"ଗୌତମ ବୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
No edit summary
୯ କ ଧାଡ଼ି:
| birth_date = ୫୬୩ ଖ୍ରୀ.ପୂ ବା ୬୨୩ ଖ୍ରୀ.ପ.
| death_date = ୪୮୩ ଖ୍ରୀ.ପୂ ବା ୫୪୩ ଖ୍ରୀ.ପୂ. (୮୦ ବର୍ଷ)
| birth_place = ଲୁମ୍ବ୍ନୀନିଲୁମ୍ବିନୀ ଉଦ୍ୟାନ,(ବର୍ତ୍ତମାନ ନେପାଳ)
| death_place = କୁଶୀନଗର,ଉତ୍ତରପ୍ରଦେଶ, [[ଭାରତ]]
| known_for = [[ବୌଦ୍ଧ ଧର୍ମ]]ର ପ୍ରତିଷ୍ଠାତା
| predecessor = କାସପ ବୁଦ୍ଧ
| successor = ମେତ୍ତେୟମୌତ୍ରେୟ ବୁଦ୍ଧ
| ethnicity = [[ଶାକ୍ୟ]]
| father=[[ଶୁଦ୍ଧୋଧନ]]
୩୩ କ ଧାଡ଼ି:
 
ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ [[ଓଡ଼ିଶା]] ବା '''[[କଳିଙ୍ଗ]]'''ର [[ଭୁବନେଶ୍ୱର]] ନିକଟରେ ଥିବା କପିଳେଶ୍ଵର ଜନପଦରେ ହୋଇଥିଲା । [[ଅଶୋକଙ୍କ ଶିଳାଲେଖ]], [[ଜଉଗଡ଼ର ଶିଳାଲେଖ]] ଓ ସେକାଳରେ [[ଓଡ଼ିଶା|ଓଡ଼ିଶାରେ]] ପ୍ରଚଳିତ ଭାଷା [[ପାଳି ଭାଷା]]ର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।<ref>http://www.hindu.com/fline/fl2204/stories/20050225001008800.htm</ref><ref>http://www.rediff.com/news/2002/sep/16spec.htm</ref><ref>http://www.srilankaguardian.org/2008/03/buddha-born-in-orissa-scholars.html</ref><ref>http://orissa.gov.in/e-magazine/Journal/jounalvol1/pdf/orhj-3.pdf</ref>
ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ [[ନେପାଳ]]ର କପିଲବାସ୍ତୁକପିଳବାସ୍ତୁ ଠାରେ ।
== ଜୀବନୀ ==
ଗୌତ୍ତମ ବୁଦ୍ଧ [[ବୌଦ୍ଧ ଧର୍ମ]]ର ପ୍ରତିଷ୍ଠାତା ।<ref>http://webspace.ship.edu/cgboer/buddhaintro.html</ref> ସେ ଖ୍ରୀ. ପୂ ୫୬୭ (ମତାନ୍ତର) ରେ ହିମାଳୟର ପାଦଦେଶରେ ଅବସ୍ତିତ କପିଳବାସ୍ତୁ ନିକଟବର୍ତ୍ତୀ [[ଲୁମ୍ବିନୀ]] ଉପବନରେ ଜନ୍ମ ଗ୍ରହଣ କରିଥିଲେ । [[କପିଳାବାସ୍ତୁ]] ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତ୍ତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ ।<ref>http://www.buddhanet.net/e-learning/buddhistworld/buddha.htm</ref> ତାଙ୍କର ମାତାନକ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କ ଦ୍ଵାରା ପରିପାଳିତ ହୋଇ ଥିଲେ । <ref>http://buddhism.about.com/od/lifeofthebuddha/a/buddhalife.htm</ref> ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲେ । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ଵେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା । <ref>http://www.thewildrose.net/the_buddha.html</ref>