"ଉଇକିପିଡ଼ିଆ:ଉଇକିପ୍ରକଳ୍ପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବିଷୟବସ୍ତୁକୁ "ଅନ୍ୟକୁ ଖୁସୀ ପ୍ରଧାନ କରିବା(ସବୁଠାରୁ ବଡ)ଦାନ । ଜ..." ଦେଇ ପ୍ରତିବଦଳ କଲେ
୧ କ ଧାଡ଼ି:
ଅନ୍ୟକୁ ଖୁସୀ ପ୍ରଧାନ କରିବା(ସବୁଠାରୁ ବଡ)ଦାନ ।
{{shortcut|WP:PJ|WP:PROJ|WP:WikiProject}}
ଜୀବନର ସ୍ଵାଦକୁ ଆସ୍ଵାଦନ କରିବା ପାଇଁ ଅତୀତକୁ ଭୁଲିବାକୁ ହେବ ।
{{distinguish2|[[Wikipedia:Wikimedia sister projects|ଉଇକିମିଡ଼ିଆର ବାକି ପ୍ରକଳ୍ପ]] ବା [[Wikipedia:School and university projects|ଉଇକିପିଡ଼ିଆ ବିଦ୍ୟାଳୟ ଓ ମହାବିହାର]]}}
 
'''ଉଇକିପ୍ରକଳ୍ପ''' ଉଇକିପିଡ଼ିଆର ବିକାଶ ନିମନ୍ତେ ଏକାଠି ଏକ [[ସଙ୍ଘ]] ଭାବରେ କାମ କରିବା ନିମନ୍ତେ ଉଇକି-ଲେଖକ ମାନଙ୍କର ଏକ [[ସାମାଜିକ ମେଳି|ମେଳି]] । ଏହି ସଙ୍ଘ ସାଧାରଣତ ନିର୍ଦିଷ୍ଟ ବିଷୟକୁ ନେଇ ଗଢ଼ାଯାଇଥାଏ (ଯଥା; [[ନାରୀମାନଙ୍କର ଇତିହାସ]] କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧରଣର କାମ (ଯଥା: ନୂଆ ନୂଆ ତିଆରି ହୋଇଥିବା ପୃଷ୍ଠାର ବିକାଶ)।
 
ଏକ ଉଇକିପ୍ରକଳ୍ପ ପୃଷ୍ଠାରେ ସିଧା ଏକ ଜ୍ଞାନକୋଷ ଭିତ୍ତିକ ପ୍ରସଙ୍ଗକୁ ସିଧା ସଳଖ ଲେଖାଯାଏ ନାହିଁ, କିନ୍ତୁ ଏହା ସେହିପରି ପ୍ରସଙ୍ଗମାନଙ୍କର ଲେଖା ଓ ସମ୍ପାଦନାର ପରିଚାଳନା କରିଥାଏ । ଉଇକିପ୍ରକଳ୍ପମାନଙ୍କରେ ଲେଖକ-ସମ୍ପାଦକ ମାନଙ୍କ ପାଇଁ ଉପଦେଶ ଥାଏ, ଆପେଆପେ ଚାଳିତ ସଭ୍ୟ (bot) ବ୍ୟବହାର କରି ସଙ୍ଘର ବିଚାରରେ ଥିବା ପ୍ରସଙ୍ଗର କି କି ବଦଳ ହେଉଛି ତାହା ଲକ୍ଷ କରାଯାଇଥାଏ ଓ ସଭ୍ୟମାନେ ବ୍ୟବହାର କରୁଥିବା ଉପକରଣ ଓ ଛାଞ୍ଚର ସୁବିଧାଜନକ ତାଲିକାମାନ ତିଆରି କରାଯାଇଥାଏ । ଏକ ପ୍ରକଳ୍ପ ପୃଷ୍ଠାର ଆଲୋଚନା ପୃଷ୍ଠା ଉକ୍ତ ପ୍ରକଳ୍ପର ସଭ୍ୟମାନଙ୍କ ଭିତରେ ଆଲୋଚନା ପାଇଁ ଏକ ଉପଯୁକ୍ତ ସ୍ଥାନ, ସେଠାରେ ସେମାନେ କଣ କରୁଛନ୍ତି ତାହା ଆଲୋଚନା କରନ୍ତି, ପ୍ରଶ୍ନ ପଚାରନ୍ତି ଓ ସେହି ଗୋଠର କାମରେ ଇଛୁକଥିବା ଆଉ ଲୋକଙ୍କଠାରୁ ଉପଦେଶ ଗ୍ରହଣ କରିଥାନ୍ତି ।
 
ଓଡ଼ିଆ ଉଇକିପିଡ଼ିଆରେ ଏଯାବତ ୪ଟି ଉଇକିପ୍ରକଳ୍ପ ଅଛି ।
 
== ପ୍ରକଳ୍ପଟିଏ ଖୋଜିବା ==
{{Wikipedia:WikiProject Council/Navigation}}
{|
|-
|{{WikiProject Footer}}
|}
 
ଉଇକିପ୍ରକଳ୍ପ ନୂଆ ଯୋଗଦାନକାରୀଙ୍କୁ ଆମନ୍ତ୍ରଣ କରିଥାଏ; ଦୟାକରି ଏଥିମଧ୍ୟରୁ କୌଣସିଥିରେ ବା ଆପଣ ଇଛୁକ ଥିବା ପ୍ରକଳ୍ପରେ ଯୋଗ ଦିଅନ୍ତୁ ।
 
== ପ୍ରକଳ୍ପ ଗଠନ ଓ ପରିଚାଳନା ==
ଏକ ଉଇକିପ୍ରକଳ୍ପ ଗଠନ ଏକାଠି କାମ କରିବାକୁ ଇଛୁକଥିବା ଲୋକମାନଙ୍କୁ ନେଇ ସଙ୍ଘଗଠନକୁ ବୁଝାଇଥାଏ ।
 
ଆରମ୍ଭ କରିବା ଆଗରୁ [[Wikipedia:WikiProject Council/Guide|ଉଇକିପ୍ରକଳ୍ପ ପରିଚାଳନା ସହାୟକ ପୁସ୍ତିକା]] ପଢ଼ିନିଅନ୍ତୁ ଓ ସେସବୁ କିପରି "ଏକ ବିଶାଳ ପରିବେଶ" ଭିତରେ କାମ କରିଥାନ୍ତି ଜାଣିବା ନିମନ୍ତେ ଆଗରୁଥିବା କେତେକ ଉଇକିପ୍ରକଳ୍ପରୁ, ସାହାଯ୍ୟ ନିଅନ୍ତୁ । ଯଦି ଆପଣ ଏକ ନୂଆ ପ୍ରକଳ୍ପ କିପରି ତିଆରି କରାଯାଏ ବା ସେହି ପ୍ରକଳ୍ପରେ ଆଉ କେହି ଇଛୁକ କି ନୁହଁନ୍ତି ସେ ବାବଦରେ ସ୍ଥିର ନୁହଁନ୍ତି ତେବେ ଆପଣ ଏକ [[Wikipedia:WikiProject Council/Proposals|ଉଇକିପ୍ରକଳ୍ପ ପ୍ରସ୍ତାବ]] ଦେଇ ପାରିବେ । ସଙ୍ଘସମୂହର ଏକମନ ସମ୍ପାଦକଗଣ କେବେ ବି ଏକ ଉଇକପ୍ରକଳ୍ପ ଆରମ୍ଭ କରିପାରନ୍ତି ଓ କମକରିବା ନିମନ୍ତେ ଉତ୍ସାହିତ ହୋଇଥାନ୍ତି, କିନ୍ତୁ ସେମାନେ ବେଳେ ବେଳେ ନୂଆ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବାକୁ ପଚାଇଥାନ୍ତି । ସୌଜନ୍ୟମୂଳକ ପ୍ରସ୍ତାବମାନଙ୍କରେ ଅନେକ ସୁବିଧାମାନ ଥାଏ, ସେଥିରେ ଉପଯୋଗୀ ମତ ଥାଏ ଯାହା ଅନେକ କାମ ତୁଟାଇଦେଇଥାଏ ଓ ଇଛୁକ ସଭ୍ୟମାନଙ୍କୁ ପ୍ରକଳ୍ପ ସହ ଯୋଡ଼ିଥାଏ ।
 
==ଅନ୍ୟାନ୍ୟ==
ଅଧିକ ତଥ୍ୟ ବା ପ୍ରଶ୍ନ ପଚାରିବା ନିମନ୍ତେ ଦୟାକରି [[Wikipedia:WikiProject Council|ଉଇକିପ୍ରକଳ୍ପ ସଙ୍ଘ]] ଯାନ୍ତୁ କିମ୍ବା ସବିଶେଷ ଜାଣିବା ନିମନ୍ତେ [[ଉଇକିମିଡ଼ିଆ ପ୍ରକଳ୍ପ ତାଲିକା]] ଦେଖନ୍ତୁ<!--[[List of Wikimedia projects]] --> ।
 
'''ଉଇକିପ୍ରକଳ୍ପ''' [[ପ୍ରଧାନ ପୃଷ୍ଠା|ଓଡ଼ିଆ ଉଇକିପିଡ଼ିଆ]] ଭିତରେ ନୂଆ ନୂଆ ପ୍ରକଳ୍ପ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଭାଗରେ ଲେଖା, ଛବି ତଥା ଅନ୍ୟାନ୍ୟ ମାଧ୍ୟମକୁ ଆଣିବାର ଏକ ପ୍ରଚେଷ୍ଟା । ପ୍ରଥମ ଓଡ଼ିଆ ଉଇକିପ୍ରକଳ୍ପ ୨୩ ମେ ୨୦୧୧ ରେ ଆରମ୍ଭ କରାଯାଇଥିଲା । ଏହାର ଲକ୍ଷ ଥିଲା ଓଡ଼ିଆ ଉଇକିପିଡ଼ିଆକୁ ଜୁନ ୧ ଆଗରୁ ୧୦୦୦ଟି ଲେଖାରେ ଭରିବା । ଏବେ ଓଡ଼ିଆରେ [[Special:Statistics|{{NUMBEROFARTICLES}}]]ଟି ଲେଖା ଅଛି ।
 
==ପୁରୁଣା ଉଇକିପ୍ରକଳ୍ପ==
#[[WP:ଉଇକିପ୍ରକଳ୍ପ/ଜୁନ/୧୦୦୦ଟି ଲେଖାର ମେଳା|ଓଡ଼ିଆ ଉଇକିପିଡ଼ିଆରେ ୧୦୦୦ଟି ଲେଖାର ମେଳା]]
#[[WP:ଉଇକିପ୍ରକଳ୍ପ/ଉଇକିପିଡ଼ିଆକୁ ଭଲପାଏ ଭୁବନେଶ୍ଵର (ଅକ୍ଟୋବର)|ଉଇକିପିଡ଼ିଆକୁ ଭଲପାଏ ଭୁବନେଶ୍ଵର]]
 
== ଚଳନ୍ତି ଉଇକିପ୍ରକଳ୍ପ ଓ ଇଚ୍ଛୁକ ଉଇକିଆଳି ==
ଏହି ପ୍ରକଳ୍ପମାନ ଏବେ ଚାଲିଛି, ଯଦି ଆପଣ ଏକ ପ୍ରକଳ୍ପରେ ଭାଗ ନେବାକୁ ଚାହାଁନ୍ତି ତେବେ ସେହି ପ୍ରକଳ୍ପ ପାଖରେ ନିଜ ନାମ ଲେଖନ୍ତୁ ।
ଯଦି ଆପଣ ତଳେ ଥିବା ଏବେକାର କିଛି ପ୍ରକଳ୍ପରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ନାମ ଲେଖାନ୍ତୁ ।
{| class="wikitable"
|-
! କ୍ର.ନ. || ପ୍ରକଳ୍ପ ନାମ !! ଆଗ୍ରହୀ ଉଇକିଆଳିଙ୍କ ନାମ !! କାମ !! ଉଇକିଆଳିଙ୍କ ନାମ !! କାମ !! ଉଇକିଆଳିଙ୍କ ନାମ !! କାମ !! ଉଇକିଆଳିଙ୍କ ନାମ !! କାମ !! ଉଇକିଆଳିଙ୍କ ନାମ !! କାମ
|-
| ୧ || [[WP:ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ|ଓଡ଼ିଆ ସାହିତ୍ୟ ପାଇଁ ଉଇକିପିଡ଼ିଆ‎]] || [[User:bishupriyaparam|ବିଶୁଦ୍ଧାକ୍ଷ ପୁହାଣ]] || କାମ || [[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|ଶିତିକଣ୍ଠ ଦାଶ]] || ପୁସ୍ତକ ସମୀକ୍ଷା ଓ ଲେଖକ ପରିଚୟ|| ନାମ || କାମ || ନାମ || କାମ || ନାମ || କାମ
|-
| ୨ || [[WP:ଉଇକିପ୍ରକଳ୍ପ/ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ‎|ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ]] || ନାମ || କାମ || ନାମ || କାମ || ନାମ || କାମ || ନାମ || କାମ || ନାମ || କାମ
|-
| ୩ || [[WP:ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ|ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ]] || [[User:MKar|ମୃତ୍ୟୁଞ୍ଜୟ କର]] || କାମ || ନାମ || କାମ || ନାମ || କାମ || ନାମ || କାମ || ନାମ || କାମ
|-
| ୪ || [[WP:ଉଇକିପ୍ରକଳ୍ପ ଚିକିତ୍ସାବିଜ୍ଞାନ|ଉଇକିପ୍ରକଳ୍ପ ଚିକିତ୍ସାବିଜ୍ଞାନ]] ||[[ବ୍ୟବହାରକାରୀ:ସୁବାସ ଚନ୍ଦ୍ର ରାଉତ|ସୁବାସ ଚନ୍ଦ୍ର ରାଉତ]] || କାମ || ନାମ || କାମ || ନାମ || କାମ || ନାମ || କାମ || ନାମ || କାମ
|-
| ୫ || [[WP:ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ|ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ]] ||[[ବ୍ୟବହାରକାରୀ:ମୁନା ମହାନ୍ତ|ମୁନା ମହାନ୍ତ]]|| କାମ || [[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|ଶିତିକଣ୍ଠ ଦାଶ]] || କାମ || ନାମ || କାମ || ନାମ || କାମ || ନାମ || କାମ
|-
| ୬ || [[WP:ଉଇକିପ୍ରକଳ୍ପ ବିଜ୍ଞାନ|ଉଇକିପ୍ରକଳ୍ପ ବିଜ୍ଞାନ]] || [[User:Shisir 1945|ଶିଶିର କୁମାର ନାୟକ]]|| କାମ || [[User:bishupriyaparam|ବିଶୁଦ୍ଧାକ୍ଷ ପୁହାଣ]] || କାମ || [[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|ଶିତିକଣ୍ଠ ଦାଶ]] || କାମ || ନାମ || କାମ || ନାମ || କାମ
|-
|୭||[[WP:ଉଇକିପ୍ରକଳ୍ପ ଓଡ଼ିଆ ସିନେମା|ଓଡ଼ିଆ ସିନେମା]] || ନାମ || କାମ || ନାମ || କାମ || ନାମ || କାମ || ନାମ || କାମ || ନାମ || କାମ
|-
| ୮ || [[WP:ଉଇକିପ୍ରକଳ୍ପ ଓଡ଼ିଶା/ଓଡ଼ିଶାର ବିଦ୍ୟାଳୟ|ଉଇକିପ୍ରକଳ୍ପ ଓଡ଼ିଶାର ବିଦ୍ୟାଳୟ]] || [[User:kamalakanta777|କମଳାକାନ୍ତ ନାୟକ]] || କାମ || [[ବ୍ୟବହାରକାରୀ:ଆଶୁତୋଷ କର|ଆଶୁତୋଷ କର]] || କାମ || ନାମ || କାମ || ନାମ || କାମ || ନାମ || କାମ
|}
 
 
[[ଶ୍ରେଣୀ:ଉଇକିପ୍ରକଳ୍ପ| ]]