"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୩ କ ଧାଡ଼ି:
}}
 
[[ଭାରତ]]ର ପଶ୍ଚିମ କୂଳରେ ସ୍ଥିତ [[ମୁମ୍ବାଇ]] (ପୂର୍ବ ନାମ ବମ୍ବେ), [[ଭାରତୀୟ]] ରାଜ୍ୟ [[ମହାରାଷ୍ଟ୍ର]]ର ରାଜଧାନୀ ଅଟେ। ଏହାର ଆନୁମାନିକ ଜନସଂଖ୍ୟା ୩ କୋଟି ୨୧ ଲକ୍ଷ, ଯାହାକି ଦେଶର ସର୍ବାଧିକ ଜନସଂଖ୍ୟା ଥିବା ସହର ଅଟେ।<ref name=WG>[http://www.webcitation.org/query?url=http://world-gazetteer.com/wg.php?x=%26men=gcis%26lng=en%26des=wg%26srt=npan%26col=abcdefghinoq%26msz=1500%26pt=c%26va=%26srt=pnan&date=2010-01-10+15:19:25 विश्व गैज़ेटियर अनुमान 2008-01-01]</ref> ଏହାର ଉତ୍ପତ୍ତି ଲାଭାରୁ ନିର୍ଗତ ୭ଟି ଛୋଟ ଛୋଟ ଦ୍ବୀପପୁଞ୍ଜକୁ ମିଶାଇ ହେଇଛି, ଯାହା ମୂଳ ଭାରତୀୟ ଭୂଖଣ୍ଡକୁ ଏକ ପୋଲଦ୍ଵାରା ଯୋଡି ହେଇଛି। ମୁମ୍ବାଇ ବନ୍ଦର ଭାରତର ସର୍ବଶ୍ରେଷ୍ଠ ସାମୁଦ୍ରିକ ବନ୍ଦର ଅଟେ। ମୁମ୍ବାଇର ଉପକୂଳ ରେଉପକୂଳରେ ଫାଟ ଥିବାରୁ ଏହାର ପୋତାଶ୍ରୟ ପ୍ରକୃତିକ ଓ ସୁରକ୍ଷିତ ଅଟେ। [[ଇଉରୋପ]], [[ଆଫ୍ରିକା]], [[ଆମେରିକା]] ଆଦି ପାଶ୍ଚାତ୍ୟ ଦେଶରୁ ଜଳମାର୍ଗ କିମ୍ବା ଆକାଶମାର୍ଗ ରୁ ଆସୁଥିବା ଯାତ୍ରୀ ସର୍ବପ୍ରଥମେ ମୁମ୍ବାଇ ଆସୁଥିବାରୁ, ମୁମ୍ବାଇ କୁମୁମ୍ବାଇକୁ ଭାରତର ପ୍ରବେଶଦ୍ଵାର ମଧ୍ୟ କୁହାଯାଏ।
 
<p>ମୁମ୍ବାଇ ଭାରତର ସର୍ବବୃହତ ବାଣିଜ୍ୟିକ କେନ୍ଦ୍ର ଅଟେ, ଯାହାର ଭାରତର ସକଳ ଘରୋଇ ଉତ୍ପାଦରେ ୫% ଭାଗୀଦାରୀ ରହିଛି।ଏହାରହିଛି।<ref>{{cite web
|url=http://mmrdamumbai.org/projects_muip.htm
|title=मुंबई अर्बन इंफ्रास्ट्रक्चर परियोजना
|publisher=मुंबई महानगरीय क्षेत्र विकास प्राधिकरण]]
|accessed=2008-07-18}}</ref>ଏହା ସମୁର୍ଣ୍ଣ ଭାରତର ଶିଳ୍ପ ଉତ୍ପାଦର ୨୫%, ଜଳଜାହାଜ ବ୍ୟାପାରର ୪୦% ଓ ଭାରତୀୟ ଅର୍ଥବ୍ୟବସ୍ଥାରେ ପୁଞ୍ଜି ନେଣଦେଣରେ ୭୦% ଭାଗୀଦାରୀ ରହିଛି।<ref>{{cite web
|url=http://img214.imageshack.us/img214/2299/dscn7619ql4.jpg
|title=नवी मुंबई अन्तर्राष्ट्रीय विमानक्षेत्र
|publisher=महाराष्ट्र नगर एवं औद्योगिक विकास निगम लिमिटेड
|format=[[JPEG|JPG]]
|accessdate=2008-07-18|archiveurl=https://archive.is/VcP3|archivedate=2012-07-09}}</ref> ମୁମ୍ବାଇ ବିଶ୍ଵର ପ୍ରମୁଖ ୧୦ ବାଣିଜ୍ୟିକ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଅଟେ।<ref name="autogenerated1">{{cite web |url=http://www.rediff.com/money/2007/jun/18mumbai.htm |title=Mumbai among world's top 10 financial flow hubs |date=2007-06-18 |publisher=Rediff News}}</ref> ଭାରତର ଅଧିକାଂଶ ବ୍ୟାଙ୍କ, ବ୍ୟବସାୟିକ କାର୍ଯାଳୟ ଓ ଅନେକ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ସଂସ୍ଥା ଯେମିତିକି ଭାରତୀୟ ରିଜର୍ଭ ବ୍ୟାଙ୍କ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଜାତୀୟ ଷ୍ଟକ ଏକ୍ସଚେଞ୍ଜ ଓ ଅନେକ ଭାରତୀୟ ସମବାୟ ସଂଗଠନ ଗୁଡିକର ମୁଖ୍ୟ କାର୍ଯାଳୟ ଓ ଅନେକ ବହୁରାଷ୍ଟ୍ରୀୟ ସମବାୟ ସଂସ୍ଥାସବୁ ମୁମ୍ବାଇରେ ଅବସ୍ଥିତ। ଏଥିପାଇଁ ମୁମ୍ବାଇକୁ ଦେଶର ଆର୍ଥିକ ରାଜଧାନୀ ମଧ୍ୟ କହନ୍ତି। ସହରରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଓ ଦୂରଦର୍ଶନ ଉଦ୍ୟୋଗ ମଧ୍ୟ ରହିଛି, ଯାହାକି [[ବଲିଉଡ]] ନାମରେ ପ୍ରସିଦ୍ଧ। ମୁମ୍ବାଇର ବ୍ଯବସାୟିକ ସୁଯୋଗ ଓ ଉତ୍କୃଷ୍ଟ ଜୀବନ ଧାରଣ ମାନକ ଭାରତବର୍ଷର ଲୋକମାନଙ୍କୁ ଆକର୍ଷିତ କରେ, ଯାହାଫଳରେ ଏହି ସହରରେ ବିଭିନ୍ନ ସମାଜ ଓ ସଂସ୍କୃତିର ମିଶ୍ରଣ ଘଟିଛି। ମୁମ୍ବାଇ ବନ୍ଦର ଭାରତର ପ୍ରାୟ ଅଧେ ସାମୁଦ୍ରିକ ପଦାର୍ଥ ଆମଦାନୀ କରେ।<ref name="Manorama2006">{{ cite book | title = मनोरमा ईयरबुक 2006 | year = 2006 | publisher = मलयाला मनोरमा| location = कोट्टायम, भारत| isbn = 8189004077 }}</ref>
 
== ଭୂଗୋଳ ==
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି