"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୨ କ ଧାଡ଼ି:
 
== ଜଳବାୟୁ ==
[[चित्रImage:India mumbai temperature precipitation averages chart.svg|thumb|ମୁମ୍ବାଇର ହାରାହାରି ତାପମାତ୍ରା ଓ ବର୍ଷା (ବୃଷ୍ଟିପାତ) ର ସାରଣୀ]]
 
ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳ ରେ ଆରବ ସାଗର ନିକଟରେ ଥିବାରୁ ମୁମ୍ବାଇର ଜଳବାୟୁରେ ମୁଖ୍ଯତଃ ଦୁଇ ପ୍ରକାର ଋତୁ ଦେଖାଯାଏ : ଶୁଷ୍କ ଋତୁ ଓ ଆର୍ଦ୍ର ଋତୁ। ଆର୍ଦ୍ର ଋତୁ ମାର୍ଚ ରୁ ଅକ୍ଟୋବର ମଧ୍ୟରେ ଆସେ। ଏହାର ମୁଖ୍ୟ କାରଣ ଅଧିକ ଆର୍ଦ୍ରତା ସହ ତାପମାତ୍ରା ୩୦<sup>୦</sup>ସେ. (୮୬<sup>୦</sup>ଫା.)ରୁ ମଧ୍ୟ ଅଧିକ। ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ଜନିତ ବର୍ଷା ସହରକୁ ଭିଜାଏ, ଯାହା ଫଳରେ କି ମୁମ୍ବାଇର ବାର୍ଷିକ ବର୍ଷା ସ୍ତର ୨,୨୦୦ ମିଲିମିଟର (୮୬.୬ ଇଞ୍ଚ) ହେଇଥାଏ। ଏଯାଏଁ ସବୁଠାରୁ ଅଧିକ ବର୍ଷା ୧୯୯୫ରେ ହେଇଥିଲା ଯାହାର ବର୍ଷା ସ୍ତର ୩,୪୫୨ ମିଲିମିଟର (୧୩୫.୯ ଇଞ୍ଚ) ଥିଲା।<ref>{{cite web |url=http://mdmu.maharashtra.gov.in/pages/Mumbai/mumbaiplanShow.php |title=Mumbai Plan |publisher=Department of Relief and Rehabilitation (Government of Maharashtra)}}</ref> ଦିନର ସବୁଠୁ ଅଧିକ ବର୍ଷା ୨୬ ଜୁଲାଇ ୨୦୦୫ ରେ ୯୪୪ ମିଲିମିଟର (୩୭.୧୭ ଇଞ୍ଚ)ର ହେଇଥିଲା।<ref>{{cite news |url=http://www.dnaindia.com/report.asp?NewsID=1039257 |title=Three drown as heavy rain lashes Mumbai for the 3rd day |publisher=Daily News and Analysis |location=Mumbai |date=2006-07-03}}</ref>ନଭେମ୍ବରରୁ ଫେବୃଆରୀଯାଏଁ ଶୁଖିଲା ଜଳବାୟୁ ରହିଥାଏ ଯେଉଁ ସମୟରେ କି ମଧ୍ୟମ ଧରଣର ଆର୍ଦ୍ରତା ଦେଖାଯାଏ ଓ କିଛି ଗରମ ଓ କିଛି ଶୀତ ଅନୁଭୂତ ହେଇଥାଏ। ଜାନୁଆରୀ ଓ ଫେବୃଆରୀରେ ଅଳ୍ପ ଥଣ୍ଡା ପଡିଥାଏ, ଏଠାରେ ହଉଥିବା ଶୀତ ଉତ୍ତରରୁ ଆସୁଥିବା ଥଣ୍ଡା ପବନ ଯୋଗୁଁ ହେଇଥାଏ।
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି