"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୮ କ ଧାଡ଼ି:
}}
 
'''ଅଥୀନା''' (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : [[:en:Athena]] , ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ତାଙ୍କୁଗ୍ରୀକ୍ ବୁଦ୍ଧିଧର୍ମ କଳା ଏବଂପୌରାଣିକ ଯୁଦ୍ଧରକିମ୍ୱଦନ୍ତୀ ଅଧିଷ୍ଟାତ୍ରୀଅନୁସାରେ ଦେବୀଅଥୀନା ଭାବେବା [[ଗ୍ରୀକ]]ଅଥୀନି ପୁରାଣ(କିମ୍ୱା ଗୁଡିକରେପାଲାସ୍ ବର୍ଣ୍ଣନାଅଥୀନା କରାଯାଇଅଛିବା ଅଥୀନି) ସେହେଉଛନ୍ତି [[ଏଥେନ୍ସ]]ବୁଦ୍ଧି-ବିଦ୍ୟା, ସହରରଗଣିତ, ଅଧିଷ୍ଟାତ୍ରୀସାହସ, ଦେବୀଥିଲେପ୍ରେରଣା, ଏବଂସଂସ୍କୃତି, ଏହିନ୍ୟାୟ, ସହରରେସାମରିକ ତାଙ୍କୁକୌଶଳ, ସମର୍ପିତ ସବୁଠୁଁ ବଡ଼ ମନ୍ଦିର ଥିଲା । ପ୍ରାଚୀନ ରୋମନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ଥିଲେ ମିନର୍ବା । ଅଥୀନା ଆଟ୍ରିକା ପ୍ରଦେଶଶକ୍ତି ଏବଂ ବିୟୋତିଆସମସ୍ତ ପ୍ରଦେଶକଳା, ମଧ୍ୟରେଶିଳ୍ପ ଥିବା ଏଥେନ୍ସ ନଗରୀକୌଶଳଅଧିଷ୍ଟାତ୍ରୀଦେବୀ ଥିଲେ| ପ୍ରାଚୀନ ଗ୍ରୀକରୋମାନ୍ ସାହିତ୍ୟରେଧର୍ମରେ ତାଙ୍କ ବିଷୟରେସମକକ୍ଷ ଦେବୀ ଅନେକହେଉଛନ୍ତି ଆଖ୍ୟାନମିନର୍ଭା ଅଛି|<br />
 
ଶୂରବୀର ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ପ୍ରାୟତଃ ପ୍ରଚୀନ ଗ୍ରୀକ୍ ବୀର ମାନଙ୍କ ସହଚରୀ ରୂପେ ଚିତ୍ରଣ କରାଯାଏ | ସେ ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ୍ ନଗରୀର ଅଧିଷ୍ଠାତ୍ରୀ କୁମାରୀ ଦେବୀ | ଏଥେନ୍ସ୍ ନଗରୀ ତାଙ୍କରି ନାମରେ ନାମିତ ଓ ଏଠାରେ ତାଙ୍କୁ ସମର୍ପିତ ପାର୍ଥେନନ୍ ନାମକ ବିଶାଳ ମନ୍ଦିର ରହିଛି | ସହଜେ ତ ସହର (polis)ର ସୁରକ୍ଷାଦାତ୍ରୀ ଦେବୀ ହିସାବରେ ପ୍ରାୟ ଅଧିକାଂଶ ଗ୍ରୀକ୍ ସହର ମାନଙ୍କରେ ସେ ପୂଜ୍ୟ ଥିଲେ, ତେବେ ଏଥେନ୍ସ୍‌ରେ ସେ ଜୀବନର ଅଭିନ୍ନ ଅଙ୍ଗ ଥିଲେ |
 
==ଆବିର୍ଭାବ==
ୟୁନାନୀ ଦେବତା ଜ୍ୟୁସ୍ ଙ୍କର ପ୍ରଥମ ପତ୍ନୀ ଗର୍ଭବତୀ ହେଲେ । ଜ୍ୟୁସ୍ ଙ୍କ ମନରେ ଶଙ୍କା ଯାତ ହେଲା ଯଦି ମେତିସ (ଜ୍ୟୁସ୍ ଙ୍କ ପ୍ରଥମ ପତ୍ନୀ) ର ଗର୍ଭରୁ ପୁତ୍ର ଜାତ ହୁଏ ମୋର ଶକ୍ତି କମ୍ ହୋଇଯିବ । ଦ୍ଵିତୀୟ ପତ୍ନୀର କଥାରେ ପଡି ଜ୍ୟୁସ୍ ମେରିସ୍ କୁ ଗିଳିଦେଲେ । ତତ୍ ପଶ୍ଚାତ୍ ପ୍ରୋମେଥିଅସ୍ ନାମକ ଦେବତା ନିଜର ଅସ୍ତ୍ର ଦ୍ଵାରା ଜ୍ୟୁସ୍ ର ମସ୍ତକ ଛେଦନକଲେ ଏବଂ ସେଇ ଶରୀରରୁ ଅଥୀନାଙ୍କର ଅସ୍ତ୍ରଶସ୍ତ୍ର କବଜ ସହ ଆବିର୍ଭାବ ହେଲା ।
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି