"କୃଷ୍ଣଚନ୍ଦ୍ର ବକ୍ସିପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୨ କ ଧାଡ଼ି:
କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବିଶିଷ୍ଟ ସମବାୟବିତ୍‌ ତଥା ସମାଜସେବୀ । ଉତ୍କଳ ସମ୍ମିଳନୀର ପୂର୍ବତନ ଜିଲ୍ଲା ସଭାପତି ତଥା [[ରାୟଗଡ଼ା]] ର ପୂର୍ବତନ ନଗରପାଳ ଭାବେ ରାୟଗଡାର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅନେକ ଅବଦାନ ରହିଛି ।
== ପିଲାଦିନ ଓ ଶିକ୍ଷା ଲାଭ==
ଶ୍ରୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ହୁଏ ୧୯୨୭ ମସିହା ମେ ମାସ ୬ ତାରିଖ ଦିନ ତାଙ୍କ ମାମୁଁଘର [[ପାରଳାଖେମୁଣ୍ଡି]] ଠାରେ । ପିଲାଟି ଦିନରୁ ସେ ଧୀରସ୍ଥିର ପ୍ରକୃତିର ଥିଲେ । ପ୍ରାଇମେରୀ ଶିକ୍ଷା [[ରାୟଗଡ଼ା]]ରେ ସମାପନ କରି ସେ [[ଗୁଣୁପୁର]]ରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ସ୍ନାତକ (ବି.ଏ) ପର୍ୟ୍ୟନ୍ତ ପଢିଥିଲେ । ଛାତ୍ର ଜୀବନରୁ ସେ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରତି ଅନୁରକ୍ତ ଥିଲେ । ୧୯୪୩ ମସିହା ଅପ୍ରେଲ୍ ମାସରେ କୁନ୍ତଳା କୁମାରୀଙ୍କ ସହ ତଙ୍କର ବାଲ୍ୟ ବିବାହ ହୋଇଥିଲା ।
 
==ସମାଜ ସେବା==