬୫ ଜନ୍ମ]]-->
[[ଶ୍ରେଣୀ:୨୦୧୪ଜନ୍ମ]]
[[ଶ୍ରେଣୀ:ଭାରତୀୟ ସିନେ ଅଭିନେତ୍ରୀ]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ]]