"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ବିଶ୍ଵନାଥ ପଟ୍ଟନାଯକ ପୃଷ୍ଠାଟି ବିଶ୍ଵନାଥ ପଟ୍ଟନାୟକକୁ ଘୁଞ୍ଚାଇଲେ: ଠିକ ବନାନ !
ଟିକେNo edit summary
୧୬ କ ଧାଡ଼ି:
 
 
'''ବିଶ୍ଵନାଥ ପଟ୍ଟନାଯକ''' ହେଉଛନ୍ତି [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ସମାଜ ସେବୀ । ସେ ଜଣେ ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ନେତା । କୁଜେନ୍ଦ୍ରି ଏବଂ ବାଲିଗୁଡା ଅଞ୍ଚଳରେ ଆଦିବାସୀଙ୍କ ନିମନ୍ତେ ସମାଜସେବା ହେତୁ ତାଂକୁତାଙ୍କୁ ୨୦୦୮ ମସିହାରେ ଜମୁନାଲାଲ ବଜାଜ ସମ୍ମାନ ମିଳିଛି<ref>[http://www.jamnalalbajajfoundation.org/awards/archives/2008/constructive-work/biswanath-pattnaik "Jamnalal Bajaj awards-2008"] ଜମୁନାଲାଲ ବଜାଜ ସମ୍ମାନ 2008</ref> ।
== ପ୍ରାଥମିକ ଜୀବନ ==
[[ଗଞ୍ଜାମ ଜିଲ୍ଲା]]ର କୁମରଡା ଗାଆଁରେ ତାଙ୍କ ଜନ୍ମ । ପିଲାଦିନୁ ବାପାଙ୍କୁ ହରାଇଥିବା ବିଶ୍ଵନାଥ ପଟ୍ଟନାଯକ ତାଙ୍କ ଜେଜେବାପାଙ୍କ ଯତ୍ନରେ ବଢ଼ିଥିଲେ । ଶ୍ରୀକାକୁଲମଠାରେ ଅଷ୍ଟମ ଯାଏଁ ପଢିବା ପରେ ପାଠରେ ଡୋରି ବଂଧାବନ୍ଧା ହେଲା । ଶିକ୍ଷକତା କରୁଥିବା ବେଳେ ସେ [[ଗୋପବନ୍ଧୁ ଚୌଧୁରୀ]]ଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ସହକର୍ମୀ ଭାବେ କାମ କଲେ ।
 
== ସମାଜସେବା ==
ପ୍ରଥମେ ସେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ '''ବନବାସୀ ସେବା ସମିତି'''ରେ କାମ କରି ବିକାଶ ମୂଳକ କାମରେ ମନଦେଲେ।ମନଦେଲେ । ଆଚାର୍ଯ୍ୟ [[ବିନୋବା ଭାବେ]] ଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ବିଶେଷକରି କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ଵ ନେଲେ ବିଶ୍ଵନାଥ ପଟ୍ଟନାଯକ ।
୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।