"ୟୁରାନସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଦୟାକରି ଏହାକୁ ସମ୍ପୁର୍ଣ କରନ୍ତୁ ।
୧ କ ଧାଡ଼ି:
{{ଛୋଟ|Uranus}}
'''ଇଉରେନ୍ସେ''' [[ସୌରଜଗତ]]ର ଏକ ଅଂଶବିଶେଷ । [[ସୂର୍ଯ୍ୟ]]ଠାରୁ ଏହା ସପ୍ତମ ଗ୍ରହ ।
[[ଅରୁଣ]] ବା ଇଉରେନ୍ସେ ବ୍ୟାସ ହିସାବରେ [[ସୌରମଣ୍ଡଳ]] ର ତୃତୀୟ ଏବଂ ଦ୍ରବ୍ୟମାନରେ ଚତୁର୍ଥ ବଡ଼ ଗ୍ରହ । ଦ୍ରବ୍ୟମାନରେ ଏହା [[ପୃଥିବୀ]]ଠାରୁ ୧୪.୫ ଗୁଣ ଅଧିକ ଭାରୀ ଏବଂ ଆକାରରେ ୬୩ ଗୁଣ ଅଧିକ ବଡ ଅଟେ । ଇଉରେନ୍ସେ କୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରେ । ଏହାର ଏତେ ଦୂରରେ ଥିବାରୁ ଏବଂ ମଧ୍ୟମଧରଣର ଆଲୋକ ଦେଉଥିବାରୁ ଏହାକୁ ପ୍ରାଚୀନ ବିଦ୍ବାନମାନେ ଗ୍ରହ ନ କହି ତାରା ର ସଂଜ୍ଞା ଦେଇଥିଲେ । [[ଟେଲିସ୍କୋପ]] ଦ୍ବାରା ଖୋଜାଯାଇଥିବା ଗ୍ରହ ମାନଙ୍କ ମଧ୍ୟରେ ଏହା ପ୍ରଥମ । [[ବିଲିଅମ୍ ହରସେଲ୍ ]] ଙ୍କ ଦ୍ବାରା ମାର୍ଚ୍ଚ ୧୩ ୧୭୮୧ରେ ଏହାକୁ ଖୋଜାଯାଇଥିଲା ।
 
==ଆବର୍ତ୍ତନ ପରିକ୍ରମଣ==
 
ଇଉରେନ୍ସେ ପ୍ରତି ୮୪ [[ପୃଥ୍ବୀ]] ବର୍ଷରେ ଥରେ ସୂର୍ଯ୍ୟ ର ପରିକ୍ରମଣ ଶେଷକରେ ଅର୍ଥାତ୍ ଇଉରେନସେ ର ଏକବର୍ଷ ପୃଥିବୀର ୮୪ ବର୍ଷ ସଙ୍ଗେ ସମାନ । ସୂର୍ଯ୍ୟ ଠାରୁ ଏହାର ଦୂରତା ପ୍ରାୟ ୩ ଅର୍ବ କି.ମି. ଇଉରେନସେ ର ଆବର୍ତ୍ତନ ସମୟ ପ୍ରାୟ ୧୭ ଘଣ୍ଟା ୧୪ ମିନିଟ ।
== ଆଧାର ==
{{ଆଧାର}}
"https://or.wikipedia.org/wiki/ୟୁରାନସ"ରୁ ଅଣାଯାଇଅଛି