"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 117.214.88.121 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ PsubhashishBotଙ୍କ ଦେଇ କରାଯାଇଥ...
ଟିକେ ‌+ ଆଧାର
୧ କ ଧାଡ଼ି:
{{ଛୋଟ|Gangadhar Meher}}
{{Infobox writer
| honorific_prefix = ସ୍ଵଭାବ କବି
| name = ଗଙ୍ଗାଧର ମେହେର
| image =
| imagesize =
| alt = ୧୮୬୨–୧୯୨୪
| caption = ସ୍ଵଭାବ କବି ଗଙ୍ଗାଧର ମେହେର
| pseudonym =
| birthname =
| birthdate = {{Birth date|1862|08|09|df=y}} (ଶ୍ରାବଣ ପୂର୍ଣ୍ଣିମା)
| birthplace = [[ବରପାଲି]], [[ବରଗଡ଼ ଜିଲ୍ଲା]]
| deathdate = {{Death date and age|1924|04|04|1862|08|09|df=y}} (ଚୈତ୍ର ଅମାବାସ୍ୟା)
| deathplace =
| resting_place =
Line ୧୮ ⟶ ୧୯:
| ethnicity =
| citizenship =
| education = ୫ମ<ref>{{cite book|last=ଆଚାର୍ଯ୍ୟ|first=ବୃନ୍ଦାବନ|title=ଓଡିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ|date=୧୯୮୫|publisher=ଗ୍ରନ୍ଥ ପ୍ରକାଶିନୀ|page=୨୦୭|pages=୩୩୮}}</ref>
| education = ୫ମ
| alma_mater =
| period =
Line ୩୮ ⟶ ୩୯:
}}
 
'''ଗଙ୍ଗାଧର ମେହେର''', ଜଣେ ୧୯ଶ ଶତାବ୍ଦୀର ଖ୍ୟାତନାମା [[ଓଡ଼ିଆ ଭାଷା|ଓଡ଼ିଆ]] ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ତାଙ୍କର ଭାବମୟ ଭକ୍ତି କବିତା ରଚନା ପାଇଁ ତାଙ୍କୁ [[ଓଡ଼ିଆ ସାହିତ୍ୟ|ଓଡ଼ିଆ ସାହିତ୍ୟର]] ଭକ୍ତ କବି ବୋଲି କୁହାଥାଇଥାଏ ।<ref>Dr. Keshab Ch. Meher</ref> ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୦୯ ଅଗଷ୍ଟ ୧୮୬୨) ରେ ଅବିଭକ୍ତ ସମ୍ବଲପୁର ଓ ବର୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ । ତା ୦୪ ଅପ୍ରେଲ ୧୯୨୪ରେ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ସ୍ୱର୍ଗାରୋହଣମୃତ୍ୟୁବରଣ କରିଥିଲେ।କରିଥିଲେ ।
୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।
 
== ଓଡ଼ିଆ ସାହିତ୍ୟରେ ପ୍ରବେଶ ==
ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖୁଥିଲେ।ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ '''ରସ ରତ୍ନାକର''' ଓ '''ଅହଲ୍ୟା ସ୍ତବ''' ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ '''ଇନ୍ଦୁମତୀ''' ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। <ref>http://www.suniv.ac.in/life_gangadhar.html </ref>ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ। <ref>http://gangadharmeher.org/html/lifehistory.asp</ref>
 
== ସାହିତ୍ୟ ସର୍ଜନା ==
=== କାବ୍ୟ ===
{{div col|2}}
* ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
* ଉତ୍କଳ ଲକ୍ଷ୍ମୀ (୧୮୯୪)
* କୀଚକ ବଧ (୧୯୦୩)
* [[ତପସ୍ଵିନୀ]] (ତାଙ୍କ ଲିଖିତ୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
* ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
* ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
* ମହିମା
* କୀଚକ ବଧ
* କବିତା କଲ୍ଲୋଳ
* ଅଯୋଧ୍ୟା ଦୃଶ୍ୟ
* [[ତପସ୍ଵିନୀ]] (ତାଙ୍କ ଲିଖିତ ସର୍ବାଧିକ ଲୋକପ୍ରିୟ କାବ୍ୟ)
* ପ୍ରଣୟ ବଲ୍ଲରୀ
* ଅର୍ଘ୍ୟ ଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
* ରସ ରତ୍ନାକର
* ବଳରାମଦେବ
* ପଦ୍ମିନୀ (ଶେଷ କୃତି)
{{div col end}}
===କବିତା===
 
{{div col|3}}
* ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
* ଅର୍ଘ୍ୟ ଥାଳିଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
** ଭକ୍ତି
** ଅମୃତମୟ
** ମଧୁମୟ
*ମାତୃଭୂମି
* ଅର୍ପଣ
*ଆଶ୍ରମେ ପ୍ରଭାତ
*ଉତ୍କଳ-ଲକ୍ଷ୍ମୀ
* ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ
* ଭାରତୀ ଭାବନା
* ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
* ମହାଜନ
* ସୁଭାବ ଓ ସ୍ଵଭାବ
* ଉତ୍କଳ ଭାରତୀଙ୍କ ଉକ୍ତି
* ନର ଓ ମୟୂର
* ଭରସା
* ମଧୁପର ମଧୁଭିକ୍ଷା
* ଧନପ୍ରତି
*ବସନ୍ତ ବ୍ରତ
{{div col end}}
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି। ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।