"ପ୍ରାଣନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} {{Infobox person |image = |caption = |image_size = |alt..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଲିଖନ +
୨୯ କ ଧାଡ଼ି:
}}
'''ପ୍ରାଣନାଥ ପଟ୍ଟନାୟକ''' [[ଓଡ଼ିଶା]]ର ଜଣେ [[ବାମପନ୍ଥା|ବାମପନ୍ଥୀ]] ନେତା, ବିଧାୟକ, ଶିକ୍ଷାବିଦ ଓ ବିପ୍ଲବୀ ଥିଲେ । ସେ [[ଭାରତୀୟ ସ୍ବାଧୀନତା ସଂଗ୍ରାମ]], [[ଓଡ଼ିଶା କୃଷକ ଆନ୍ଦୋଳନ]] ଓ [[ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନ]], [[ଗଡ଼ଜାତ ପ୍ରଜା ଆନ୍ଦୋଳନ]], [[ଓଡ଼ିଶା ଭାଗଚାଷୀ ଆନ୍ଦୋଳନ]] ଓ [[ଓଡ଼ିଶା ଶିକ୍ଷା ଆନ୍ଦୋଳନ]]ରେ ଭାଗ ନେଇ ଶ୍ରେଣୀହୀନସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସେ ଦଶଥର [[ଇଂରେଜ ସରକାର]]ର କାରାଗାରେ ବନ୍ଦୀ ଜୀବନ କାଟିଥିଲେ । ବନ୍ଦୀଶାଳା ମଧ୍ୟରେ ଥିବା ସମୟରେ ସେ ୪୫ ଦିନ ଅନଶନ ଚଳାଇଥିଲେ । ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ସଭାପତି ଥିଲେ ।
 
== ପ୍ରତିଷ୍ଠା ==
ପ୍ରାଣନାଥ ପଟ୍ଟନାୟକ [[ଖୋର୍ଦ୍ଧା]] ଠାରେ [[ପ୍ରାଣନାଥ ମହାବିଦ୍ୟାଳୟ]] ଓ [[ଜଟଣୀ]] ଠାରେ [[ପ୍ରାଣନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟ]] ସ୍ଥାପନ କରିଥିଲେ ।
 
== ଲିଖନ ==
* [[ସାରଥି (ପତ୍ରିକା)|ସାରଥି ପତ୍ରିକା]] ପତ୍ରିକାରେ ପ୍ରବନ୍ଧ
*[[ଆସନ୍ତାକାଲିର ସାହିତ୍ୟ]]