"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୭ କ ଧାଡ଼ି:
 
== ଭୂଗୋଳ ==
ମୁମ୍ବାଇ ସହର ଭାରତର ପଶ୍ଚିମ ଉପକୂଳର [[କୋଙ୍କଣ]] ଉପକୂଳୀୟ କ୍ଷେତ୍ରର [[ଉଲ୍ଲାସ ନଦୀ]] ମୁହାଣରେ ଅବସ୍ଥିତ। ଏଥିରେ ସେଲସେଟ ଦ୍ଵୀପର ଆଂଶିକ ଭାଗ ଅଛି ବାକି ଭାଗ [[ଠାଣେ]] ଜିଲ୍ଲାରେ ରହିଛି। ଅଧିକାଂଶ ନଗର ସମୁଦ୍ର ପତ୍ତନରୁ ଅଳ୍ପକିଛି ଉଚ୍ଚତାରେ ଅବସ୍ଥିତ, ଯାହାର ହାରାହାରି ଉଚ୍ଚତା ୧୦ମି. (୩୩ ଫୁଟ)ରୁ ୧୫ମି. (୪୯ ଫୁଟ) ମଧ୍ୟରେ ଅଟେ।<ref>{{cite web |url=http://www.bhramanti.com/kanheri.html |title=Kanheri, Lungs of Mumbai |accessdate=2007-12-05 |author=Krishnadas Warrior}}</ref> ମୁମ୍ବାଇର ଉତ୍ତର ଭାଗ ପାହାଡିଆ ଅଟେ ଯାହାର ସର୍ବୋଚ୍ଚ ଉଚ୍ଚତା ୪୫୦ମି. (୧,୪୭୬ ଫୁଟ) ଅଟେ। ସହର ସମଗ୍ର କ୍ଷେତ୍ରଫଳ ୬୦୩ ବର୍ଗକି.ମି. (୨୩୩ ବର୍ଗମାଇଲ) ଅଟେ।
 
<p>ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ସହର ପାଖରେ ଅବସ୍ଥିତ। ଏହା ପୁରା ସହରର ସମୁଦାୟ ୬ ଭାଗରେ ବିସ୍ତ୍ରୁତ। ଏହି ଉଦ୍ୟାନରେ [[ଚିତାବାଘ]] ଭଳି ପଶୁ ମଧ୍ୟ ମିଳିଯା'ନ୍ତି। <ref>[http://cities.expressindia.com/fullstory.php?newsid=45505 A cat rouses Thane colony]</ref><ref>[http://ngcblog.nationalgeographic.com/explorer/?p=1 Killer Cats by Bijal Trivedi - National Geographic Channel]</ref>କିନ୍ତୁ ସହରରେ ଲୋକମାନଙ୍କ ରହିବାସମସ୍ୟା ପାଇଁ ଏହି ଉଦ୍ୟାନର କ୍ଷେତ୍ରଫଳ ହ୍ରାସ ଆଉ ଏହି ଜାତୀୟ ପଶୁମାନେ ଲଗାତାର ହ୍ରାସ ପାଇଯାଉଛନ୍ତି।
 
<p>ଭାଟସା ବନ୍ଧ ଛଡା ଅନ୍ୟ ୬ ମୁଖ୍ୟ ହ୍ରଦ ସହରର ପାଣି ସମସ୍ୟା ଦୂର କରେ। ବିହାର ହ୍ରଦ, ବଇତରଣା, ଉପର ବଇତରଣା, ତୁଳସୀ, ତଂସ ଓ ପଉଅଇ। ତୁଳସୀ ଓ ବିହାର ହ୍ରଦ ବୋରିବଲି ଜାତୀୟ ଉଦ୍ୟାନରେ ସହର ନଗର ପାଳିକାର ସୀମା ମଧ୍ୟରେ ଅବସ୍ଥିତ। ପଉଅଇ ହ୍ରଦ ଦ୍ଵାରା କେବଳ ଶିଳ୍ପ ସଂସ୍ଥା ଗୁଡିକର ପାଣି ଆବଶ୍ୟକତା ପୂର୍ଣ୍ଣ ହେଇଥାଏ। ତିନୋଟି ଛୋଟ ନଦୀ ଦହିସର, ପୋଇସର ଓ ଓହିଉଆଡା (ବା ଆଶୀଉଆଡା) ଉଦ୍ୟାନ ଭିତରୁ ବାହାରିଛି, ଯେବେକି ମିଠା ନଦୀ (ମିଠି ନଦୀ) ତୁଳସୀ ହ୍ରଦରୁ ବାହାରିଅଛି ଓ ପଉଅଇ ଏବଂ ବିହାର ହ୍ରଦର ବନ୍ୟାଜଳ ନିଜ ଭିତରକୁ ନେଇଥାଏ। ସହରର ବହୁତ କୁଳ ସନ୍ତସନ୍ତିଆ ଅଟେ। ସେଲସେଟ ଦ୍ଵୀପର ପୂର୍ବଭାଗ ଅତି ସନ୍ତସନ୍ତିଆ ଅଟେ ଯାହାକି ଜୈବବିଭିନ୍ନତାରେ ପରିପୂର୍ଣ୍ଣ। ପଶ୍ଚିମ ଭାଗ ଅତ୍ୟନ୍ତ ବାଲିଆ ଓ ପଥୁରିଆ ଅଟେ।
 
==ଇତିହାସ==
== ପର୍ଯ୍ୟଟନ ==
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି